Marijuana - The Sakala

ଭୁବନେଶ୍ୱର ବିମାନବନ୍ଦରରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୮କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରିଲା DRI । ବିମାନଯାତ୍ରୀ ଜରିଆରେ ଚାଲାଣ ବେଳେ ଧରାପଡ଼ିଲା ମାରିଜୁଆନା । ଲଗେଜ୍‌ରେ ୮ କେଜିର ମାରିଜୁଆନା ଧରି ଆସୁଥିଲେ ଯାତ୍ରୀ । ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ ଯାତ୍ରୀ ।  ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଡିଆରଆଇ । ଗତ ମଙ୍ଗଳବାର ମଧ୍ୟ ୩ କୋଟି ୯୨ଲକ୍ଷ ଟଙ୍କାର ମାରିଜୁଆନା ଜବତ ହୋଇଥିଲା ।

ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ
ଭୁବେନଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟି ଟଙ୍କାର ମାରିଜୁଆନା ଜବତ । କଷ୍ଟମ ବିଭାଗ ଦ୍ଵାରା ଜବତ ହୋଇଛି ଏହି ମାରିଜୁଆନା । ଜବତ ମାରିଜୁଆନାର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବ୍ୟାଙ୍କକରୁ ଆସୁଥିଲା ଏହି ମାରିଜୁଆନା। ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ଟିମ ।

ପୂର୍ବରୁ ପ୍ରାୟ ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ ଓ କ୍ବାଲାଲମପୁରରୁ ପୂର୍ବରୁ ଆସୁଥିଲା ଏହି ଦାମୀ ନିଶା । ପୂର୍ବରୁ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟ ୱେ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ ନେଇ ଖୋଲତାଡ଼ ଚଳାଇଛି କଷ୍ଟମ ବିଭାଗ ।

ଭୁବନେଶ୍ୱର ବିମାନବନ୍ଦରରୁ ୧୦ କୋଟିର ମାରିଜୁଆନା ଜବତ, ଦୁଇ ମହିଳା ଗିରଫ
ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ସୀମା ଶୁଳ୍କ (କଷ୍ଟମ) ବିଭାଗ ପାଖାପାଖି ୧୦ କୋଟି ଟଙ୍କାର ମାରିଜୁଆନା ଜବତ କରିବା ସହ ଦୁଇ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୯.୫୨୪ କେଜି ମାରିଜୁଆନା (ଗଞ୍ଜେଇ ଜାତୀୟ) ଜବତ ହୋଇଛି। ଗତ ୪ ତାରିଖରେ ୨ଜଣ ଭାରତୀୟ ଯାତ୍ରୀ କ୍ୱାଲାଲମ୍ପୁରରୁ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ସେମାନଙ୍କ ହାବଭାବ ଉପରେ ସନ୍ଦେହ ହେବାରୁ ବ୍ୟାଗ୍‌‌କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା। ଉକ୍ତ ବ୍ୟାଗ୍‌‌ରୁ ୧୯ଟି ପ୍ୟାକେଟ୍‌‌ରେ ଥିବା ସବୁଜ ରଙ୍ଗର ପଦାର୍ଥ ଠାବ କରାଯାଇଥିଲା। ଯାଞ୍ଚ କରିବାରୁ ତାହା ମାରିଜୁନା ବୋଲି ଜଣାପଡ଼ିଥିଲା। ପରେ କଷ୍ଟମ୍‌ ବିଭାଗ ସଂପୃକ୍ତ ଦୁଇ ମହିଳାଯାତ୍ରୀଙ୍କୁ ହେପାଜତକୁ ନେଇଥିଲା। ଏନ୍‌‌ଡିପିଏସ୍‌‌ ଆଇନ-୧୯୮୫ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ତେବେ ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ କଷ୍ଟମ୍‌ ବିଭାଗ ତନାଘନା ଚଳାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଏବଂ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମାରିଜୁଆନା ଜବତ ହେବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ପଟ୍ଟାଙ୍ଗି ପୁଲିଶଙ୍କ ଦ୍ବାରା ଏକ ଆଈଚର୍ ଗାଡିରୁ ୭ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଗାଡ଼ି ଛାଡି ଚାଳକ ଫେରାର
କୋରାପୁଟ: କୋରାପୁଟ ଜିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ପୁଲିଶ ଦ୍ବାରା ଏକ ଆଈଚର୍ ଗାଡିରୁ ୭ଲକ୍ଷ୍ୟ ମୂଲ୍ୟର ୧୭୬କେଜି ୮୦୦ ଗ୍ରାମର ଗଞ୍ଜେଇ ଜବତ। ଏକ ବିଶେଷ ସୂତ୍ରରୁ ପୋଲିସ ସୂଚନା ପାଇ ପଟ୍ଟାଙ୍ଗି ସଦର ମହକୁମା ନିକଟରେ ରହିଥିବା ଭଗବାନ ଢାବା ନିକଟରେ ପୋଲିସ ନକାବନ୍ଦି କରି ଗାଡ଼ି ଯାଞ୍ଚ ପ୍ରାରମ୍ଭ କରିଥିଲା। ଏକ ଆଈଚର୍ ଗାଡିଟି ସେମିଳିଗୁଡ଼ା ଦିଗଦେଇ ଆସିଥିଲା। ପୁଲିଶ ଯାଞ୍ଚ କରୁଥିବା ଦେଖି ଗାଡ଼ିଟିକୁ କିଛି ଦୂରରେ ରଖି ଚାଳକ ଜଣକ ନିକଟ ଜଙ୍ଗଲକୁ ଦଉଡ଼ି ପଳେଇଥିଲା। ପୁଲିଶ ଗାଡ଼ି ନିକଟରେ ପହଞ୍ଚି ଯାଞ୍ଚ କରିବାରୁ ଏକ ୭ ଗୋଟି ଜରି ବ୍ୟାଗରୁ ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ଚାଲାଣ ହେଉଥିବା ୬ ଚକିଆ ଆଇଚର ଟିକୁ ପୋଲିସ ଜବତ କରିବା ସହ ସେଥିରୁ ୧୭୬ କେଜି ୮୦୦ ଗ୍ରାମର ଗଞ୍ଜେଇକୁ କୋଟ ଚାଲାଣ କରିଥିବା ନେଇ ପଟ୍ଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।