Brownsugar Seized - The Sakala

ଭୁବନେଶ୍ୱରରୁ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର । ପ୍ରାୟ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି କ୍ରାଇମ ୟୁନିଟ । ତା‘ ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି।  ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଅଞ୍ଚଳର ସେକ ଆକବର । ତାଙ୍କୁ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଏସସିୟୁ ୟୁନିଟ କାବୁ କରିଛି ।

ଟୁଇନ ସିଟିରେ ଧଳାଜହର କାରବାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଅଭିଯୁକ୍ତର ନାଁ ଶେଖ ଆକବର । ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା । ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।

କାର୍‌ ଭିତରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ପିପିଲି: କାର୍‌ରୁ ୩୭୮ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ କାର୍‌ରୁ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ୨ ଜଣଙ୍କୁ ଗିରଫ କରିବା ସହ ଏକ କାର୍‌କୁ ଜବତ କରିଛି ପୋଲିସ । ବାଲେଶ୍ୱରରୁ ଏହି ବ୍ରାଉନସୁଗାର ଆସୁଥିବା ବେଳେ ଅଟକ ଥିବା ୨ ଯୁବକ ରାଉଲକେଲାର ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ଚଢ଼ାଉ କରିଥିଲା।

ବ୍ରାଉନସୁଗାର ଡିଲବେଳେ ଚଢ଼ାଉ କଲା ପୋଲିସ; ଲେଡିଡନ ସମେତ ୬ଗିରଫ, ୨୬୨ ଗ୍ରାମ ବ୍ରାଉନସୁଗର ଜବତ
ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବେପାର। ପୋଲିସ ଯେତେ ଧରିଲେ ମଧ୍ୟ ଏହି ନିଶା କାରବାର ସେତେ ବଢୁଛି। ଜେଲ ଭିତରେ ଥାଇ ମୋବାଇଲ ଯୋଗେ କରୁଥିଲେ ଡିଲ। ଜେଲ ସୂପରିଟେଣ୍ଡଙ୍କ ଠାରୁ ସୁରାକ ପାଇ ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଚଢ଼ାଉ କରିଥିଲା। ସେଠାରୁ ୬ଜଣଙ୍କୁ ଗିରଫ କରିବା ସହ ୨୬୨ଗ୍ରାମ ବ୍ରାଉନ ସୁଗର, ଦାମୀ ମୋବାଇଲ, ଏକ ସ୍କର୍ପିଓ ଗାଡ଼ି ଜବତ କରିଛି। ଗିରଫ ନିଶା ମାଫିଆମାନେ ପୂର୍ବରୁ ମଧ୍ୟ ଏହି ଧଳା ଜହର ବେପାରରେ ସଂପୃକ୍ତ ରହିଥିଲେ ବୋଲି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବ୍ରାଉନସୁଗର ବେପାରକୁ ରୋକିବା ଲାଗି ପୋଲିସ ମଧ୍ୟ ଦୃଢ଼ ପଦକ୍ଷେପ ନେଇ ନିଶା ମାଫିଆଙ୍କୁ ଗିରଫ କରିଛି।

ବ୍ରାଉନସୁଗାର ଡ଼ିଲବେଳେ ମାଡିବସିଲା ଖଣ୍ଡଗିରି ପୋଲିସ, ୨ ଗିରଫ
ଭୁବନେଶ୍ୱର: ବ୍ରାଉନସୁଗାର କାରବାରରେ ଡିପ୍ଲୋମା ଇଞ୍ଜିନିୟର । ଭୁବନେଶ୍ୱର ବରମୁଣ୍ଡାରୁ ବ୍ରାଉନ୍‌ସୁାଗର ସହ ଗିରଫ ହେଲେ GWCର ପ୍ରୋଜକ୍ଟ କୋ-ଅଡିନେଟର ପ୍ରିତମ ସାହୁ । ଗତକାଲି ବାଲେଶ୍ୱରରୁ ଭୁବନେଶ୍ୱର ବ୍ରାଉନସୁଗାର ଆସୁଥୁବା ନେଇ ପୋଲିସ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ବରମୁଣ୍ଡାର ଚଢ଼ାଉ କରିଥିଲା । ଚଢ଼ାଉବେଳେ ଦୁଇ ଜଣ ଯୁବକ ପ୍ରିତମ କୁମାର ସାହୁଠାରୁ ୧୧ ଗ୍ରାମ ଓ ସନ୍ତୋଷ କୁମାର ସ୍ୱାଇଁଙ୍କ ଠାରୁ ୯ ଗ୍ରାମ ବ୍ରାଉନସୁଗର କରିଥିଲା ପୋଲିସ । ପୂର୍ବରୁ କିଛି ବ୍ରାଉନସୁଗର ବିକ୍ରି କରି ଦେଇଥୁବା ସୂଚନା ମିଳିଛି । ସନ୍ତୋଷ ଜଣେ ଫାଷ୍ଟଫୁଡ ବ୍ୟବସାୟୀ । ତେବେ ପ୍ରିତମଙ୍କ ଦରମା ୪୦ ହଜାର ଟଙ୍କାରୁ ଅଧିକ ହୋଇଥିବା ବେଳେ ଅଧିକ ରୋଜଗାର ପାଇଁ ଧଳାଜହର କାରବାର କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ରାଜଧାନୀରେ ବ୍ରାଉନସୁଗରର ନେଟୱର୍କ ବିଜିନେସ୍: ଏଜେଣ୍ଟ ରଖି ଚାଲିଛି କାରବାର, ଜଣେ ବେପାରୀକୁ କାବୁ କଲା ପୁଲିସ
ଭୁବନେଶ୍ବର:  ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏବେ ଅଭିନବ ଉପାୟରେ ରାଜଧାନୀରେ ବ୍ରାଉନସୁଗର କାରବାର ହେଉଥିବା ଦେଖିବାକୁ ମିଳିଛି। ନେଟୱର୍କ ବିଜିନେସ ଭଳି ଏହାର କାରବାର ହେଉଛି । ୧୦ରୁ ଉର୍ଦ୍ଧ୍ବ ଏଜେଣ୍ଟ ରଖି ଚାଲିଛି ବେପାର ।  ପକେଟରେ ବ୍ରାଉନସୁଗର ଧରି ବୁଲୁଛନ୍ତି ବେପାରୀ । ଏଭଳି ଏକ ଡିଲ ବେଳେ ଖବର ପାଇ ତମାଣ୍ଡୋ ପୁଲିସ ଜଣେ ବ୍ରାଉନସୁଗର ବେପାରୀକୁ ଘଟଣା ସ୍ଥଳରୁ ମାଡି ବସିଛି।  ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପୁରୁଣା ଭୁବନେଶ୍ୱରର ଦିଲ୍ଲୀପ ବେହେରା ବୋଲି ଜଣାପଡ଼ିଛି।  ଅଭିଯୁକ୍ତ ଦିଲ୍ଲୀପ ଠାରୁ ୨୮୨ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁଲିସ। ଜବତ ବ୍ରାଉନସୁଗରର ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ ଅନୁମାନ କରିଛି ପୁଲସି। ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ରାଜଧାନୀରେ କାରବାର ଚାଲିଥିଲା ବୋଲି ଜଣାପଡ଼ିଛି। ପୂର୍ବରୁ ଅଭିଯୁକ୍ତ ନାଁ ରେ ଲିଙ୍ଗରାଜ ଥାନାରେ ମାମଲା ରହିଛି।

ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଡ୍ରଗ୍ସ ମାଫିଆ ଗିରଫ
ପିପିଲି: ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ କଲେଜ ଛାତ୍ରଙ୍କ ପାଇଁ ବ୍ରାଉନସୁଗାର କାରବାର ହେଉଥିବା ଅନୁମାନ କରାଯାଉଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ STF ଅଫିସ ଆଣି ପଚରା ଉଚରା କରୁଛି ।

୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ
ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୨.୨୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଗୋଟିଏ ପଲସର ବାଇକରେ ଦୁଇଜଣ ଯୁବକ ବାଲେଶ୍ୱରରୁ ଯଜପୁର ଆଡକୁ ଯାଉଥିବା ବେଳେ ଦୁଇଜଣ ଯୁବକଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସ ଅଟକାଉ ଥିବା ଦେଖି ଦୃତ ଗତିରେ ବାଇକ ନେଇ ଖସି ପଳାଉ ଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ଦୁଇ ଯୁବକଙ୍କୁ ଗୋଡ଼ାଇ ଧରିଥିଲା । ଦୁଇଜଣ ଯୁବକଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୧୨.୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ବାହାରିବା ସହ ୩ଟି ମୋବାଇଲ ଓ ଗୋଟାଏ ପଲସର ବାଇକକୁ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ ।

ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲାର ଶ୍ୟାମସୁନ୍ଦର ଜେନା ଓ ପ୍ରତାପ ଜେନା । ଏହି ଦୁଇଜଣଙ୍କୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ହଜାର ଟଙ୍କା । ଏହି ସମ୍ପର୍କରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସଡ଼ିପିଓ ସୌରଭ ଓତା ।

୩୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୪ଗିରଫ
ଖୋର୍ଦ୍ଧା: ଆଦର୍ଶ ଥାନା ପୁଲିସକୁ ମିଳିଛି ବଡ ସଫଳତା । ସ୍ଥାନୀୟ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ପୁଲିସ ଚଢଉ କରି ୩ଶହ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି । ଯାହାର ମୂଲ୍ୟ ଆନୁମାନିକ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ଆଦର୍ଶଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନେଶ୍ୱରସାହିର ସାରଥୀ ନାୟକ (୩୨) ସମେତ ଚିତରଞ୍ଜନ ସାହୁ ଓରଫ ଚିତ(୩୬), ଗଡଖୋର୍ଦ୍ଧା ପ୍ରଧାନସାହିର ଅନୀଲ କୁମାର ବିଶ୍ୱାଳ (୧୯) ଏବଂ ତରତୁଆର ସେକ ତଇସିମ ଓରଫ କୁନାଲ ଓରଫ କୋନୋ (୩୩) ।

ସୂଚନା ଅନୁସାରେ, ସାମନ୍ତରାପୁର ସ୍ୱପ୍ନେଶ୍ୱରସାହିର ସାରଥୀ ଘରେ ବ୍ରାଉନସୁଗର ଡିଲ ହେଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଦିଲିପ କୁମାର ଦାସ ଓ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ସେମାନଙ୍କୁ ଧରିବା ଲାଗି ଏକ ଟିମ ଗଠନ କରାଯାଇଥିଲା । ଏସଆଇ ସୁକାନ୍ତ ଦଳେଇଙ୍କ ନେତୃତ୍ୱରେ ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ୪ଜଣଙ୍କୁ ନେଇ ଏହି ଟିମ ଚଢଉ କରିଥିଲା । ଚଢଉବେଳେ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ ହେଁ ପୁଲିସ କାବୁ କରିନେଇଥିଲା ବୋଲି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ କହିଛନ୍ତି । ୪୪୮/୨୩ରେ ଏକ ମାମଲା ରୁଜୁକରି ପୁଲିସ ସେମାନଙ୍କୁ ଆଜି କୋର୍ଟଚାଲାଣ କରିଛି । ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଆଣିଥିଲେ, ଏହା ପଛରେ ଆଉ କିଏ କିଏ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀ ମୁର୍ମୁ କହିଛନ୍ତି । ତେବେ ଗିରଫ ସାରଥୀ, ଚିତ ଓ କୁନାଲ ନାଁରେ ପୂର୍ବରୁ ମାମଲା ରହିଛି ବୋଲି କହିଥିଲେ ।

୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ବାଇକ ଜବତ, ଜଣେ ଗିରଫ
ବାରିପଦା: ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନା ଅଧିକାରୀ ବିଶ୍ବଜିତ ଦାଶ ସଦଳବଳେ ଚଢ଼ାଉ କରି ୨୯ଗ୍ରାମ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି । ଏଥିସହିତ ଏକ ବାଇକ ମଧ୍ୟ ଜବତ କରିଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ବାରିପଦା ପୌରପାଳିକା ୧୭ନଂ ଓ୍ବାର୍ଡର ଚନ୍ଦ୍ରଶେଖର (୨୭)। ବାଘଡାରୋଡ ନିକଟ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ଶ୍ମଶାନ ନିକଟରେ ଅଭିଯୁକ୍ତ ଜଣଙ୍କ ବ୍ରାଉନସୁଗାର ବିକ୍ରି ଉଦ୍ଦେଶ୍ୟରେ ବାଇକ ସହିତ ଛିଡା ହୋଇଥିବା ବେଳେ ଅବକାରୀ ବିଭାଗ ମାଡି ବସିଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୯୦ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

୩୨୧ ଗ୍ରାମ ବ୍ରାଉନସୁଗର ଓ ୯୭ ହଜାର ଟଙ୍କା ଜବତ, ୨ ଗିରଫ
ଜଗତସିଂହପୁର: ଜଗତସିଂହପୁର ପୋଲିସ ହାତରେ ଲାଗିଛି ବିପୁଳ ପରିମାଣର ବ୍ରାଉନସୁଗର। ସଦର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଆଳିପିଙ୍ଗଳ ଛକ ନିକଟରେ ଚଢ଼ାଉ କରାଯାଇ ୩୨୧.୬୨ ଗ୍ରାମ ବ୍ରାଉନସୁଗର ସହିତ ନଗଦ ୯୭ ହଜାର ଟଙ୍କା ଓ ଗୋଟିଏ ବାଇକକୁ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ କଟକ ଜିଲ୍ଲା ନିଆଳି ଥାନା ଅଂଚଳର ଦେବେନ୍ଦ୍ର ସାହୁ ଓ଼ ସଂଜିତ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନେକ ସମୟରେ କଟକ ନିଆଳି ପଟୁ ବେପାରୀମାନେ ବ୍ରାଉନସୁଗର ଧରି ଜଗତସିଂହପୁର ସହର ଭିତରକୁ ପ୍ରବେଶ କରୁଛନ୍ତି । କେତେକ ସ୍ଥଳେ ଏମାନଙ୍କୁ ପୋଲିସ କାବୁ କରୁଥିଲେ ସୁଦ୍ଧା ଏହି ମାରାତ୍ମକ ନିଶା କାରବାର ଜିଲ୍ଳାରେ ଥମିବାର ନାଁ ନେଉନି ।