Commissioner Police - The Sakala

କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ନାଇଟ ଚେକିଂ; ଟାର୍ଗେଟରେ ନିଶାଡ଼ି, ଲୁଟେରା ଓ ନିଶାବେପାରୀ
ଭୁବନେଶ୍ୱର: ରାଜଧାନୀରେ ଆକ୍ସନ ମୋଡ଼ରେ ପୋଲିସ୍‌। ମଦ ପିଇ ଗାଡି ଚଳାଉଥିଲେ କଟୁଛି ଫାଇନ୍, ସିଜ୍ ହେଉଛି ଗାଡି । ମଦ୍ୟପ ଚାଳକଙ୍କ ଉପରେ ହେଉଛି ସ୍ପଟ୍ ଆକ୍ସନ। ରାଜଧାନୀ ରାତିରେ ପୋଲିସ୍‌ ପକ୍ଷରୁ ଚେକିଂ ବ୍ଲକିଂ। ଟାର୍ଗେଟରେ ନିଶାଡ଼ି, ଲୁଟେରା ଓ ନିଶାବେପାରୀ। ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାରାଥନ ଚେକିଂ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଅସାମାଜିକ ତତ୍ତ୍ୱ ଯଥା ନିଶାଡି, ଲୁଟେରା, ନିଶା ବେପାରୀଙ୍କ ଭଳି ଅପରାଧୀଙ୍କ ଉପରେ ଲଗାମ ଲଗାଇବାକୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ଚେକିଂ।

ଝାରପଡା, ଲକ୍ଷ୍ମୀସାଗର ଛକ, କଳ୍ପନା, ରବି ଟକିଜ, କଟକ ରୋଡ଼, ନାଲ୍‌କୋ ଛକ, ଆଇଉସିଏଲ୍‌ ଛକ, ଡମଣା ଛକ, ରେଳ ସଦନ ସାମ୍ନା , କିଟ ଛକ, ନନ୍ଦନକାନନ ଛକରେ କଡ଼ାକଡ଼ି ଚେକିଂ କରାଯାଇଛି। ଧଉଳି, ଲିଙ୍ଗରାଜ, ବଡ଼ଗଡ଼, ଲକ୍ଷ୍ମୀସାଗର, ମୈତ୍ରୀବିହାର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଓ ଦୁଇ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ଚେକିଂ କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସେଫ ସିଟି ଡ୍ରାଇଭ ଅଧୀନରେ ପୂର୍ବରୁ ୫୪ଟି ସ୍ଥାନରେ ୧୮ପ୍ଲାଟୁନ ଫୋର୍ସ ମୁତୟନ ହୋଇ ଟିକନିଖ ଯାଂଚ କରିଥିବାବେଳେ ଗତକାଲି ବିଭିନ୍ନ ସ୍ଥାନରେ ଏକକାଳୀନ ନାକାବନ୍ଦୀ ହୋଇଛି। ଏଣିକି ମଦ ପିଇ ଗାଡ଼ି ଚଳାଇଲେ ଆଉ ମିଳିବନି ନିସ୍ତାର। ଆଗକୁ ମଧ୍ୟ ଏଭଳି ଚେକିଂକୁ ବ୍ୟାପକ କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

ନିର୍ବାଚନ ପୂର୍ବରୁ ଜେଲ୍‌‌ ଯିବେ ଅପରାଧୀ, ଥାନା ଅଧିକାରୀ ଡିସିପିଙ୍କୁ ଦେଲେ ହାର୍ଡକୋରଙ୍କ ତାଲିକା
ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜଧାନୀରେ ଯେପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହେବ ତାହା ଉପରେ ପୁଲିସ ଗୁରୁତ୍ୱ ଦେଉଛି। ଆଇନ ଶୃଙ୍ଖଳା ଯେମିତି ଭଙ୍ଗ ନହୁଏ, ସେଥିପ୍ରତି ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ତେଣୁ ନିବାଚନ ପୂର୍ବରୁ ରାଜଧାନୀରେ ଥିବା ସବୁ ହାର୍ଡକୋର ଅପରାଧୀଙ୍କୁ ଗିରଫ କରାଯିବ। କାରଣ ଅନେକ ରାଜନେତା ଆସନ୍ତା ସାଧାରଣ ନିର୍ବାଚନରେ ଏହି ଅପରାଧୀଙ୍କୁ ବ୍ୟବହାର କରିବାର ଅଧିକ ସମ୍ଭାବନା ରହିଛି। କିଛି ନେତା ଏମାନଙ୍କୁ ଭୋଟ ହାତେଇବା ପାଇଁ ବ୍ୟବହାର କରିବା ସହ ବୋମା ମାଡ଼, ଗୁଳିମାଡ଼ ଆଦି କାର୍ଯ୍ୟରେ ନିୟୋଜିତ କରିପାରନ୍ତି। ତେଣୁ ପୁଲିସ ରାଜଧାନୀରେ ଥିବା ହାର୍ଡକୋର ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଡିସିପି ପ୍ରତୀକ ସିଂ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ୧୫ ଦିନ ପୂର୍ବରୁ ଅପରାଧୀଙ୍କ ତାଲିକା ଦେବାକୁ କହିଥିଲେ। ସମସ୍ତ ଥାନାର ଅଧିକାରୀ ନିଜ ନିଜ ଅଞ୍ଚଳରେ ଥିବା ହାର୍ଡକୋର ଅପରାଧୀଙ୍କ ତାଲିକା କରି ଡିସିପିଙ୍କୁ ଦେଇଛନ୍ତି। ତେଣୁ ତାଲିକା ଆଧାରରେ ନିର୍ବାଚନ ପୂର୍ବରୁ ପୁଲିସ ସେମାନଙ୍କୁ ଗିରଫ କରି ଝାରପଡ଼ା ଜେଲ୍‌‌ର ଚାରି କାନ୍ଥ ଦେଖାଇବ। ଏଥର ତାଲିକାରେ ଯେଉଁମାନଙ୍କ ନାମରେ ୧୩ରୁ ଊର୍ଦ୍ଧ୍ବ ମାମଲା ରହିଛି, ସେମାନଙ୍କୁ ସାମିଲ୍‌‌ କରାଯାଇଛି। ତେଣୁ ପୁଲିସ ଏବେଠୁ ସହରରୁ ଅପରାଧୀ କ୍ଲିନ୍‌‌ କରିବା ପାଇଁ ଯୋଜନା କରିଛି।

