niali - The Sakala

ପୁଣି ନିଆଳିରେ ମେଣ୍ଢା ମଡକ; ଅଜଣା ଜନ୍ତୁ ଆକ୍ରମଣରେ ୧୦ ମେଣ୍ଢା ମୃତ
ନିଆଳି: ନିଆଳିକୁ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ ! ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳରେ ପଶି ମେଣ୍ଢାଙ୍କୁ ମାରିଥିବା ସନ୍ଦେହ କରାଯାଉଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ଘଟିଛି ଏପରି ଘଟଣା । ଗତକାଲି ବିଳମ୍ବିତ ରାତିରେ ଗାଁର ଶରତ ଚୌଧୁରୀଙ୍କ ଗୁହାଳ ଭିତରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ଗୁହାଳର କବାଟ ଖୋଲିବା ମାତ୍ରେ ମେଣ୍ଢାଙ୍କ ରକ୍ତାକ୍ତ ମୃତଦେହ ଏଣେତେଣେ ପଡି ରହିଥିଲା । ମୃତ ମେଣ୍ଢାଙ୍କ ଅନ୍ତବୁଜୁଳା ବାହାରି ଯାଇଥିବା ଦେଖିବାକୁ ମିଳିଛି । ତେଣୁ କୌଣସି ଅଜଣା ଜନ୍ତୁ ଗୁହାଳରେ ପଶି ମେଣ୍ଢା ଶିକାର କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

୪ ଦିନ ପୂର୍ବରୁ ଗୁଣାଦୋଳା ଗାଁର ଅନ୍ୟଜଣେ ବ୍ୟକ୍ତିଙ୍କ ୧୬ଟି ମେଣ୍ଢାକୁ ଅଜଣା ଜନ୍ତୁ ଶିକାରରେ ପ୍ରାଣ ହରାଇଥିଲେ । ପାଞ୍ଚ ଦିନ ଭିତରେ ୨୬ଟି ମେଣ୍ଢାକୁ ଶିକାର କରିଛି ଅଜଣା ଜନ୍ତ । ଯାହାକୁ ନେଇ ନାହାଳପୁର ପଞ୍ଚାୟତର ମେଣ୍ଢା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ସେପଟେ ଖବର ପାଇ ଗୁଣାଦୋଳା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ପୁଲିସ ଓ ବନବିଭାଗ ।

ସୂଚନାଯୋଗ୍ୟ, ଏହି ଅଜଣା ଜନ୍ତୁ ଆକ୍ରମଣରେ ଗତ ଚାରିବର୍ଷ ତଳେ ଅନେକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ମେଣ୍ଢାଙ୍କୁ କେଉଁ ଅଜଣା ଜନ୍ତୁ ଆକ୍ରମଣ କରୁଛି ତାହା ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଖବର ପାଇ ଫୁଲନଖରା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଙ୍କ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘରୋଇ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର
ନିଆଳି: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ ।ପାରିପାର୍ଶିକ ସ୍ଥିତିକୁ ଦେଖି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତାଙ୍କୁ ହତ୍ୟା କରାଯିବା ପରେ ଏଠାରେ ଓଡଣିରେ ଟାଙ୍ଗୀ ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର । ଏନେଇ ଓଲଟପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଅଡ଼ଶପୁରଠାରେ ଦେବକି ହଷ୍ଟେଲରେ ରହି ଯୁକ୍ତ ୩ ତୃତୀୟ ବର୍ଷ ପାଠ ପଢ଼ୁଥିଲେ। ସେ ୨୦୨୦ ମସିହାରୁ ଏହି ହଷ୍ଟେଲରେ ରହୁଥିଲେ। ଉଚ୍ଚ ଶିକ୍ଷା ପାଇଁ ୨୦୨୦ ମସିହାରେ ନିଆଳିରେ ରହି ପାଠ ପଢିବାକୁ ଆସିଥିଲେ। ତେବେ ଦୀପାବଳି ରାତିରେ ଘଟିଥିଲା ଅଘଟଣ। ଗତକାଲି ଦୀପାବଳି ପାଇଁ ହଷ୍ଟେଲର ସବୁ ଛାତ୍ରୀ ବେଶ୍‌ ଖୁସି ଥିବା ବେଳେ ସନ୍ଧ୍ୟାରେ ସମସ୍ତେ ବାଣ ଫୁଟାଇବାକୁ ଛାତକୁ ଯାଇଥିଲେ। ମାତ୍ର ସମ୍ପୃକ୍ତ ଛାତ୍ରୀଜଣକ ଦେହ ଭଲ ଲାଗୁ ନ ଥିବା କହି ରୁମ୍‌ରେ ରହିଥିଲେ। ପିଲାମାନେ ବାଣ ଫୁଟାଇ ଆସି ସମ୍ପୃକ୍ତ ଛାତ୍ରୀଙ୍କୁ ଖୋଜିବାରୁ ଏକ ରୁମ୍‌ର ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଲେ। ଏହାପରେ ଝରକା ଫାଙ୍କରେ ଭିତରକୁ ଅନାଇ ଛାତ୍ରୀଜଣକ ଝୁଲୁଥିବା ଦେଖିବାକୁ ପାଇଲେ।

