5T Secretary - The Sakala

ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ; ପୁରୀ ପୌରପାଳିକା ଲିଜ୍‌ ଜମିଗୁଡିକ ହେବ ନିୟମିତ, ୨୦ ଦିନ ମଧ୍ୟରେ ସର୍ଭେ କାମ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ 5-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ 5-ଟି ସଚିବଙ୍କ ଗସ୍ତ ସମୟରେ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ପୌରପାଳିକା ଦ୍ଵାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ବ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ନୟାଗଡ ଜିଲ୍ଲାର ମଂଜରୀ ଗ୍ରାମ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ପରିବେଶ ତଥା ଅନ୍ୟାନ୍ୟ ଆବଶ୍ୟକ ମଂଜୁରୀ ମିଳିବା ପରେ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

୨୪ ଘଣ୍ଟା ଭିତରେ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ; ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ୩୦ହଜାର ଲେଖାଏଁ ସହାୟତା
ଭୁବନେଶ୍ୱର: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ୍‌‌ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ମଧ୍ୟ ହେଉଛି। ଏହିକ୍ରମରେ ନିବେଦନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକର ଦୁଇଜଣ ବ୍ୟକ୍ତିଙ୍କୁ ସରକାରୀ ସହାୟତା ମିଳିଛି।

ଖବର ଅନୁଯାୟୀ, ଗତ ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ କରିଥିଲେ। ସେଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣିରେ ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ମୋହିଗୁଡ଼ା ଗ୍ରାମର ସୁଦର୍ଶନ ଲେଙ୍କା ଏବଂ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗ୍ରାମର ବଳରାମ ପ୍ରଧାନ ଦୀର୍ଘଧରି ରୋଗରେ ପୀଡ଼ିତ ରହି ଶଯ୍ୟାଶାୟୀ ହୋଇଥିବା ବେଳେ ‘୫-ଟି’ ସଚିବଙ୍କୁ ଦୁଃଖ ଜଣାଇ ସହାୟତା ପାଇଁ ନିବେଦନ କରିଥିଲେ। ନିବେଦନର ୨୪ଘଣ୍ଟ ମଧ୍ୟରେ ସାନଖେମୁଣ୍ଡି ବିଡିଓ ଏବଂ ତହସିଲଦାର ଉଭୟଙ୍କ ଘରେ ପହଞ୍ଚି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

ପୁରୀ ଗସ୍ତରେ 5T ସଚିବ, ଲୋକଙ୍କ ପାଖରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା
ପୁରୀ: ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡକୁ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଲୋକଙ୍କ ପାଖରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ପାନ ଚାଷୀ ୧୫ ଦିନରେ ସ୍ବତନ୍ତ୍ର ପ୍ୟାକେଜ ପାଇବେ । ଖୁବଶୀଘ୍ର ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ମା’ ମଙ୍ଗଳାଙ୍କ ମନ୍ଦିର DPR ପ୍ରସ୍ତୁତ ହୋଇ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ରୂପାନ୍ତର ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୦ କୋଟି ଟଙ୍କା । ୨୧୦ କୋଟି କୋଣାର୍କ ମନ୍ଦିର ବିକାଶ ପାଇଁ ଖର୍ଚ୍ଚ ହେବ । ଅନ୍ତର୍ଜାତୀୟ ସ୍ତରର ହେବ କୋଣାର୍କ । ଚନ୍ଦ୍ରଭାଗା ବେଳାଭୂମି ପାଇଁ ବି ମୁଖ୍ୟମନ୍ତ୍ରୀ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅସ୍ତରଙ୍ଗ ବ୍ଲକର ୫୦ ଗାଁ, କାକଟପୁରର ୪୭ଗାଁ, ଗୋପର ୫୦ଗାଁ ପାଇଁ ୨୩୫ କୋଟି ଖର୍ଚ୍ଚ ହୋଇ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି ।

