Singer Saurin Bhatt - The Sakala

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୁଦ୍ଧରେ ଥାନାରେ ଏତଲା, ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ
କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଥାନାରେ ଏତଲା । ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ମହିଳା କଣ୍ଠଶିଳ୍ପୀଙ୍କ ଅଭିଯୋଗ ଅନୁଯାୟୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ସୌରିନ୍ ଭଟ୍ଟ ମହିଳା କଣ୍ଠଶିଳ୍ପୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଟକ ମହିଳା ଥାନାରେ ଅଭିଯୋଗ ହୋଇଛି ।