Road Construction - The Sakala

ସଡ଼କ ନେଟ୍‌ୱର୍କ ବିସ୍ତାରରେ ଭାରତ ବିଶ୍ବରେ ଦ୍ବିତୀୟ, ୯ ବର୍ଷରେ ୧.୪୫ ଲକ୍ଷ କିମି ନିର୍ମାଣ
ନୂଆଦିଲ୍ଲୀ : ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଚୀନ୍‌ର ରେକର୍ଡ ଭାଙ୍ଗିଛି ଭାରତ। ବିଗତ କିଛି ବର୍ଷ ମଧ୍ୟରେ ସଡ଼କ ନିର୍ମାଣ କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ଆମେରିକା ପରେ ବିଶ୍ବର ଦ୍ବିତୀୟ ସର୍ବବୃହତ ସଡ଼କ ନେଟୱର୍କ ରାଷ୍ଟ୍ର ଭାବେ ପ୍ରତିଷ୍ଠାଲାଭ କରିଛି। ୨୦୧୪ ପରେ କେନ୍ଦ୍ର ସରକାର ଦେଶର ରାଜପଥ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରି ତ୍ବରାନ୍ବିତ କରିଥିଲା ବେଳେ ଗତ ୯ ବର୍ଷ ମଧ୍ୟରେ ୧.୪୫ ଲକ୍ଷ କିମି ସଡ଼କ ନିର୍ମାଣ କରାଯାଇଛି ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି।

ଇତିମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଦ୍ବାରା ନିର୍ମାଣ କରାଯାଇଥିବା ବିଭିନ୍ନ ସଡ଼କ ପ୍ରକଳ୍ପ ସମେତ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଗଡ଼କରୀ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ସଡ଼କ ଭିତ୍ତିଭୂମିରେ କମ୍‌ ସମୟ ମଧ୍ୟରେ ଦ୍ରୁତ ପରିବର୍ତ୍ତନ ଅଣାଯାଇପାରିଛି। ଗତ ୯ ବର୍ଷ ମଧ୍ୟରେ ଦେଶର ସଡ଼କ ନେଟୱର୍କ ୫୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୩-୧୪ ଆର୍ଥିକ ବର୍ଷ ସୁଦ୍ଧା ଦେଶର ସଡ଼କ ନେଟୱର୍କ ୯୧,୨୮୭ କିଲୋମିଟର ମଧ୍ୟରେ ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଏହା ୧,୪୫,୨୪୦ କିଲୋମିଟରରେ ପହଞ୍ଚିଛି।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଗ୍ରୀନଫିଲ୍ଡ ଏକ୍ସପ୍ରେସ୍‌ୱେ ପ୍ରତିଷ୍ଠା କରାଯିବା ସହିତ ୨୦୧୯ ଏପ୍ରିଲ ପରେ ବର୍ତ୍ତମାନ ସୁଦ୍ଧା ୩୦ ହଜାର କିମି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେହିପରି ଭାରତର ଦୀର୍ଘତମ ଏକ୍ସପ୍ରେସ୍‌ ୱେ ଭାବେ ଦିଲ୍ଲୀ-ମୁମ୍ବାଇ ଜାତୀୟ ରାଜପଥ ପ୍ରକଳ୍ପ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଗଡ଼କରୀ କହିଛନ୍ତି। ଇତିମଧ୍ୟରେ ଏନଏଚଏଆଇ ଅନେକ କ୍ଷେତ୍ରରେ ମଧ୍ୟ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛି। ଗତ ମେ’ ମାସରେ ୧୦୦ ଘଣ୍ଟାରେ ୧୦୦ କିମି ରାଜପଥ ନିର୍ମାଣ କରି ବିଶ୍ବ ରେକର୍ଡ ଅତିକ୍ରମ କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି ଗତବର୍ଷ ଅଗଷ୍ଟ ମାସରେ ୧୦୫ ଘଣ୍ଟା ମଧ୍ୟରେ ୭୫ କିମି ସଡ଼କ ନିର୍ମାଣ କରି ଏନଏଚଏଆଇ ଗିନିଜ୍‌ ୱାର୍ଲଡ ରେକର୍ଡ କରିଥିଲା ବୋଲି ସେ କହିଛନ୍ତି। ଟୋଲ ଆଦାୟ କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ହାସଲ କରାଯାଇଛି। ଅଣ ବିଜେପି ସରକାରଙ୍କ ସମୟରେ ଦେଶର ବାର୍ଷିକ ଟୋଲ୍ ରାଜସ୍ବ ସଂଗ୍ରହ ପରିମାଣ ୪,୭୭୦ କୋଟି ଥିଲା। କିନ୍ତୁ ବର୍ତ୍ତମାନ ଏହି ପରିମାଣ ୪୧,୩୪୨ ଟଙ୍କାରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଟୋଲ ରାଜସ୍ବ ସଂଗ୍ରହ ପରିମାଣ ୧.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଗଡ଼କରୀ କହିଛନ୍ତି।

ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ହେବ ରାସ୍ତା, ୧୫୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଗାଁକୁ ରାସ୍ତା ହେବା ସହ ସହର ସହିତ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ । 5T ସଚିବ ଭି.କେ. ପାଣ୍ଡିଆନ ମାଲକାନଗିରି ଜିଲ୍ଲା ଗସ୍ତ କରିବା ସମୟରେ ଜନସାଧାରଣ ସେମାନଙ୍କର ରାସ୍ତା ସମସ୍ୟା ଥିବା ସମ୍ପର୍କରେ ଜଣାଇଥିଲେ । ସମସ୍ୟାର ସମାଧାନ ସହିତ ଖୁବଶୀଘ୍ର ଅର୍ଥ ମଞ୍ଜୁର ହେବ ବୋଲି ଫାଇଭ-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୫୮ କୋଟି ଟଙ୍କାରେ ୧୭୨ରୁ ଅଧିକ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏହାଦ୍ବାରା ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଓ ପଡ଼ିଆ ବ୍ଲକବାସୀ ବିଶେଷଭାବେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମ ଗୁଡ଼ିକର ସଂଯୋଗୀକରଣ ଯୋଜନାରେ ରାସ୍ତା ନିର୍ମାଣ କରାଯିବ । ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରି ବିକାଶକୁ ଆଗେଇ ନିଆଯିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଯୋଗାଇଦେବେ ।