Bus Terminal Baramunda - The Sakala

ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ସଚିବ
ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ବସ ଟର୍ମିନାଲରେ ୫ଟି ସଚିବ ପହଞ୍ଚିଛନ୍ତି। ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭକେ ପାଣ୍ଡିଆନ୍ । ବୈଠକରେ ବିଏମସି କମିଶନର, ଡିସିପି ଉପସ୍ଥିତ ଅଛନ୍ତି। ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କାମ ଚାଲିଛି। ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ  ବସ ଟର୍ମିନାଲ। ଭବିଷ୍ୟତ ସମ୍ପ୍ରସାରଣ ପାଇଁ ସାଢେ ୪ ଏକର ଜମି ରହିଛି। ଟର୍ମିନାଲରେ ଦୈନିକ ୨ ହଜାର ବସ ଚଳାଚଳ କରିବ । ସୌରଶକ୍ତିରେ ଚାଲିବ ପୂରା ଟର୍ମିନାଲ । ବର୍ତ୍ତମାନ ସୁଦ୍ଧା ୮୦ ପର୍ତିଶତ କାମ ସରିଥିବା ସୂଚନା।

ବସ ଟର୍ମିନାଲରେ ବିମାନବନ୍ଦର ଭଳି ସବୁ ସୁବିଧା ମିଳିବ । ଗୋଟିଏ ଛାତ ତଳେ ସସମ୍ତ ପ୍ରକାର ସୁବିଧା ଯାତ୍ରୀଙ୍କୁ ମିଳିବ । ବସ୍‍ଟର୍ମିନାଲ୍‍ ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ସାଙ୍ଗକୁ ଫୁଡ୍‍କୋଟ୍‍ର ବ୍ୟବସ୍ଥାମାନ ଏଠାରେ ରହିବ। ନୂଆ ବସ୍‍ ଟର୍ମିନାଲ୍‍ର ବେସ୍‍ମେଣ୍ଟରେ କେବଳ କାର୍‍ ପାର୍କିଂ କରାଯିବ ବୋଲି ବ୍ୟବସ୍ଥା ରହିଛି। ପ୍ରଥମ ମହଲାରେ ବାଇକ୍‍ ଓ କାର ପାର୍କିଂ ସହିତ ଟିକଟ୍‍ କାଉଣ୍ଟର ମଧ୍ୟ ଏଠାରେ ରହିବ। ଏହାର ଉପରମହଲାରେ ବସ୍‍ ଚଳାଚଳ ପାଇଁ କଣ୍ଟ୍ରୋଲ୍‍ରୁମ୍‍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରହିବ। ମୋଟ୍‍ ୧୮୦ କୋଟି ଟଙ୍କାରେ ନିର୍ମାଣରେ ଏହି ବସ ଟର୍ମିନାଲ୍‍ କାମ ହେଉଛି। ଏହି ବସ୍‍ ଟର୍ମିନାଲରେ ୩୫ଟି ବସ୍‍ ବେ’ ରହିବା ସହ ୨୦୦ଟି ବସ୍‍ ରହଣି ପାଇଁ ପାର୍କିଂ ସ୍ପେସ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ଏତଦ୍‍ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକଆ ଓ ୧୭୫ଟି ଦୁଇଚକିଆ ଯାନର ପାର୍କିଂ ପାଇଁ ଏଠାରେ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ସେହିପରି ଏହି ବସ୍‍ ଟର୍ମିନାଲ୍‍ରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ଛାପ ରହିବାର ଯୋଜନା କରାଯାଇଛି।