Seema Haider - The Sakala
ନିର୍ବାଚନ ଲଢିବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର !
ନ‌ୋଏଡା: ସଚିନ୍‌ଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଫିଲ୍ମ ସାଇନ୍ କରିଛନ୍ତି। ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି।  ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ଦଳ ସୀମାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି।
ରିପୋର୍ଟ ଅନୁଯାୟର, ସୀମା ହାଇଦରଙ୍କୁ ଏନଡିଏର ସହଯୋଗୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠଓ୍ବଲେଙ୍କ ପାର୍ଟୀ ରିପବ୍ଲିକାନ୍‌ ପାର୍ଟୀ ଅଫ୍‌ ଇଣ୍ଡିଆ (ଆରପିଆଇ) ପାର୍ଟିରେ ସାମିଲ୍‌ ହେବାକୁ ଅଫର୍‌ ମିଳିଛି। କୁହାଯାଉଛି ସୀମା ହାଇଦର ମଧ୍ୟ ଆରପିଆଇର ଅଫର୍‌କୁ ସ୍ବୀକାର କରିଛନ୍ତି। ଦଳର ଅଧିକାରୀମା​ନେ କହିଛନ୍ତି ଯେ ତାଙ୍କୁ ମହିଳା ଓ୍ବିଙ୍ଗ୍‌ର ଅଧ୍ୟକ୍ଷ କରାଯିବ। ଏହା ସହ ତାଙ୍କର କହିବା ଶୈଳୀକୁ ଦେଖି ଦଳର ପ୍ରବକ୍ତା ମଧ୍ୟ କରାଯିବ। ଏମିତିକି ତାଙ୍କୁ ନିର୍ବାଚନ ଲଢ଼ିବାକୁ ମଧ୍ୟ ଦିଆଯିବ ବୋଲି କୁହାଯାଇଛି। ଏବେ କେବଳ ସୀମାଙ୍କୁ ସୁରକ୍ଷା ଏଜେନ୍ସୀଙ୍କ ଠାରୁ କ୍ଲିନ୍‌ ଚିଟ୍‌ ମିଳିବା ନେଇ ଅପେକ୍ଷା ରହିଛି।
ଲକ୍ଷ୍ନୌ: ସୀମା ପାର୍‌ କରି ପାକିସ୍ତାନରୁ ଭାରତ ପଳାଇ ଆସିଥିବା ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ଏଟିଏସ୍ ଜେରା କରିବା ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସତ ସାମ୍ନାକୁ ଆସୁଛି । ତାଙ୍କ ପାଖରେ ୪ ଟି ମୋବାଇଲ ଥିବାବେଳେ ଏଥିରୁ ଅନେକ ଡାଟା ଡିଲିଟ୍ ହୋଇଛି । ଆହୁରି ମଧ୍ୟ ସଚିନଙ୍କ ପୂର୍ବରୁ ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ସମ୍ପର୍କରେ ଥିଲେ ସୀମା ହାଇଦର । ଏକଥା ନିଜେ ସୀମା ସ୍ୱୀକାର କରିଥିବା ଜଣାପଡିଛି ।
ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦରକୁ ନେଇ ଏବେ ବିଭିନ୍ନ ମହଲରେ ଚିନ୍ତା ବଢିଛି। ପ୍ରେମ ବ୍ୟାପାରକୁ ନେଇ ସୀମା ପାକିସ୍ତାନରୁ ଦୁବାଇ ଏବଂ ନେପାଳ ଦେଇ ଭାରତକୁ ଆସି ନାହାନ୍ତି, ବରଂ ସେ ଆଇଏସଆଇ ଏଜେଣ୍ଟ ଭାବେ ଭାରତକୁ ଆସିଛନ୍ତି ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି।
ବିଶେଷକରି ସୀମାଙ୍କ ଭାଇ ଏବଂ କକା ପାକିସ୍ତାନ ସେନାରେ କାର୍ଯ୍ୟ କରୁଥିବାରୁ ସୀମା କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଭାରତକୁ ଆସିଥାଇପାରନ୍ତି ବୋଲି ବିଚାର କରାଯାଉଛି। ଅନ୍ୟପକ୍ଷରେ ସୀମାଙ୍କୁ ପାକିସ୍ତାନ ଫେରାଇ ଦେବାକୁ ଉଭୟ ପଟୁ ଦାବି କରାଯାଇଛି। ପାକିସ୍ତାନର ବହୁ ମୁସଲିମ୍‌ ସଂଗଠନ ସୀମାଙ୍କୁ ତୁରନ୍ତ ପାକିସ୍ତାନ ପଠାଇ ଦେବାକୁ ଦାବି କରିଥିଲା ବେଳେ ଭାରତରେ ଗୋରକ୍ଷା ହିନ୍ଦୁ ଦଳ ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଛି।
ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ବଢୁଛି ବିବାଦ; ପାକିସ୍ତାନ ନ ପଠାଇଲେ ୨୬/୧୧ ଭଳି ଆକ୍ରମଣ ଧମକ !
ମୁମ୍ବାଇ: ସବୁ ସରହଦ ଡେଇଁ ପ୍ରେମ ନିଶାରେ ଭାରତରେ ପହଞ୍ଚିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଏବେ ବିଭିନ୍ନ ମହଲରେ ବିବାଦ ତେଜିଛି। ରାଜନୈତିକ ମହଲଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଜେନ୍ସି ମଧ୍ୟରେ ସୀମା ଏବେ ସବୁଠୁ ଚର୍ଚ୍ଚିତ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସୀମା ଦେଇଥିବା ବୟାନକୁ ନେଇ ସାଧାରଣ ଲୋକ ତାଙ୍କ ପ୍ରତି ସହୃଦୟତା ପ୍ରକାଶ କରୁଥିବା ବେଳେ ସେ ଆଇଏସଆଇ ଏଜେଣ୍ଟ ଭାବେ ଭାରତ ଆସି ଗ୍ରେଟର ନୋଏଡାର ଯୁବକ ସଚିନଙ୍କୁ ବିବାହ କରିଛନ୍ତି ବୋଲି ସୁରକ୍ଷା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏଥିନେଇ ସୀମାଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପଚରା ଉଚରା କରାଯିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି।
ଏହାମଧ୍ୟରେ ସୀମାଙ୍କୁ ପାକିସ୍ତାନ ଫେରାଇ ଦେବାକୁ ପାକିସ୍ତାନର ବହୁ ଜିହାଦୀ ସଂଗଠନ ଦାବି କରିଛନ୍ତି। ନଚେତ ଭାରତରେ ୨୬/୧୧ ଭଳି ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଛି। ଏହିକ୍ରମରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଫୋନ ଆସିଛି। ସୀମାଙ୍କୁ ପାକିସ୍ତାନ ନ ପଠାଇଲେ ଭାରତର ସତ୍ୟାନାସ ହେବ ବୋଲି ଫୋନରେ ଜଣେ ବ୍ୟକ୍ତି ଧମକ ଦେଇ କହିଛି। ଭାରତ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ପ୍ରସ୍ତୁତ ରହିବ ଏବଂ ଏଥିଲାଗି ଉତ୍ତରପ୍ରଦେଶ ସରକାର ଦାୟୀ ରହିବେ ବୋଲି ବ୍ୟକ୍ତି ଜଣକ କହିଛି। ଏହି ଘଟଣାର ଯାଞ୍ଚ କରାଯାଉଛି।