Gunupur Ex MLA - The Sakala

୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ, ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ
ଗୁଣୁପୁର: ୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ । ପତ୍ନୀ ହନ୍ତା ବିଧାୟକଙ୍କୁ ଆଜୀବନ କାରା ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏଡିଜେ -୩ ଏମ ଲଏ /ଏମପି କୋର୍ଟ । ପୂର୍ବତନ ଗୁଣୁପୁର ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦଫା ୩୦୨ପାଇଁ ଆଜୀବନ କାରଦଣ୍ଡ ୫୦ହଜାର ଜୋରିମାନା ଅନାଦେୟ ୧ ବର୍ଷ ଜେଲ ଦଣ୍ଡ ସହିତ ଦଫା ୨୦୧ପ୍ରମାଣ ନଷ୍ଟ ପାଇଁ ୧୦ହଜାର ଟଙ୍କା ଫାଇନ ଅନାଦେୟ ୬ ମାସ ଜେଲ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଭୁବନେଶ୍ୱର କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ଆଜି ହେଲା ଦଣ୍ଡ ବିଧାନର ସୁଣାଣୀ ହୋଇଛି।  ସ୍ୱତନ୍ତ୍ର ଏମଏଲଏ,ଏମପି କୋର୍ଟ ହତ୍ୟା କାଣ୍ଡର ଦଫା ୩୦୨, ପ୍ରମାଣ ନଷ୍ଟ କରିବା ର ଦଫା ୨୦୧ରେ ପୂର୍ବରୁ ଦୋଷୀ ସାବ୍ୟସ୍ଥ ହୋଇଥିଲେ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ।  ଏହି ଘଟଣାରେ ୧୧ଜଣ ସାକ୍ଷୀ ଓ ୧୫ଟି ତଥ୍ୟ, ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ।

ଅଗଷ୍ଟ ୨୯,୧୯୯୫ ରେ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟାକାଣ୍ଡ ନେଇ ଖାରବେଳ ନଗର ଥାନାରେ ହୋଇଥିଲା ମାମଲା । ଭୁବନେଶ୍ୱର ଏମଏଲଏ କୋଲୋନୀରେ ଥିବା ସରକାରୀ ବାସ ଭଵନ DS -୧୮/୧ ସକାଳ ୯ ଟା ହୋଇଥିଲା ହତ୍ୟା କାଣ୍ଡ । ଗର୍ଭବତୀ ପତ୍ନୀ ଶଶୀ ରେଖା ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରି ଆତ୍ମ ହତ୍ୟାର ରୂପ ଦେବା ସହ ପ୍ରମାଣ ନଷ୍ଟ କରିଥିଲେ ଅଭିଯୁକ୍ତ ବିଧାୟକ ।  ୧୬ରୁ ୧୭ ସପ୍ତାହର ଗର୍ଭବତୀ ଥିବା ଶଶୀ ରେଖାଙ୍କୁ ବାର୍ଥରୁମରେ ହତ୍ୟା କରିଥିଲା ଏହି ପତ୍ନୀ ହନ୍ତା । ପୂର୍ବରୁ କୋର୍ ରେ ଦୋଷୀ ସାବ୍ୟସ୍ତ ହୋଇଥିଲା

ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ
ଭୁବନେଶ୍ୱର: ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୧୯୯୫ ମସିହାରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗୋଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୨୮ ବର୍ଷ ପରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଆଧାରରେ ପତ୍ନୀହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ମଙ୍ଗଳବାର ଦଣ୍ଡ ବିଧାନ ଶୁଣାଣି ହେବ ।

ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ । ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ପରେ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ଶେଷରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ଦଣ୍ଡବିଧାନ କରିବେ ମାନ୍ୟବର କୋର୍ଟ । ରାମମୂର୍ତ୍ତି ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିବାବେଳେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।