ପ୍ରାଚୀ ନଦୀ ଉପରେ ୨ଟି, ଦେବୀ ଓ କାଦୁଆ ନଦୀ ଉପରେ ଗୋଟିଏ ଲେଖାଏ ସେତୁ ହେବ । ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ଅନୁମୋଦନ ହୋଇଛି । ପ୍ରାଚୀ ନଦୀ ଉନ୍ନତିକରଣ ପାଇଁ ୧୫ କୋଟି ଖର୍ଚ୍ଚ ହୋଇଛି । ନିମାପଡାରୁ କାକଟପୁର ଯାଏ ବିଦ୍ୟୁତ ପାଇଁ ଖର୍ଚ୍ଚ ହୋଇଛି ୮ କୋଟି ଟଙ୍କା । ସେହିପରି ଚିଙ୍ଗୁଡାରୁ ଇତିପୁର, ଗୋପ ରାସ୍ତା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରୁ ୧୫ କୋଟି ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ଆଜି ଦ୍ବିତୀୟ ଦିନରେ ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । କାକଟପୁରରେ ପହଞ୍ଚି ଲୋକଙ୍କ ହାତରୁ ଗ୍ରହଣ କରିଛନ୍ତି ଅଭିଯୋଗପତ୍ର । ମହିଳାମାନେ ପୁଷ୍ପ ବର୍ଷା ସହ ହୁଳହୁଳି ଦେଇ 5T ସଚିବଙ୍କୁ ସ୍ବାଗତ କରିଥିଲେ । 5T ସଚିବ ନିଜେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ହାତ ମିଶାଇଥିଲେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି ତାହା ୭ ଦିନ ମଧ୍ୟରେ ପୂରଣ କରାଯିବ । ପିଇବା ପାଣି ସମସ୍ୟା ଯାହାର ଅଛି, ତାହା ମଧ୍ୟ ପୂରଣ ହେବ । ଆଜି ସନ୍ଧ୍ୟା କି କାଲି ସକାଳ ସୁଦ୍ଧା ଆପଣଙ୍କ ଗାଁକୁ ଯନ୍ତ୍ରୀ ଯିବେ । ଦୁଇ ଦିନ ଭିତରେ ପିଇବା ପାଣି ସମସ୍ୟାର ସମାଧାନ ହେବ । ବାକି ଦରଖାସ୍ତ ବି ଟିକନିକ ଦେଖାଯିବ । ମୁଖ୍ୟମନ୍ତ୍ରୀ ସବୁବେଳେ ମିଶନ ଶକ୍ତି ମାଆମାନଙ୍କ ସହ ଅଛନ୍ତି । ମିଶନ ଶକ୍ତିରେ ଏବେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇଛନ୍ତି । ଗୋଟିଏ ବର୍ଷରେ ୧୧ ହଜାର ୩ଶହ କୋଟି ଋଣ ନେଇଛନ୍ତି ମିଶନ ଶକ୍ତି ମାଆ ।

ପୁରୀ ଜିଲ୍ଲାରେ ଋଣର ପରିମାଣ ୩.୪୬ ଲକ୍ଷ ରହିଛି । ସେହିପରି BSKY ଜରିଆରେ ଦେଶର ଓ ରାଜ୍ୟର ବଡ଼ ବଡ଼ ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି । ଚାଷୀ ମାନଙ୍କ ପାଇଁ ୧ ଲକ୍ଷ ଯାଏ ବିନା ସୁଧରେ ଋଣ ଦେଉଛନ୍ତି । ଏବେ ଫସଲ ବିମାରେ ପ୍ରିମିୟମ ବି ରାଜ୍ୟ ସରକାର ବହନ କରିବେ । ପୁରୀ ଜିଲ୍ଲାର ୧ ଲକ୍ଷ ୬ ହଜାର ଚାଷୀ ଫସଲ ବୀମାରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ପାନ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ ।

ବହୁପ୍ରତିକ୍ଷୀତ ସୋନ ବ୍ୟାରେଜ ପ୍ରକଳ୍ପ ପାଇଁ ୭୩୮ କୋଟି ମଞ୍ଜୁର କଲେ ରାଜ୍ୟ ସରକାର
ବାରିପଦା: ଦ୍ୱିତୀୟ ଦିନରେ ମୟୂରଭଞ୍ଜରେ ‘୫-ଟି’ ସଚିବ ମାରାଥନ ସମୀକ୍ଷା କରିଛନ୍ତି। ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରି ଫେରିଛନ୍ତି। ବହୁପ୍ରତିକ୍ଷୀତ ସୋନ ବ୍ୟାରେଜ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୭୩୮.୮ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏହି ପ୍ରକଳ୍ପ ଜରିଆରେ ବଡ଼ସାହି ବ୍ଲକ ଏବଂ ଗୋପବନ୍ଧୁ ନଗରରେ ୧୨,୧୮୬ ଏକର ଚାଷ ଜମିକୁ ଜଳସେଚିତ କରାଯାଇ ପାରିବ। ସେହିପରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପରିସର ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡିଆନ୍‌‌ ସୂଚନା ଦେଇଛନ୍ତି। ସମ୍ପ୍ରତି ବେତନଟୀ ବ୍ଲକରେ ୨୦୦୦୦ ଏକର ଜମିରେ ଜଳସେଚନ କରାଯାଉ ଥିବା ବେଳେ ସମ୍ପ୍ରସାରଣ କାମ ଶେଷ ହେବା ପରେ ୭୨୦୦୦ ଏକର ଜମିରେ ପାଣି ପହଞ୍ଚିବ। ଏହି ଦୁଇ ପ୍ରକଳ୍ପ ଦ୍ବାରା ମୋଟ ୮୪,୧୮୬ ଏକର ଜମିରେ ଜଳସେଚନ ହୋଇପାରିବ।

ଆଜି ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌‌ ଏହା ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେହିପରି ବାଙ୍ଗିରିପୋଷୀରେ ୮୨ କୋଟି ଟଙ୍କା ବ୍ୟୟରେ ୩୨ କିମି ଲମ୍ବର ଘାଟ ରାସ୍ତା ପ୍ରକଳ୍ପ ଆସନ୍ତା ୬ ମାସ ମଧ୍ୟରେ ଶେଷ କରିବା ପାଇଁ ‘୫-ଟି’ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଶ୍ରୀ ପାଣ୍ଡିଆନ୍‌‌ ଆଜି କୁଳିଅଣା, ବେତନଟୀ ଏବଂ ସାରସକଣା ବ୍ଲକରେ ବୃହତ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ୧୭୯ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରୁ ଉକ୍ତ ତିନି ବ୍ଲକରେ ୧୫ ହଜାର ଏକର ଜମିକୁ ଜଳସେଚନ କରାଯାଇ ପାରିବ। ବର୍ତ୍ତମାନ ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ସେହିପରି ୨୧୧୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବୃହତ ପାଇପ୍‌‌ ପାଣି ଯୋଗାଣ ପ୍ରକଳ୍ପ ଆସନ୍ତା ଅକ୍ଟୋବର ମାସରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ କରାଯିବ ବୋଲି ଘୋଷଣା କରିଥିଲେ। ପ୍ରତ୍ୟେକ ପ୍ରକଳ୍ପରେ ସମୟାନୁବର୍ତ୍ତିତା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ଶ୍ରୀ ପାଣ୍ଡିଆନ୍‌‌ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ୫-ଟି ସଚିବ ପ୍ରକଳ୍ପ ସମୀକ୍ଷା କରିବା ସହିତ ବାଙ୍ଗିରିପୋଷି, ମୋରଡ଼ା, ବେତନଟୀ ଏବଂ ଉଦଳା ବ୍ଲକରେ ନିର୍ମାଣାଧୀନ ଆମ ହସ୍ପିଟାଲ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ। ସେହିପରି ଉକ୍ତ ଚାରି ବ୍ଲକରେ ଆୟୋଜିତ ଜନ ଶୁଣାଣୀ ଶିବିରରେ ଯୋଗଦେଇ ଜନସାଧାରଣଙ୍କ ଲିଖିତ ଆପତ୍ତି ଅଭିଯୋଗ ଗ୍ରହଣ କରି ନିର୍ଦ୍ଧାରିତ ସମୟରେ ତାହା ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।

ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T ସଚିବ, ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର କରୁଛନ୍ତି ସମୀକ୍ଷା
ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ତୁଷୁରାରେ ଥିବା ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ ସହିତ ମନ୍ଦିରର ବିକ‍ଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଖୁବଶୀଘ୍ର ବଦଳିବ ତୁଷୁରାର ମାଆ ସମଲେଶ୍ବରୀଙ୍କ ମନ୍ଦିରର ରୂପରେଖ । ମାଆଙ୍କ ଦର୍ଶନ ସହ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ତୁଷୁରା ମେଡିକାଲର ମଧ୍ୟ ଖୁବଶୀଘ୍ର ବିକାଶ କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି 5T ସଚିବ କହିଛନ୍ତି । ମନ୍ଦିର ନିକଟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଭିକେ ପାଣ୍ଡିଆନ ଲୋକଙ୍କ ପାଖକୁ ଯାଇ ଦାବିପତ୍ର ଗ୍ରହଣ କରିଛନ୍ତି । ସାତଦିନ ଭିତରେ ବିଭିନ୍ନ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି 5T ସଚିବ ଭିକେ ପ‍ଣ୍ଡିଆନ କହିଛନ୍ତି ।

ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ
ପୁରୀ: ପୁରୀରେ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ଶ୍ରୀମନ୍ଦିର ଭିତରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ରହି ବେଢ଼ା ପରିକ୍ରମା କରିଥିଲେ । 5T ସଚିବଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ସାରି ଉଭୟ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ ।

ସିଲିକନ୍‌‌ ଭ୍ୟାଲିରେ ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କଲେ ‘୫-ଟି’ ସଚିବ
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିକୁ ଓଡ଼ିଶା ସୁଯୋଗରେ ପରିଣତ କରିଛି। ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଅଣ୍ଟା ଭାଙ୍ଗି ଦେଉଥିଲା, ଆଜି ସେହି ବିପର୍ଯ୍ୟୟ ସହ ଲଢ଼ିବାରେ ଓଡ଼ିଶା ନିପୁଣ ହୋଇଛି। ଓଡ଼ିଶାର ଘରେ ଘରେ ବିପର୍ଯ୍ୟୟ ଯୋଦ୍ଧା ତିଆରି ହୋଇଛନ୍ତି। ଆମେ କେବଳ ବିପର୍ଯ୍ୟୟର ମୁକାବିଲା କରିବା ଶିଖିନାହୁଁ; ବରଂ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ରଣନୀତି ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌‌ କହିଛନ୍ତି।

ଆମେରିକାର ସିଲିକନ୍‌‌ ଭ୍ୟାଲିରେ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନୀକୁ ସମ୍ବୋଧିତ କରି ‘୫-ଟି’ ସଚିବ କହିଛନ୍ତି ଯେ ଦୁଇ ଦଶନ୍ଧି ପୂର୍ବରୁ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଶହ ଶହ ଲୋକଙ୍କ ଜୀବନ ନେଉଥିଲା। ବନ୍ୟା, ବାତ୍ୟା ଆଗରେ ଆମ ରାଜ୍ୟ ସମ୍ପୂର୍ଣ୍ଣ ଅସହାୟ ଥିଲା। କିନ୍ତୁ ଆଜି ସେ ଦିନ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଶୂନ୍ୟ ଜୀବନ ହାନୀ’ ସଂକଳ୍ପକୁ ଆମେ ବାସ୍ତବରେ ପରିଣତ କରି ଦେଖାଇଛୁ। ୨୦୧୩ ମସିହାରେ ଫାଇଲିନ୍‌‌ କୌଣସି ମହାବାତ୍ୟା ଠାରୁ କମ୍‌‌ ନଥିଲା। ଏହାକୁ ଆମେ ଆହ୍ୱାନ ଭାବେ ଗ୍ରହଣ କରିଥିଲୁ। ବିପର୍ଯ୍ୟୟ ମୁକାବିଲା ପୂର୍ବରୁ ଆମେ କେବଳ ଗୋଟିଏ ଅନୁଷ୍ଠାନର ପୂର୍ବାନୁମାନକୁ ଗ୍ରହଣ କରି ନଥିଲୁ। ଆମେରିକା ନୌସେନା, ୟୁରୋପର ଜଳବାୟୁ ବିଜ୍ଞାନ ଅନୁଷ୍ଠାନ ଠାରୁ ଆରମ୍ଭ କରି ଦେଶ ବିଦେଶର ଖ୍ୟାତନାମା ସଂସ୍ଥାର ପାଣିପାଗ ପୂର୍ବନୁମାନ ରିପୋର୍ଟ ଅନୁଧ୍ୟାନ କରୁଥିଲୁ। ତେବେ ଅଧିକାଂଶ ରିପୋର୍ଟରେ ଓଡ଼ିଶାରେ ଫାଇଲିନ୍‌‌ ବ୍ୟାପକ କ୍ଷତି କରିବ ବୋଲି ପୂର୍ବାନୁମାନ କରାଯାଇଥିଲା। ବାତ୍ୟାର ପ୍ରକୋପ ଏତେ ଭୟଙ୍କର ରହିବ ଯେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ନିଶ୍ଚିହ୍ନ ହୋଇଯିବ ବୋଲି ମଧ୍ୟ କିଛି ସଂସ୍ଥା ପୂର୍ବାନୁମାନ କରିଥିଲେ। ହେଲେ ଆମେ ଧୈର୍ଯ୍ୟର ସହିତ ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲୁ। ଜିଲ୍ଲାମାନଙ୍କୁ ପ୍ରତି ମୁହୂର୍ତ୍ତର ଖବର ସଂଗ୍ରହ କରାଯାଉଥିଲା। ଆଉ ମୁକାବିଲା ପାଇଁ ଆମ ହାତରେ ମାତ୍ର ୨୪ ଘଣ୍ଟାର ସମୟ ଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ଠିକ୍‌‌ ସମୟରେ ଉଚିତ ପଦକ୍ଷେପ ନେଇ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲୁ। ଫଳରେ ଫାଇଲିନ୍‌‌ ଭଳି ପ୍ରଚଣ୍ଡ ବାତ୍ୟାରେ ଜଣେ ହେଲେ ବି ଲୋକଙ୍କ ଜୀବନ ଯାଇ ନ ଥିଲା। ଏହା ପରେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିଛି। ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଏବେ ସେହି ରାଜ୍ୟମାନଙ୍କୁ ସହଯୋଗର ହାତ ବଢ଼଼ାଉଛି। ବିଶ୍ୱର ବିଭିନ୍ନ ଦେଶ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ଅନୁସରଣ କରୁଛନ୍ତି।

