West Bengal Panchayat Polls - The Sakala

ପଶ୍ଚିମବଙ୍ଗରେ ୧୯ଟି ଜିଲ୍ଲାର ୬୯୬ଟି ବୁଥରେ ଆରମ୍ଭ ହୋଇଛି ସାନି ମତଦାନ
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ପୁଣି ଥରେ ପଞ୍ଚାୟତ ନିର୍ବାଚନ ହେବ । ୬୯୬ ବୁଥ୍‌ରେ ସାନି ମତଦାନ ହେବ । ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଓ ବୁଥ କବ୍‌ଜା ପରେ ଏହି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସଂଧ୍ୟା ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ କରିବେ ।

ମୁର୍ଶୀଦାବାଦ୍‌ର ୧୭୫ଟି ବୁଥ୍‌ରେ, ମାଲଦାର ୧୧୨ ବୁଥ୍‌ରେ, ନଦୀଆର ୮୯ ବୁଥ୍‌ରେ, ଉତ୍ତର ୨୪ ପ୍ରଗଣାର ୪୬ ବୁଥ୍‌ରେ, ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥ୍‌ରେ, ପୂର୍ବମେଦିନୀପୁରର ୩୧ ବୁଥ୍‌ରେ, ହୁଗୁଳିର ୨୯ ବୁଥ୍‌ରେ, ଦକ୍ଷିଣ ଦିନାଜପୁରର ୧୮ ବୁଥ୍‌ରେ, ଜାଲପାଇଗୁରୀର ୧୪ ବୁଥ୍‌ରେ, ବୀରଭୂମୀର ୧୪ ବୁଥ୍‌ରେ, ପଶ୍ଚିମ ମେଦିନାପୁରର ୧୦ ବୁଥ୍‌ରେ, ବାଙ୍ଗରାର ୮ ବୁଥ୍‌ରେ, ହାୱଡ଼ାର ୮ ବୁଥ୍‌ରେ, ପଶ୍ଚିମ ବର୍ଦ୍ଧମାନର ୬ ବୁଥ୍‌ରେ, ପୁରୁଲିର ୪ ବୁଥ୍‌ରେ, ପୂର୍ବ ବର୍ଦ୍ଧମାନର ୩ ବୁଥ୍‌ରେ ଓ ଆଲିପୁରଦୁଆରର ଗୋଟିଏ ବୁଥ୍‌ରେ ସାନି ମତଦାନ ହେବ ।

ସେପଟେ ପଶ୍ଚିମବଙ୍ଗରେ ନିର୍ବାଚନ ସରିଥିଲେ ବି ଥମୁନି ହିଂସା । ହିଂସାରେ ଏପର୍ଯ୍ୟନ୍ତ ଗଲାଣି ୧୯ ଜଣଙ୍କ ଜୀବନ । ଶନିବାର ମତଦାନ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ହିଂସା ଓ ବୋମାମାଡ଼ ହୋଇଥିଲା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବୁଥରେ ଭଙ୍ଗାରୁଜା କରିବା ସହ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ ।