IMD DG Dr. Mohapatra - The Sakala

ବାତ୍ୟାକୁ ନେଇ କୌଣସି ପୂର୍ବାନୁମାନ ପ୍ରକାଶ କରିନୁ, ଗୁଜବ ଠାରୁ ଦୂରରେ ରୁହନ୍ତୁ- IMD ଡିଜି
ଭୁବନେଶ୍ବର: ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଗୋଟିଏ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର-୧ ରେ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ଧିରେଧିରେ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନା ରହିଛି। ଏହି ଲଘୁଚାପ କ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହାର ସ୍ପଷ୍ଟ ଚିତ୍ର ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ଜଣାପଡ଼ିବ। ଏହା ଉପରେ ଆମେ ନଜର ରଖିଛୁ ବୋଲି IMD ଡିଜି କହିଛନ୍ତି  ।

ଘୂର୍ଣି ବଳୟ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ। ବର୍ତ୍ତମାନ ପାଇଁ ଆମେ କୌଣସି ରାଜ୍ୟ ପାଇଁ ବାତ୍ୟା ସତର୍କ ସୂଚନା ଦେଇନାହୁଁ । ବାତ୍ୟା ହେବ ବୋଲି ମଧ୍ୟ କୌଣସି ପୂର୍ବାନୁମାନ ପ୍ରକାଶ କରିନାହୁଁ । ଲୋକମାନେ ଗୁଜବ ଠାରୁ ଦୂରରେ ରୁହନ୍ତୁ । ବର୍ତ୍ତମାନ ପାଇଁ କେବଳ ଅକ୍ଟୋବର ମାସରେ ପହିଲାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛୁ । ଏହା ଅବପାତ ରେ ପରିଣତ ହେବାର କମ ସମ୍ଭାବନା ରହିଛି ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ବର: ବିଶ୍ୱ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ହେଲେ ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ତୃତୀୟ ଉପାଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ୧୪୮ ଭୋଟ୍‌ ମଧ୍ୟରୁ ୧୧୩ ଭୋଟ୍‌ ପାଇ ବଡ଼ ବିଜୟ ହାସଲ କରିଛନ୍ତି। ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ।  (WMO )World Meteorological Organization କାର୍ଯ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ରହୁଥିବାବେଳେ ୩ ଜଣ ଉପାଧ୍ୟକ୍ଷ ରହିଥାନ୍ତି । ବର୍ତ୍ତମାନ ମୃତ୍ୟୁଞ୍ଜୟ ମହାପାତ୍ର, ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି।

ଡବ୍ଲୁଏମ୍‌ଓର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ଆଇଏମ୍‌ଡି ଡିଜି। ପୂର୍ବରୁ ଡ. ମହାପାତ୍ର ଡବ୍ଲୁଏମ୍‌ଓର ବିଭିନ୍ନ କମିଟିରେ ସ୍ଥାନ ପାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ କମିଟିରେ ଅଧ୍ୟକ୍ଷ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି । ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାପାତ୍ର ୩୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ୯୦ରୁ ଊର୍ଦ୍ଧ୍ବ ବାତ୍ୟା ସମ୍ପର୍କରେ ସେ ଆକଳନ କରିଛନ୍ତି। ଭାରତରେ ସେ ‘ସାଇକ୍ଲୋନ୍‌‌ ମ୍ୟାନ’ ଭାବେ ପରିଚୟ ପାଇଛନ୍ତି।