ଶ୍ରୀ ପାଣ୍ଡିଆନ୍‌‌ କହିଛନ୍ତି ଯେ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା ବିକାଶ ମାର୍ଗରେ ଅଗ୍ରସର ହେଉଛି। ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, କ୍ରୀଡ଼ା, ଦକ୍ଷ ପ୍ରଶାସନ, ପୁଞ୍ଜିନିବେଶ, ସବୁଥିରେ ରୂପାନ୍ତରଣ ସୁନିଶ୍ଚିତ ହୋଇପାରିଛି। ତେବେ ଏହି ଯାତ୍ରା ଏତେ ସହଜ ନ ଥିଲା। ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓଡ଼ିଶାକୁ ଆଜି ବିଶ୍ୱ ଦରବାରରେ ନୂଆ ପରିଚୟ ଦେଇଛି। ଏହା ହେଉଛି ରୂପାନ୍ତରିତ ଓଡ଼ିଶା।

ଶ୍ରୀ ପାଣ୍ଡିଆନ୍‌‌ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଆଜି ପ୍ରତ୍ୟେକ ଜୀବନକୁ ଛୁଇଁ ପାରିଛି। ବିକାଶ ସହିତ ଆମେ ସର୍ବଦା ଆମ ସଂସ୍କୃତି, ପରମ୍ପରାକୁ ଗୁରୁତ୍ୱ ଦେଇଛୁ। ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଯେ ଆମର ଐତିହ୍ୟ, ପରମ୍ପରାକୁ ବାଦ୍‌‌ ଦେଇ କୌଣସି ଜାତି ଅଗ୍ରଗତି କରିପାରିବ ନାହିଁ। ସେଥିପାଇଁ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ତଥା ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେଉଛନ୍ତି। ‘୫-ଟି’ ଉପକ୍ରମ ଅଧୀନରେ ଏବେ ରାଜ୍ୟର ପ୍ରମୁଖ ଧାର୍ମିକ ସ୍ଥଳର ରୂପାନ୍ତରଣ କରାଯାଉଛି। ନୃସିଂହନାଥ, ହରିଶଙ୍କର, ଗୁପ୍ତେଶ୍ୱରଙ୍କ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳର ବିକାଶ ହାତକୁ ନିଆଯାଇଛି। ଆପଣମାନେ ଆମେରିକାରୁ ଓଡ଼ିଶା ଫେରିଲେ ନିଶ୍ଚିତ ଭାବେ ଏହି ରୂପାନ୍ତରଣ ଚିତ୍ର ସ୍ପଷ୍ଟ ଭାବେ ଦେଖିପାରିବେ ବୋଲି ଶ୍ରୀ ପାଣ୍ଡିଆନ୍‌‌ କହିବା ସହିତ ଓଡ଼ିଶାର ରୂପାନ୍ତରଣ ପର୍ବରେ ସାମିଲ ହେବା ଲାଗି ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ ଜଣାଇଛନ୍ତି। ଏହି ଅବସରରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ ଓଡ଼ିଶା ରୂପାନ୍ତରଣ ଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ଆମେରିକାରେ ରହୁଥିବା ୯୦୦ରୁ ଅଧିକ ଓଡ଼ିଆ ଅଂଶଗ୍ରହଣ କରିଥିଲେ। ଏଥିରେ ସେଠାକାର କନସୁଲ ଜେନେରାଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ରୂପାନ୍ତରଣ ଯାତ୍ରା ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଥିବା ଯୁବ ବର୍ଗ ବେଶ୍‌‌ ଉତ୍ସାହିତ ଥିବା ଦେଖାଯାଇଥିଲା।

ଅନୁଗୁଳ ଗସ୍ତରେ 5T ସଚିବ, ତାଳଚେରରେ ପହଞ୍ଚି ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି
ଅନୁଗୁଳ : ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍। ତାଳଚେରରେ ପହଞ୍ଚିବା ପରେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଏହା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣାଧୀନ ମନ୍ଦିରର ନସ୍କା ଦେଖିବା ସହ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ହିଙ୍ଗୁଳା ମନ୍ଦିରର ନବକଳେବର ନିମନ୍ତେ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ଫାଇଭ-ଟି ସଚିବ।

ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ। ଅନ୍ୟ ମନ୍ଦିରଗୁଡ଼ିକର ଉନ୍ନତି ପାଇଁ ଯେଉଁଭଳି ଯୋଜନା ହୋଇଛି, ସେହିଭଳି ଭଲ ଯୋଜନା ମାଆ ହିଙ୍ଗୁଳା ମନ୍ଦିର ପାଇଁ କରାଯିବ। ପରେ ସେଠାରେ ଉପସ୍ଥିତ ଥିବା ଏସଏଚଜି ସଦସ୍ୟା ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ। ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମହାନତା ଦେଖାଇଲେ 5T ସଚିବ, ଅସହାୟ ପରିବାରକୁ ମିଳିଲା ସରକାରୀ ସହାୟତା
ସୋନପୁର: ଦୁର୍ଦ୍ଦିନରେ ଥିବା ଏକ ବୁଣାକାର ପରିବାରକୁ ମହାନତା ଦେଖାଇଲେ 5T ସଚିବ ଭି.କେ ପାଣ୍ଡିଆନ। ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଚମ୍ପାମାଳ ପଞ୍ଚାୟତ ହନୁମାନପାଲି ଗାଁରେ ପରିବାର ମୁଖ୍ୟ  ହରିହର ମେହେରଙ୍କ ଦେହାନ୍ତ ପରେ ବେସାହାରା ହୋଇଯାଇଥିଲେ ପୁରା ପରିବାର। ପରିବାର ଉପରେ ଦୁଃଖର ବୋଝ ମାଡି ବସିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ 5T ସଚିବଙ୍କ ନଜରକୁ ଆସିଥିଲା। ତୁରନ୍ତ ଉକ୍ତ ପରିବାରକୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସୁବର୍ଣ୍ଣପୁର  ଜିଲ୍ଲପାଳଙ୍କୁ 5T ସଚିବ ନିର୍ଦ୍ଦେଶ ଦେଇଥିଲେ ।

5T ସଚିବଙ୍କ ନିର୍ଦ୍ଦେଶ ପାଇ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଟିମ୍  ଗାଁରେ ପହଞ୍ଚି ପରିବାର ସହ ଆଲୋଚନା କରିଥିଲେ। ଯଥା ଶୀଘ୍ର ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବି ଦେଇଛନ୍ତି। ଶାନ୍ତିଙ୍କ ବଡଝିଅକୁ ସରକାରୀ ଆଇଟିଆଇରେ ମାଗଣାରେ ରହିବା, ଖାଇବା ସହ ତାଲିମ ପ୍ରଦାନ କରାଯିବ। ସରକାର ସମସ୍ତ ପଢାଖର୍ଚ୍ଚ ବହନ କରିବେ। ସାନ ପୁଅକୁ ମାସିକ ୪ ହଜାର ଟଙ୍କା ଲେଖାଏଁ ବର୍ଷେ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।  ଗୋଟିଏ  ଝିଅକୁ ସୋନପୁର ଶିଶୁ ପ୍ରଯତ୍ନ କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚର୍ତୁଭୂଜ ଦାଶ କହିଛନ୍ତି।

ସୂଚନାଯୋଗ୍ୟ ଶାନ୍ତି ମେହେରଙ୍କ ସ୍ବାମୀ ହରିହର ମେହେରଙ୍କ ମାତ୍ର ୪୨ ବର୍ଷ ବୟସରେ ରୋଗରେ ପଡି ଗତ ମାର୍ଚ୍ଚ ୧୩ ତାରିଖରେ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀ ଠିକ୍ ଥିବାବେଳେ ଲୁଗାବୁଣି ଖୁସିରେ ଚଳୁଥିଲେ ପରିବାର। ମାତ୍ର ହରିହରଙ୍କ ମୃତ୍ୟୁପରେ ତିନି ଝିଅ ଓ ଗୋଟିଏ ପୁଅଙ୍କୁ କିଭଳି ମଣିଷ କରିବେ ସେହି ଚିନ୍ତାରେ ଶାନ୍ତିଙ୍କୁ ବୁଦ୍ଧିବାଟ ଦେଖା ଯାଉ ନଥିଲା। ବଡ଼ ଝିଅ ସଙ୍ଗୀତା ( ୧୭ ) ମାଟ୍ରିକ ପାସ୍‌ କରିବା ପରେ ଅର୍ଥାଭାବରୁ ପାଠରେ ଡୋରି ବନ୍ଧା ହୋଇଥିଲା। ତେବେ ସ୍ବାମୀ ଜୀବିତ ଥିବାବେଳେ ତାଙ୍କ ଚିକିତ୍ସାରେ ସବୁକିଛି ସମ୍ବଳ ଶେଷ ହୋଇ ଯାଇଥିଲା ଏବଂ ଅର୍ଥ ଅଭାବରୁ ପରିବାର ଚଳାଇବା କି ପିଲାମାନଙ୍କୁ ପାଠ ପଢାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ଏବେ ଏହି ସାହାଯ୍ୟ ପାଇଲାପରେ ସେ 5T ସଚିବ ତଥା ରାଜ୍ୟ ସରାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ; ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ଅନୁଧ୍ୟାନ କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କଲେ 5T ସଚିବ
ଭୁବନେଶ୍ୱର : ଆସନ୍ତା ଜୁନ୍ ୨୬ରୁ ଆରମ୍ଭ ହେବ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ କାମ । ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏହାପୂର୍ବରୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଯଜ୍ଞ ହେବାକୁ ଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ।

କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିବା ପରେ ମାର୍କେଟ କମ୍ପ୍ଲେକ୍ସ ଯାଇଥିଲେ ଫାଇଭ-ଟି ସଚିବ । ସେଠାରେ ଲାଇଟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ନୂଆ ରୂପ ନେବାକୁ ଯାଉଛି ଏକାମ୍ର ନଗରୀ । ବହୁ ପ୍ରତିକ୍ଷିତ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନକୁ ଅନୁମୋଦନ ମିଳିବା ପରେ ଜୁନ୍ ୨୬ରୁ କାମ ଆରମ୍ଭ ହେବ । ଜୁନ୍ ୨୫ରୁ ୨୮ ଯାଏ ଲାଇଟ୍ ବ୍ୟବସ୍ଥାରେ ଚମକିବ ପୁରୁଣା ଭୁବନେଶ୍ବର । ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିରର ସାମ୍ନା ଓ ବାହାର କାନ୍ଥରେ ପ୍ରୋଜେକସନ୍ ଲଗାଯିବ । ଜୁନ୍ ୨୬ ରାତିରୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର ।

ଜୁନ୍ ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ବି ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ୍ ମ୍ୟାପିଂ କରାଯିବ । ଭଜନ ସମାରୋହରେ ଦେଶର ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଭଜନ ମଣ୍ଡପ, ହେରିଟେଜ୍ ପାର୍କ, କେଦାର ଗୌରୀ ପ୍ଲାଜା, ବିନ୍ଦୁ ସାଗର କଡ଼ରେ ପଦଚାରୀଙ୍କ ପାଇଁ ରାସ୍ତା କାମ, ପୁଷ୍ପରିଣୀ ଗୁଡ଼ିକର ନବୀକରଣ, କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିରର ପରିସରର ବିକାଶ, ଇ-ଅଟୋ ସର୍ଭିସ୍ ଓ ଟ୍ରାଫିକ୍ ମ୍ୟାନେଜମେଣ୍ଟ କାମ କରାଯିବ ।

ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା, ବିକାଶ ଅଗ୍ରଗତିର ସମୀକ୍ଷା କରୁଛନ୍ତି 5T ସଚିବ
କନ୍ଧମାଳ: ଶାଳ ବଣରେ ସମୃଦ୍ଧିର ସ୍ବାକ୍ଷର। ବଦଳିବ କନ୍ଧମାଳର କାୟାକଳ୍ପ। ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା। ଗ୍ରାଉଣ୍ଡକୁ ଯାଇ ବିକାଶ ଅଗ୍ରଗତିର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଦୁଇଦିନିଆ ଗସ୍ତର ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ। ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଏସଏଚଡିଙ୍କ ଦ୍ବାରା ଚାଲିଥିବା ପ୍ରକ୍ରିୟାକରଣ ଉଦ୍ୟୋଗ ପରିଦର୍ଶନ କରିଛନ୍ତି। କିଛି ସମୟ ପରେ ତିଲକପଡ଼ାଠାରେ ନିର୍ମାଣାଧୀନ ମେଡିକାଲ କଲେଜର ଅଗ୍ରଗତି ନେଇ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫିରିଙ୍ଗିଆ ଯାଇ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ ମିଶନ ଶକ୍ତି କାଫେ, ମିନି ଷ୍ଟାଡିୟମ, ରତଙ୍ଗ ଉଚ୍ଚ ବିଦ୍ୟାଳୟ, ରତଙ୍ଗ ଆଦର୍ଶ ପୋଖରୀ ଏବଂ ବନ୍ଧଗଡ଼ କସମ କାର୍ଯ୍ୟାଳୟ ପରିଦର୍ଶନ କରିବେ। ଏହାପରେ 5T ସଚିବ ଭିକେ ପାଣ୍ଡିଆନ କେ.ନୂଆଗାଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ମାହାସିଙ୍ଗ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ବାଲିଗୁଡାରେ ପାଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ବାଲିଗୁଡ଼ା ଆମ ଡାକ୍ତରଖାନା ଓ ମିନି ଷ୍ଟାଡିୟମ ପରିଦର୍ଶନ କରି ସେଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଗସ୍ତ କରିବେ 5T ସଚିବ। ଦାରିଙ୍ଗବାଡ଼ିର ହିଲ୍ ଭିୟୁ ପାର୍କ, ଇକୋ କଟେଜ୍ ଓ ମିନି ଷ୍ଟାଡିୟମ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଜି.ଉଦୟଗିରି ଯାଇ କଳିଙ୍ଗ ମହାବିଦ୍ୟାଳୟରେ ବିଭିନ୍ନ ଏସଏଜି, ନାଗରିକ କମିଟି ଓ ସାମାଜିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ 5T ସଚିବ ଭିକେ ପାଣ୍ଡିଆନ।

ବଡ଼ବିଲରୁ ଯୋଡ଼ା ଯିବା ବାଟରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିଲେ ୫ଟି ସଚିବ
କେନ୍ଦୁଝର/ବଡ଼ବିଲ: ୫ଟି ସଚିବଙ୍କ କେନ୍ଦୁଝର ଗସ୍ଥ ଅବସରରେ ବଡବିଲରୁ ଯୋଡ଼ା ଆସିବା ବାଟରେ ସେରେଣ୍ଡା ଠାରେ ଥିବା ଆଦିବାସୀ ବିକାଶ ସମିତିକୁ ଯାଇ ସେଠାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିବା ସହ ଅନ୍ତେବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଯୋଡ଼ା ଠାରେ ପହଁଚି ଶେଷ ପର୍ଯ୍ୟାୟରେ ଥିବା ଫ୍ଲାଏ ଓଭର ବ୍ରିଜ କାମର ସମୀକ୍ଷା କରି ବୃଦ୍ଧାଶ୍ରମ ଯାଇ ଅନ୍ତେବାସୀଙ୍କ ସହିତ ବାର୍ତାଳାପ କାର୍ଯ୍ୟକ୍ରମ ଅଛି। ପରେ ସେଠାରୁ କାନପୁର ବୃହତ ଜଳସେଚନ ପ୍ରକଳ୍ପ ହିଲଟପ ଡାକ ବଙ୍ଗଳାକୁ ଯାଇ ପ୍ରକଳ୍ପର ଅଗ୍ରଗତି ଏବଂ ଜାତୀୟ ରାଜପଥ କାର୍ଯ୍ୟର ସମୀକ୍ଷା କରିବାର ସ୍ଥିର ହୋଇଛି। ସେଠାରୁ ଆସି ଚିମିଳା ଠାରେ ପୂର୍ବରୁ ବଡ଼ବିଲରୁ ଫେରି ଅପେକ୍ଷା କରିଥିବା ହେଲିକପ୍ଟରରେ ରାଇସୁଆଁ ବିମାନଘାଟିରେ ଓହ୍ଲାଇ କାରରେ କେନ୍ଦୁଝର ଖଣି ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ପରେ ପୁଣି ସେଠାରୁଫେରି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାନୀୟ ଲୋକ, ବିଭିନ୍ନ ସଙ୍ଗଠନର ସଦସ୍ୟ ମାନଙ୍କ ସହିତ ବୈଠକ ଆଲୋଚନା କରିବାର ସ୍ଥିରୀକୃତ ହୋଇଛି। ସେଠାକାର କାର୍ଯ୍ୟକ୍ରମପରେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟର ପ୍ରଥମ ମିଶନ ଶକ୍ତି ମିଲେଟ କାଫେକୁ ଯାଇ ପରିଚାଳନା ଦାୟିତ୍ବରେ ଥିବା ଏସ ଏଚ ଜି ସଦସ୍ୟା ମାନଙ୍କ ସହିତ ଆଲୋଚନା କରିବେ। ପୁଣି ସେଠାରୁ କେନ୍ଦୁଝର ଅଡ଼ିଟରୀଅମକୁ ଯାଇ ସେଠାରେ ଯୁକ୍ତ 2 ହାଇଅର ସେକଣ୍ଡାରୀ ସ୍କୁଲ ଓ ଯୁକ୍ତ3 ଡିଗ୍ରୀ କଲେଜ ଗୁଡିକର ଉନ୍ନୟନ ସମ୍ପର୍କରେ ଆଲୋଚନା କରିବେ । ଅଡ଼ିଟରିଅମ ନିକଟରେ ଥିବା ଆନ୍ତର୍ଜାତିୟ ସ୍ଥରର ହ୍ୟାଣ୍ଡଵଲ ଗ୍ରାଉଣ୍ଡ ଯାଇ ଖେଳାଳି ଓ ସ୍ଥାନୀୟଲୋକଙ୍କ ସହ ଆଲୋଚନା କରିବେ।