Fire in Coaching Center - The Sakala

ଦିଲ୍ଲୀ ମୁଖାର୍ଜୀ ନଗର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, ଜୀବନ ବିକଳରେ ଝରକା ଦେଇ ତଳକୁ ଡେଇଁଲେ ବିଦ୍ୟାର୍ଥୀ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖାର୍ଜୀ ନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛତ୍ରୀ । ନିଆଁ ଲାଗିବା ପରେ ପ୍ରାଣ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଏପଟ ସେପଟ ଧାଇଁବାକୁ ଲାଗିଲେ । ଜୀବନ ବଞ୍ଚାଇବା ପାଇଁ କିଛି ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା ।

ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୧ଟି ଦମକଳବାହିନୀ । ଘଣ୍ଟାଏ ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ରଶି ସାହାଯ୍ୟରେ ପିଲାମାନଙ୍କୁ ବାହାରକୁ ଅଣାଯାଉଛି । ବିଲ୍ଡିଂ ଭିତରେ ଫଶି ରହିଥିବା ପିଲାମାନେ ଜୀବନ ବିକଳରେ ଝରକା ଦେଇ ପିଲାମାନେ ଡେଇଁ ପଡୁଥିବା ଦେଖାଯାଇଛି । କୋଚିଂ ସେଣ୍ଟରର ୪ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।