Indian Journalist - The Sakala

ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ କହିଲା ଚୀନ୍‌
ବେଜିଂ: ଏବେ ଭାରତ ଏବଂ ଚୀନ୍‌ ମଧ୍ୟରେ ସାମ୍ବାଦିକଙ୍କୁ ନେଇ ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଚୀନ୍‌ ନ୍ୟୁଜ୍‌ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ରେ ରହିବା ନେଇ ତାଙ୍କ ପ୍ରମାଣପତ୍ରର ନବୀକରଣ କରାଯାଇ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍‌ରେ ୪ ଜଣ ସାମ୍ବାଦିକ ଥିଲେ। ଜଣେ ସାମ୍ବାଦିକ ଚଳିତ ସପ୍ତାହରେ ବେଜିଂ ଛାଡ଼ି ଥିଲେ। ପ୍ରସାର ଭାରତୀ ଏବଂ ଅନ୍ୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନର ସାମ୍ବାଦିକଙ୍କ ଭିସାକୁ ନବୀକରଣ କରାଯାଇ ନ ଥିଲା। ଭାରତ ମଧ୍ୟ ଚୀନ୍‌ ସାମ୍ବାଦିକଙ୍କୁ ଦେଶରୁ ବାହାର କରିଦେଇଛି ବୋଲି ବେଜିଂ ଅଭିଯୋଗ କରିଛି। ପୂର୍ବରୁ ଆମେରିକା ଏବଂ ଅଷ୍ଟ୍ରେଲିଆ ସାମ୍ବାଦିକଙ୍କୁ ଚୀନ୍‌ ବାହାର କରିଦେଇଥିଲା