Varsh-Anubhav Family Dispute - The Sakala

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି ୩ ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଉଭୟଙ୍କ ବିବାହ ବିଛେଦ ମାମଲାର ବିଚାର ପ୍ରକ୍ରିୟାକୁ ୩ ମାସ ମଧ୍ୟରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି କଟକ ପରିବାର ଅଦାଲତଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଏହା ସହିତ ୩୧ ଜୁଲାଇ ମଧ୍ୟରେ ବର୍ଷାଙ୍କ ଜେରା ଶେଷ କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ବିବାହ ବିଛେଦ ମାମଲାର ଶୁଣାଣିକୁ ଶେଷ କରିବା ପାଇଁ ମଧ୍ୟ ହାଇକୋର୍ଟ କହିଛନ୍ତି ।

କଟକ ପରିବାର ଅଦାଲତରେ ଅନୁଭବଙ୍କ ପକ୍ଷରୁ ରୁଜୁ ହୋଇଥିବା ଛାଡ଼ପତ୍ର ମାମଲାର ଶୁଣାଣି ବିଳମ୍ବିତ ହେଉଥିବା ଦର୍ଶାଇ ଏହି ମାମଲାକୁ ଅନ୍ୟ କୌଣସି କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ହାଇକୋର୍ଟରେ ଏକ ଟ୍ରାନ୍ସଫର ପିଟିସନ ଦାଖଲ କରିଥିଲେ ଅନୁଭବ ।