Eram - The Sakala

ନୂଆ ରୂପରେ ନଜର ଆସିବ ଇରମ ସହିଦ ସ୍ମୃତିସ୍ତମ୍ଭ, ଲାଇଟ-ଆଣ୍ଡ ସାଉଣ୍ଡ ସୋରେ ଇରମର ଇତିହାସ ଦେଖିବ ଓଡିଶା
ଭଦ୍ରକ: ରକ୍ତତୀର୍ଥ ଇରମର ବଦଳିବ ନକ୍ସା । ବିକଶିତ ହେବ, ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କୁ ଏନେଇ ପ୍ଲାନ୍ ଦେଲେ ୬ରୁ ୮ମାସରେ ନୂଆ ରୂପରେ ନଜର ଆସିବ ଇରମ ସହିଦ ସ୍ମୃତିସ୍ତମ୍ଭ । ଏନେଇ ଘୋଷଣା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଏହାସହ ଇରମରେ ହେବ ଲାଇଟ-ଆଣ୍ଡ ସାଉଣ୍ଡ ସୋ ।

ଇରମର ଇତିହାସ ନେଇ ସନ୍ଧ୍ୟାରେ ଅଧଘଣ୍ଟା ପାଇଁ ହେବ ଲାଇଟ-ଆଣ୍ଡ ସାଉଣ୍ଡ ସୋ । ଲୋକଙ୍କୁ ଇରମର କାହାଣୀ ଶୁଣାଇବା ଏବଂ ଏହିଠାରେ ବାନ୍ଧିରଖିବା ଦିଗରେ ଲାଇଟ-ଆଣ୍ଡ ସା ଉଣ୍ଡ ଶୋ ସହାୟକ ହେବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ବର୍ଷ ବର୍ଷ ଧରି ସ୍ମୃତି ହୋଇ ରହିବ ଇରମ ସହିଦ ସ୍ମୃତି ପୀଠ । କୋଣାର୍କ ପରି ସୁନ୍ଦର ଭାବେ କାର୍ଯ୍ୟକାରୀ ଦିଗରେ ପ୍ରୟାସ କରିବା ବୋଲି କହିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ।