Bear Attack - The Sakala

ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ
ନୀଳଗିରି: ଭାଲୁ-ମଣିଷ ଲଢେଇ। ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୋଡ଼ାଶୂଳା ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଖାଦ୍ୟ ଅନ୍ବେଷଣରେ ସ୍ବର୍ଣ୍ଣଚୁଡ ଜଙ୍ଗଲରୁ ଆସି ବାଟବଣା ହୋଇଥିଲେ ଦୁଇଟି ଭାଲୁ। ପୋଡାଶୂଳ ଗ୍ରାମ ପାତ୍ରସାହିର ପ୍ରଭାତ ପାତ୍ର ଘରୁ ବାହାରିବା ସମୟରେ ଭାଲୁ ହାବୁଡରେ ପଡିଥିଲେ। ହଠାତ ଦୁଇଟି ଭାଲୁ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ । ପ୍ରଭାତ ଏଥିରେ ବିଚଳିତ ନହୋଇ ସାହସର ସହ ସାମ୍ନା କରିଥିଲେ । ଭାଲୁକୁ ଧରି ପିଟି ସେ ନିଜର ଜୀବନ ବଞ୍ଚାଇଥିଲେ । ଭାଲୁ ଆକ୍ରମଣରେ ପ୍ରଭାତଙ୍କର ପେଟ ଓ ଗୋଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁରେ ଭାଲୁ ପଶୁଥିବା ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି ।

ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ
ନବରଙ୍ଗପୁର: ଭାଲୁ ସହ ଲଢେଇ କରି ଜୀବନ ହାରିଲେ ଠିକାଦାର । ମୃତ ଠିକାଦାର ହେଲେ ବ୍ରିଜେଶ ଦ୍ଵିବେଦୀ । ତାଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁରେ ବୋଲି ସୂଚନା ମିଳିଛି । ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ପଞ୍ଚାୟତରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର -ବିଶାଖାପାଟଣମ ନିର୍ମାଣଧିନ ଜାତୀୟରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ ବ୍ରିଜେଶ ।

କର୍ଷସ୍ଥଳରେ ଥିବା ରାସ୍ତାପାର୍ଶ୍ଵ କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ ବ୍ରିଜେଶ ଦ୍ଵିବେଦୀ । ଆଜି ଭୋରୁ ଶୌଚ ପାଇଁ ଯିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ମୁକୁଳିବା ପାଇଁ ୧ ଘଣ୍ଟା ଧରି ଭାଲୁ ସହ ଲଢ଼େଇ କରିଥିଲେ ବ୍ରିଜେଶ । ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଭାଲୁ ଆକ୍ରମଣରେ ଠିକାଦାର ବ୍ରିଜେଶ ଦ୍ଵିବେଦୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ବନ ବିଭାଗ କର୍ମଚାରୀ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ବିଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଜଣେ ବ୍ଯକ୍ତି ଗୁରୁତର
ତୁରେକେଲା: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ମହୁଲବାହାଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ଯକ୍ତି ଗୁରୁତର ଆହତ ହୋଇଛନ୍ତି। ଉକ୍ତ ବ୍ଯକ୍ତିଙ୍କ ନାଁ ରାମସେ ମାଝି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ଯ ଯେ, ଆଜି ସକାଳ ସମୟରେ ରାମସେ ତାଙ୍କ ବିଲକୁ ଯାଇଥିଲେ। ସେ ବିଲରେ ପହଞ୍ଚିବା ପରେ ତାଙ୍କୁ ୩ଟି ଭାଲୁ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ରାମସେ ଗୁରୁତର ହୋଇଛନ୍ତି। ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାମସେକୁ ଗାଁ ଲୋକେ ଉଦ୍ଧାର କରି ଚିକିତ୍ସି ପାଇଁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ମଧ୍ଯ ସେହି ଅଞ୍ଚଳରରେ ଭାଲୁ ମାନେ ବୁଲୁଥିବାର ଦେଖିବାକୁ ମିଳିଛି। ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ଥିବା ଜଣାପଡ଼ଛି।

୩ ଭାଲୁଙ୍କ ସହିତ ଏକାକୀ ଲଢି ନିଜ ଜୀବନ ବଞ୍ଚାଇଲେ ଯୁବକ
ନୀଳଗିରି: ଯାହାକୁ ରଖିବେ ଅନନ୍ତ…। ୩ ଭାଲୁଙ୍କ ସଙ୍ଗେ ଏକାକୀ ଅଧଘଣ୍ଟା ଲଢ଼ି ନିଜ ଜୀବନ ବଞ୍ଚାଇଲେ ଜଣେ ଯୁବକ । ଭାଲୁଙ୍କ ଆକ୍ରମଣରେ ଗୁରୁତର ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ କେଶୁରା ଗ୍ରାମରେ ।

ସୂଚନା ଅନୁସାରେ, ଉକ୍ତ ଗ୍ରାମର ଭାସ୍କର ଦଳେଇ ଶୌଚ ହେବା ପାଇଁ ଯିବା ସମୟରେ ନିକଟସ୍ଥ ଏକ ମନ୍ଦିର ନିକଟରେ ହଠାତ୍ ତିନିଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ତିନିଭାଲୁଙ୍କ ସହିତ ଏକାକୀ ଅଧଘଣ୍ଟା ଲଢିଥିଲେ ଯୁବକ ଜଣକ । ମାତ୍ର କୌଶଳ କରି ଭାଲୁ ଆକ୍ରମଣରୁ ବର୍ତ୍ତି ନିଜର ଜୀବନ ବଞ୍ଚାଇବା ସହିତ ଘରକୁ ଦୌଡ଼ିଥିଲେ। ପରିବାର ଲୋକେ ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ବିରୁନ ପଦର ଗାଁରେ ଭାଲୁ ଆକ୍ରମଣରେ ବାପଙ୍କ ମୃତ୍ୟୁ ଘଟିିଥିବା ବାଳେ ପୁଅ ଗୁରୁତ ହୋଇଛି।  ମୃତ୍ୟୁ ଘଟିଥିବା ବାପାଙ୍କ ନାଁ  ଘନଶ୍ୟାମ ପଟେଲ (୭୦) ଓ ଗୁରୁତର ହୋଇଥିବା ପୁଅଙ୍କ ନାଁ ଚୈତନ୍ୟ ପଟେଲ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଜଙ୍ଗଲ ରାସ୍ତା ଦେଇ ଦୁହେଁ ସ୍ନାନ ପାଇଁ ଯାଇଥିବା ବେଳେ ଜଙ୍ଗଲରୁ ଦୁଇରୁ ତିନିଟି ଭାଲୁ ଆସି ବାପ-ପୁଅଙ୍କୁ ଆକ୍ରମଣ କରିଥିଲା। ଘନଶ୍ୟାମ ପଟେଲ ମୃତ୍ୟ ବରଣ କରିଥିବା ବେଳେ ଚୈତନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି।

ଛତୁ ତୋଳିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଘଷିପୁରା: ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଭିତରକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧ ସ୍ଥାନୀୟ ବରାଙ୍ଗ ଗ୍ରାମର ନିତ୍ଯାନନ୍ଦ ମହାନ୍ତ (୬୭) ବୋଲି ଜଣାପଡିଛି । ତାଙ୍କୁ ପ୍ରଥମେ ସାଇଁକୁଳ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ଭୋର୍ ରୁ ଜଙ୍ଗଲ ମଧ୍ଯକୁ ଗାଁର ୩ ରୁ ୪ ଜଣ ଲୋକଙ୍କ ସହ ନିତ୍ଯାନନ୍ଦ ଛତୁ ତୋଳିବାକୁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତା’ର ଦୁଇ ଛୁଆଙ୍କୁ ଧରି ଜଙ୍ଗଲ ଭିତରକୁ ଫେରୁଥିବା ଅବସ୍ଥାରେ ଛତୁ ଗୋଟାଳି ଲୋକଙ୍କ ସହ ମୁହାଁମୁହିଁ ହୋଇଯାଇଥିଲା । ଭାଲୁକୁ ଦେଖି ଅନ୍ଯମାନେ ଦୌଡି ପଳାଇଥିବା ବେଳେ ନିତ୍ଯାନନ୍ଦ ଦୌଡି ନପାରି ଭାଲୁ ଆକ୍ରମଣ ଶିକାର ହୋଇଥିଲେ । ପରେ ଗାଁ ଲୋକ ମିଶି ଭାଲୁ କବଳରୁ ନିତ୍ଯାନନ୍ଦକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ନିତ୍ଯାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି।