Kanasa - The Sakala

ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା, ଗୋଷ୍ଠି ସଂଘର୍ଷରେ ୩ ଜଣ ଗୁରୁତର
କଣାସ: ପୂର୍ବ ଶତ୍ରୁତାରୁ ଗାଁରେ ବୁଲିଲା ଖଣ୍ଡା । କଣାସ ବ୍ଲକ୍ ଅନ୍ତର୍ଗତ ଗଡ଼ ସାନପୁଟରେ ଗୋଷ୍ଠି ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପାରିବାରରେ ଘଟିଛି ଗୋଷ୍ଟି ସଂଘର୍ଷ । ପାରିଶ୍ରମିକ ଟଙ୍କାକୁ ନେଇ ଗୋଷ୍ଟି ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣରେ ପ୍ରକାଶ ବଳବନ୍ତରାୟ, ତାଙ୍କ ପୁତୁରା ଗୁଡୁ ବଳବନ୍ତରାୟ ଓ ପବିତ୍ର ବଳବନ୍ତରାୟ ଗୁରୁତର ଆହତ ହେଇଛନ୍ତି । ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି  । ଗୁରୁତରମାନଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲ ଏବଂ ପରେ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ହେଲେ ସେହି ଗ୍ରାମର ବାଦଲ ବଳବନ୍ତରାୟ ଓ ତାଙ୍କ ସମ୍ପର୍କୀୟ । ଏନେଇ କଣାସ ଥାନାରେ ଅଭିଯୋଗ ହୋଇଛି । କଣାସ ଥାନାରେ ୨୯/୨୦୨୬ରେ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି, ୪କୁ ଛୁଇଁଲା ମୃତ୍ୟୁସଂଖ୍ୟା; ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ
କଣାସ: କଣାସରେ ଝାଡ଼ାବାନ୍ତି ଆତଙ୍କ । କଣାସ ବ୍ଲକରେ ଥମିବାର ନାଁ ଧରୁନି ଝାଡାବାନ୍ତି । ପୂର୍ବରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଗତକାଲି ରାତିରେ ନୂଆଗାଁର ମାଗି ଦଳାଇ ଓ ଆଜି ଭୋରୁ ନଇକୂଳ ପାଟଣା ଗୁରେଇ ସେଠୀ ଦୁଇ ବୃଦ୍ଧା ମହିଳା ପ୍ରାଣ ହରାଇଛନ୍ତି। ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ପ୍ରତିଦିନ ଏକାଧିକ ଆକ୍ରାନ୍ତ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବିଭିନ୍ନ ଡାକ୍ତରଖାନକୁ ବୁହା ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ରୋଗୀ ଡାକ୍ତରଖାନା ଆସି ଚିକିତ୍ସିତ ହେଉଛନ୍ତି ।

ଝାଡାବାନ୍ତି ଘଟିବାର ୧୫ଦିନ ପରେ ଗତକାଲି ରାଜ୍ୟସ୍ତରରୁ ଏକ ସ୍ବାସ୍ଥ୍ୟ ଟିମ୍ ଓ ସ୍ଥାନୀୟ ପ୍ରଶାସନ ନୂଆଗାଁ ଓ ଜାଗୁଳାଇପଦରରେ ପହଁଚି ଘଟ ଘଟଣା ଅନୁଧ୍ୟାନ କରିବା ସହ ନମୁନା ସଂଗ୍ରହ କରିଛନ୍ତି । ରାଜ୍ୟ ଅଣୁଜୀବ ବିଜ୍ଞାନୀ ରାଜ୍ୟ ମହାମାରୀ ବିଶେଷଜ୍ଞ କଣାସ ଗୋଷ୍ଠି ସାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ, ଆଶା, ଅଙ୍ଗନବାଡି କର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଝାଡ଼ାବାନ୍ତି ଯୋଗୁ କଣାସ ବ୍ଲକରେ ସର୍ବାଧିକ ପ୍ରଭାବିତ ଦୁଇଟି ଗ୍ରାମ ନୂଆଗାଁ ଓ ଜାଗୁଳାଇପଦରରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି I ଦୟା ନଦୀର ଦୂଷିତ ଜଳ ବ୍ୟବହାର ଝାଡ଼ାବାନ୍ତିର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଋଣ ଭାର ସହି ନ ପାରି ଘରେ ରସି ଲଗାଇ ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି
କଣାସ: ଋଣ ଭାର ସହି ନ ପାରି ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି । ଲୋନ୍ ଟଙ୍କା ପରିଶୋଧ କରିନପାରି ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଗାଁରୁ । ମୃତ ଦମ୍ପତ୍ତି ହେଉଛନ୍ତି ଅଁଳାଯୋଡ଼ି ଗାଁର ୬୫ ବର୍ଷୀୟ ବାନାମ୍ବର ବେହେରା ଏବଂ ପତ୍ନୀ ୫୩ ବର୍ଷୀୟ ବନିତା ବେହେରା । ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଘରେ ଦୁହେଁ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସୂଚନା ଅନୁସାରେ, ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନିରୁ ଋଣ ଆଣିଥିଲେ। କିନ୍ତୁ ଆର୍ଥିକ ଅନାଟନ ଯୋଗୁଁ ଠିକ୍ ସମୟରେ ଋଣ ପରିଶୋଧ କରିପାରୁନଥିଲେ। ଗତ ରାତିରେ ଉକ୍ତ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ଘରେ ପହଞ୍ଚିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ କର୍ମଚାରୀମାନେ ଘରେ ବସି ରହିଥିଲେ। ସେମାନେ ଉଭୟଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀମାନେ ଘରୁ ବାହାରିନଥିଲେ। ଆଉ ଶେଷରେ ଭୋରୁ ଭୋରୁ ଘର ଭିତରେ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିଲେ। ଚାପରେ ବାପା, ମାଆ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଦମ୍ପତିଙ୍କ ଦୁଇ ପୁଅ ।