Prasant Rout - The Sakala

ଜାମିନ୍‌ ଆବେଦନ ଖାରଜ, ଜେଲ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ
ଭୁବନେଶ୍ବର/ସୁନ୍ଦରଗଡ଼: ଜେଲ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ନବରଙ୍ଗପୁରର କୋଟିପତି ବାବୁ ପ୍ରଶାନ୍ତ ରାଉତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜୁଲାଇ ୭ ଯାଏଁ ସେ ବିଚାର ବିଭାଗୀୟ ହାଜତରେ ରହିବେ । ତାଙ୍କୁ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଦେବା ପରେ କୁବେର ବାବୁଙ୍କୁ ଜେଲ୍‌ ଯିବାକୁ ପଡ଼ିଛି।

ଆଜି ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗତକାଲି ରାଉତଙ୍କ ୯ଟି ଠିକଣାରେ ଏକକାଳୀନ ଚଢ଼ାଉ କରି ଭିଜିଲାନ୍ସ କୋଟି କୋଟି ଟଙ୍କାର କଳାଧନ ଠାବ କରିଥିଲା । ଚଢ଼ାଉ ବେଳେ କେବଳ ୩ କୋଟିରୁ ଅଧିକ ନଗଦ ହିଁ ପାଇଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ତାଙ୍କର ୫ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ।