rain-induced landslides - The Sakala

ନେପାଳରେ ବନ୍ୟା ଓ ଭୂସ୍ଖଳନ: ୫ମୃତ, ୨୫ରୁ ଅଧିକ ନିଖୋଜ
କାଠମାଣ୍ଡୁ: ନେପାଳରେ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଏବେ ସଙ୍ଗୀନ ହୋଇପଡିଛି । ବନ୍ୟା ଓ ଭୟଙ୍କର ଭୂସ୍ଖଳନରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟପକ୍ଷେ ୨୫ ଜଣରୁ ଅଧିକ ନିଖୋଜ ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କୋଶୀର ଏକାଧିକ ଜିଲ୍ଲା ବିଶେଷ କରି ତାପ୍ଲେଜଙ୍ଗ, ପଞ୍ଚଥର, ସଂଖୁବାସଭା, ଓ ତେରହଥୁମରେ ରବିବାର ପ୍ରବଳ ବର୍ଷା ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣଙ୍କ ପତ୍ତା ମିଳୁନି । ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁ ରାସ୍ତା, ଓ ବ୍ରିଜ୍ ନଷ୍ଟ ହୋଇଯାଇଛି । ଆଗାମୀ ଦିନରେ ନେପାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଚେତାବନୀ ଦେଇଛି । ତେଣୁ ନଦୀର ଜଳସ୍ତର ଆହୁରି ବ ଢିବା ଆଶଙ୍କା ରହିଛି ।