Capital Hospital Bhubaneswar - The Sakala

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ, ପୁଅ ହେଇଛି କହି ଝିଅ ଧରାଇଲେ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ ହୋଇଛି। ପୁଅ କହି  ଝିଅ ଧରେଇ ଦେଇଥିବା ଅଭିଯୋଗ ହୋଇଛି।  ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜକନିକାର ପ୍ରାଣକୃଷ୍ଣ ବିଶ୍ୱାଳ।  ଗତକାଲି ରାତି ସାଢ଼େ ୧୦ଟାରେ ପୁଅ ଜନ୍ମ ହେଲା ବୋଲି ସୂଚନା ଦେଇଥିଲେ। ଫୋଟୋ ଉଠାଇବା ବେଳେ ଝିଅ ହୋଇ ଥିବା ଦେଖିଥିଲେ। ସେ ଝିଅ ଜାଣିବା ପରେ ଡିଏନଏ ଟେଷ୍ଟ ପାଇଁ ଦାବି କରିଛନ୍ତି। ରିପୋର୍ଟ ନ ଆସିବା ପଯ୍ୟନ୍ତ ମାଆ ଓ ଛୁଆଙ୍କୁ ନେବେ ନାହିଁ ବୋଲି କହିଛନ୍ତି।

ପରେ ପ୍ରାଣକୃଷ୍ଣ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ଅଭିଯୋଗକୁ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଗୋଟିଏ ଟିମ ତଦନ୍ତ କରାଯିବ ବୋଲି କହିଛନ୍ତି। ଏମିତି ହେବା କଥା ନୁହଁ। କେଉଁଠି ଲାଖୁନା ରହିଲା ବୋଲି ଯାଞ୍ଚ କରାଯିବ । ରିପୋର୍ଟ ଆସିଲା ପରେ ଥାନାରେ ଅଭିଯୋଗ କରାଯିବ। ଦରକାର ପଡିଲର ଡିଏନଏ ଟେଷ୍ଟ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତ।

କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରୋଗୀଙ୍କ ଚିକିତ୍ସା ସୁବିଧା ଅନୁଧ୍ୟାନ କଲେ ୫ଟି ସଚିବ
ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି ୫ଟି ସଚିବ । ଏହି ସମୟରେ ସାଙ୍ଗରେଥିଲେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଅଧିକ ରୋଗୀ କିପରି ସୁବିଧା ପାଇପାରିବେ ସେନେଇ ସମୀକ୍ଷା ହୋଇଛି । କ୍ୟାପିଟାଲ ହସ୍ପିଟାଲର ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ୨୦ଟି ବିଭାଗ କାର୍ଯ୍ୟ କରୁଛି ।

ରେଜିଷ୍ଟ୍ରେସନ କାଉଣ୍ଟର ବୁଲି ଦେଖିଲେ । ନିରାମୟ କାଉଣ୍ଟର ବୁଲି ରୋଗୀ କେମିତି ମାଗଣାରେ ଔଷଧ ପାଉଛନ୍ତି ତାହା ଦେଖିଛନ୍ତି ଭିକେ ପାଣ୍ଡିଆନ । ମେଡିକାଲରେ ସବୁ କିଛିର ସମୀକ୍ଷା କରୁଛନ୍ତି ୫ଟି ସଚିବ । ଏବର୍ଷ ଶେଷ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲର ନବକଳେବର ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି । ସେଇ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ବ୍ୟବସ୍ଥାକୁ ଆହୁରି ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି