Chandrayaan3 - The Sakala
ଚନ୍ଦ୍ରଯାନ-୩ର ସଫଳତା ମହାକାଶ ଉଦ୍ୟୋଗକୁ ଦେବ ନୂଆ ଦିଗ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଉଛି। ଏହି ଅଭିଯାନ ସଫଳ ହେଲେ ସାରା ବିଶ୍ବରେ ଭାରତର ସମ୍ମାନ ବୃଦ୍ଧି ପାଇବ। ଏହା ଦେଶର ମହାକାଶ ଉଦ୍ୟୋଗକୁ ମଧ୍ୟ ନୂଆ ଦିଗକୁ ନେଇଯିବ। ଭାରତ ସରକାର ମହାକାଶ କ୍ଷେତ୍ରକୁ ବିଦେଶୀ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରିବାକୁ ଚାହୁଁଛି। ଆଗାମୀ ଦଶ ବର୍ଷ ମଧ୍ୟରେ ଭାରତ ଏହାର ମହାକାଶ ଉତ୍‌କ୍ଷେପଣ ବଜାରର ଆକାରକୁ ପାଞ୍ଚ ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଭାରତର ମହାକାଶ ବଜାରର ଆକାର ପାଖାପାଖି ୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଉଛି। ବିଗତ କିଛି ବର୍ଷ ହେବ ଏହି ବଜାରର ଅଭିବୃଦ୍ଧି ହାର ବାର୍ଷିକ ପାଖାପାଖି ୪ ପ୍ରତିଶତ ରହିଛି, ଯେତେବେଳେ କି ବିଶ୍ବ ମହାକାଶ ବଜାରର ଅଭିବୃଦ୍ଧି ହାର ୨ ପ୍ରତିଶତ ରହିଛି। ଭାରତର ମହାକାଶ ଅର୍ଥନୀତି ୨୦୪୦ ସୁଦ୍ଧା ୪୦ ବିଲିୟନ ଡଲାର ଛୁଇଁପାରେ।
ତେବେ ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ଦେଶକୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହେଲେ ଅନେକ ରାଷ୍ଟ୍ର ସେମାନଙ୍କର ଉପଗ୍ରହ ଉତ୍‌କ୍ଷେପଣ କରିବା ନିମନ୍ତେ ଭାରତକୁ ଅନୁରୋଧ କରିବା ନେଇ ଆଶା କରାଯାଉଛି। କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ଭାରତର ମହାକାଶ କ୍ଷେତ୍ର ବିଶ୍ବର ପ୍ରତିଯୋଗିତାକ୍ଷମ ବଜାରରେ ନିଜର ଉପସ୍ଥିତି ଜାହିର କରିପାରିବ। ଏଠାରେ ସୂଚନାଯୋଗ୍ୟ ଯେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଇସ୍ରୋ ପାଖାପାଖି ୭୪ ନିୟୁତ ଡଲାରର ବଜେଟ ବ୍ୟବସ୍ଥା କରିଛି। ଯଦି ଏହାକୁ ୨୦୨୫ରେ ରଖାଯାଇଥିବା ନାସାର ଚନ୍ଦ୍ର ଅଭିଯାନ ସହ ତୁଳନା କରାଯାଏ ତାହେଲେ ସେଥିପାଇଁ ମୋଟ ୯୩ ବିଲିୟନ ଡଲାରର ବଜେଟ ବ୍ୟବସ୍ଥା କରାଯାଇଛି। ଘରୋଇ କମ୍ପାନୀଙ୍କ ପାଇଁ ନିଜର ମହାକାଶ କ୍ଷେତ୍ରକୁ ଖୋଲିବାକୁ ଭାରତ ନାସାକୁ ଅନୁସରଣ କରୁଛି।
ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍: ଚନ୍ଦ୍ରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ
ନୂଆଦିଲ୍ଲୀ: ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍। ମଝିରେ ଆଉ ଗୋଟିଏ ଦିନ। ଚନ୍ଦ୍ରଠାରୁ ଖୁବ୍ କମ ଦୁରରେ ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନକୁ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବାକୁ ପ୍ରସ୍ତୁତ ହେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଅଗଷ୍ଟ ୨୩ ତାରିଖରେ ସଂଧ୍ୟାରେ ଚନ୍ଦ୍ରପୃଷ୍ଠର ଅନ୍ଧକାର ଅଂଶରେ ଲ୍ୟାଣ୍ଡିଂ କରିବ । ହେଲେ ଏହାପୂର୍ବରୁ ଚନ୍ଦ୍ରର କିଛି ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ସମତଳ ସ୍ଥାନ ଖୋଜିବା ସହିତ ଦୂରରୁ ଚନ୍ଦ୍ର କିପରି ଦେଖାଯାଉଛି ଏହାର ଫଟୋ ଉଠାଇଛି । ଲ୍ୟାଣ୍ଡର ବିକ୍ରମ ଅବତରଣ ପାଇଁ ନିରାପଦ ସ୍ଥାନ ଖୋଜୁଛି । ଏଥିପାଇଁ ଲ୍ୟାଣ୍ଡରରେ ଲାଗିଥିବା ହାଜାର୍ଡ ଡିଟେକ୍ସନ ଓ ଏଭୋଇଡାନ୍ସ କ୍ୟାମେରା ସହଯୋଗ କରୁଛି । LHDA କ୍ୟାମେରାରେ ଏହି ଫୋଟ୍ ଉତ୍ତୋଳନ କରାଯାଇଛି। ଆଉ ଏହାକୁ ଇସ୍ରୋ ସେୟାର କରିଛି । ଗତକାଲି ୨୫ କିଲୋମିଟର ଦୂର ଥିବା ବେଳେ ଆଜି ଏହି ଦୂରତା ଆହୁରି କମିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ।
Chandrayaan-3 Mission:
Here are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).
This camera that assists in locating a safe landing area — without boulders or deep trenches — during the descent is developed by ISRO… pic.twitter.com/rwWhrNFhHB
— ISRO (@isro) August 21, 2023
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ଘୋଷଣା କଲା ଇସ୍ରୋ
ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋ ବଡ଼ ଘୋଷଣା କରିଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ନିର୍ଦ୍ଧାରଣ କରିଛି ଇସ୍ରୋ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି। ଚନ୍ଦ୍ରଯାନ-୩ ବର୍ତ୍ତମାନ ସୁଦ୍ଧା ସମସ୍ତ ଲକ୍ଷ୍ୟ ପୂରଣ କରିସାରିଛି। ଆଜି ସକାଳେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଲ୍ୟାଣ୍ଡିଂ ସମୟ ସ୍ପଷ୍ଟ ହୋଇଛି। ଇସ୍ରୋ ସୂଚନା ମୁତାବକ ଆସନ୍ତା ବୁଧବାର(ଅଗଷ୍ଟ ୨୩) ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ୍ ଲ୍ୟାଣ୍ଡିଂ କରିବ। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଲେ ଲ୍ୟାଣ୍ଡର ବିକ୍ରମରୁ ରୋଭର୍ ପ୍ରଜ୍ଞାନ ବାହାରି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠରୁ ସମସ୍ତ ତଥ୍ୟ ଯୋଗାଇବ।
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନୁମାନିକ ତାରିଖ ଘୋଷଣା କରିଛି । ଏଥପାଇଁ ଜୁଲାଇ ୧୨ରୁ ୧୯ ପର୍ଯ୍ୟନ୍ତ ଭଲ ସ୍ଥିତି ରହିଛି, ତେବେ ଜୁଲାଇ ୧୩ ତାରିଖ ଅପରାହ୍ନ ୨ଟା ୩୦ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇପାରେ ବୋଲି ବୁଧବାର ଇସ୍ରୋ ଅଧିକାରୀମାନେ ସୂଚନା ଦେଇଛନ୍ତି ।
ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ବର୍ତ୍ତମାନ ଚନ୍ଦ୍ରଯାନ-୩ ମହାକାଶଯାନ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହୋଇଛି । ଆମେ ପରୀକ୍ଷଣ ଶେଷ କରିଛୁଟ୍ଟ ଆମେ ବର୍ତ୍ତମାନ ରକେଟ୍ ପ୍ରସ୍ତୁତ କରୁଛୁ । ଆଜି ରକେଟର ପ୍ରସ୍ତୁତି ଶେଷ ହେବ। । ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଭଲ ସ୍ଥିତି ରହିଛି, କିନ୍ତୁ ଟେଷ୍ଟିଂ ପରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ।
ଚନ୍ଦ୍ରଯାନ-୨ ପରି ଚନ୍ଦ୍ରଯାନ-୩ରେ ବି ଲାଣ୍ଡର ଓ ରୋଭର ରହିବ, କିନ୍ତୁ ଅର୍ବିଟର ରହିବ ନାହିଁ । ଏହାକୁ ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରର ଲଞ୍ଚ୍ ପ୍ୟାଡରୁ ଏହାକୁ ଏଲଭିଏମ ୩ ମାଧ୍ୟମରେ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।