ଖବରପାଇ ପୁଲିସ୍‌ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଅଡଶପୁରରେ ପହଞ୍ଚିଥିବା ବେଳେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଝିଅର ମୃତ୍ୟୁ ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସେମାନେ କହିଛନ୍ତି। ମୃତ ଛାତ୍ରୀଙ୍କ ବଡବାପାଙ୍କ ଅଭିଯୋଗ ଅନୁଯାୟୀ, ଝିଅର ମୃତଦେହ ଝୁଲୁଥିବା ଓଢଣୀରେ ପଡିଥିଲା ଅନେକ ଗଣ୍ଠି । ଯାହାକୁ ନେଇ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅ ସହ ରହୁଥିବା ଅନ୍ୟ ସାଙ୍ଗମାନଙ୍କ ମତାମତ ମଧ୍ୟ ପାଖାପାଖି ସମାନ ଥିଲା । ତାଙ୍କ ମତରେ ସେମାନେ ଏକାଠି ଛାତ ଉପରକୁ ଯାଇଥିଲେ, ହଠାତ୍ ସେଠାରେ ରଶ୍ମିରେଖା ନଥିଲେ । ଖାଇବାକୁ ଡାକିବାକୁ ଯିବା ବେଳକୁ ରଶ୍ମିରେଖା ଝୁଲନ୍ତା ଅବସ୍ଥାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏସବୁ ଜାଣିବା ପରେ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ ।

ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଆତଙ୍କ, ୫ ମେଣ୍ଢା ମୃତ୍ୟୁ
ଭୁବନେଶ୍ବର : ପ୍ରାୟ ଦୁଇ ରୁ ତିନି ବର୍ଷ ପରେ ପୁଣି ନିଆଳି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିଆଳି ବାଘମରା ଗାଁର ବିରଞ୍ଚି ଦାସଙ୍କର ୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ମେଣ୍ଢା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଣିଥରେ ନିଆଳିରେ ମେଣ୍ଢା ମଡକକୁ ନେଇ ମେଣ୍ଢା ପାଳକମାନେ ଆତଙ୍କିତ ହୋଇପଡିଛନ୍ତି।  ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ ଗତଦିନରେ ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ୪୦୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ସେହି ସମୟରେ ପ୍ରାୟ ସମସ୍ତ ମେଣ୍ଢାଙ୍କୁ ସମାନ ଢଙ୍ଗରେ ମେଣ୍ଢାଙ୍କ ମୃତ୍ୟୁ ହେଉଥିବା । ମେଣ୍ଢାଙ୍କ ପେଟ ଚିରା ହୋଇ କଲିଜା ଗାଏବ ହୋଇ ଯାଉଥିଲା।