Marriages - The Sakala

ଗିନିଜ ୱାର୍ଲ୍ଡ ରେକର୍ଡ କଲା ରାଜସ୍ଥାନ, ୧୨ ଘଣ୍ଟାରେ ୨ ହଜାର ବିବାହ
ଜୟପୁର: ରାଜସ୍ଥାନ ବିଶ୍ବ ରେକର୍ଡ କରିଛି। ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ କରି ଗିନିଜ ୱାର୍ଲ୍ଡ ରେକର୍ଡ (ଜିଡବ୍ଲ୍ୟୁଆର) ରେ ସ୍ଥାନ ପାଇଛି। ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ବରାଁରେ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଯୋଡ଼ିଙ୍କ ବିବାହ ହୋଇଥିଲା। ଏହା ପୂର୍ବରୁ ୨୪ ଘଣ୍ଟାରେ ସର୍ବାଧିକ ବିବାହର ରେକର୍ଡ ମଧ୍ୟ ରାଜସ୍ଥାନ ନାମରେ ଥିଲା। ୨୦୧୩ରେ ୯୬୩ ୟେମେନି ଯୋଡ଼ିଙ୍କ ବିବାହ ହୋଇଥିଲା। ଶ୍ରୀ ମହାବୀର ଗୋଶାଳା କଲ୍ୟାଣ ସଂସ୍ଥାନ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

ଗରିବଙ୍କୁ ବିବାହରେ ସହଯୋଗ କରିବା ଏହାର ଉଦ୍ଦେଶ୍ୟ। ଗତ ୨୬ ତାରିଖରେ ୨,୪୧୩ ଯୋଡ଼ି ମଣ୍ଡପରେ ଏକାଠି ହୋଇଥିଲେ। ୬ ଘଣ୍ଟାରୁ କମ୍‌ ସମୟ ଭିତରେ ସମସ୍ତଙ୍କ ବିବାହ ଶେଷ ହୋଇଥିଲା। ପ୍ରଥମେ ବରକନ୍ୟା ପରସ୍ପରକୁ ମାଳ ପିନ୍ଧାଇ ମଣ୍ଡପକୁ ପ୍ରବେଶ କରିଥିଲେ। ନିଜ ସମ୍ପ୍ରଦାୟର ପଣ୍ଡିତ ତଥା ଅଧିକାରୀ ପ୍ରତ୍ୟେକଙ୍କ ବିବାହର କରାଇ ଥିଲେ। ରୀତିନୀତି ଶେଷ ହେବାପରେ ଦମ୍ପତିଙ୍କୁ ସରକାରୀ ଅଧିକାରୀ ବିବାହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କ୍ୟାବିନେଟ ମନ୍ତ୍ରୀ ଜୈନ ଭୈୟା ଉପସ୍ଥିତ ରହି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ନବ ଦମ୍ପତିଙ୍କୁ ବିଭିନ୍ନ ଉପହାର ମଧ୍ୟ ଦିଆଯାଇଥିଲା।