କେଉଁ ଥାନା ଅଞ୍ଚଳରେ କେତେ ଅପରାଧୀ

ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀରେ ୨୨୦ରୁ ଊର୍ଦ୍ଧ୍ବ ପେସାଦାର ଅପରାଧୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୦ଜଣ ଜେଲ୍‌‌ ଭିତରେ ଥିବାବେଳେ ୧୪୦ଜଣ ବାହାରେ ଥିବା ଜଣାପଡ଼ିଛି। ନୂଆପଲ୍ଲୀରେ ସର୍ବାଧିକ ୨୫ଜଣ ଅପରାଧୀ ଥିବାବେଳେ ଖଣ୍ଡଗିରିରେ ୨୦ଜଣ ଅଛନ୍ତି। ସେହିପରି ପାହାଳ ୮ଜଣ, ବାଲିପାଟଣା ୧୮, ବାଲିଅନ୍ତା ୭ଜଣ, ଇନ୍‌‌ଫୋସିସି ୪ଜଣ, ତମାଣ୍ଡୋ ୧୨, ସହିଦନଗର ୧୭ଜଣ ଅଛନ୍ତି। ସେହିପରି ମଞ୍ଚେଶ୍ୱର ୧୩ଜଣ, ଲକ୍ଷ୍ମୀସାଗର ଥାନା ୧୫ ଜଣ, ବଡ଼ଗଡ଼ ୮, କ୍ୟାପିଟାଲ ୧୫ ଜଣ ଅଛନ୍ତି। ଏୟାରପୋର୍ଟ ଥାନା ୫ଜଣ, ଏୟାରଫିଲ୍ଡ ୧୧, ଧଉଳି ୧୦ଜଣ, ଚନ୍ଦ୍ରଶେଖରପୁର ୯ଜଣ, ଇନ୍‌‌ଫୋସିଟି ୮ଜଣ, ନନ୍ଦନକାନନ ୫ଜଣ ଏବଂ ଭରତପୁର ଥାନା ଅଞ୍ଚଳରେ ୧୦ଜଣ ହାର୍ଡକୋର ଅପରାଧୀ ଅଛନ୍ତି।

ଜେଲ୍‌‌ରୁ ନବାହାରିବା ପାଇଁ ୧୦୭, ୧୧୦

ଏହି ହାର୍ଡକୋର ଅପରାଧୀ ଯେପରି ଜେଲ୍‌‌ରୁ ବାହାରି ନପାରିବେ ସେଥିଲାଗି ପୁଲିସ ସେମାନଙ୍କ ବିରୋଧରେ ସିଆରପିସି ଧାରା ୧୧୦ ଏବଂ ୧୦୭ ଲଗାଇ ଜେଲ୍‌‌ ପଠାଉଛନ୍ତି। ଯେଉଁଥି ପାଇଁ ସେମାନେ ଜେଲ୍‌‌ରୁ ବାହାରିବାକୁ ୬ରୁ ୮ ମାସ ଲାଗୁଛି। ସେମାନେ ପୁଣି ଜେଲ୍‌‌ରୁ ବେଲ୍‌‌ ପାଇଲେ, ପୁଲିସ ଆଉ ଏକ ନୂଆ ମାମଲା ଲଗାଉଛି। ଯେଉଁଥି ପାଇଁ ଏହି ଅପରାଧଐ ଏବେ ଜେଲ୍‌‌ରେ ସଢି ସଢି ସାବାଡ଼ ହେବେ।

ଭୟରେ ଏକାଧିକ ଅପରାଧୀ ଛାନିଆ

ନିର୍ବାଚନ ଆସୁଥିବାରୁ ପୁଲିସ ଅପରାଧିଙ୍କ ତାଲିକା ମାଗିଥିବା ହାର୍ଡକୋର ଅପରାଧି ଖବର ପାଇଛନ୍ତି। ତେଣୁ ସେମାନଙ୍କ ନାମ ତାଲିକାରେ ଅଛକି ନାହିଁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ନଜର ସମ୍ପର୍କୀୟ ପୁଲିସ ହୁଅନ୍ତୁ କିମ୍ବା ଅନ୍ୟମାନଙ୍କ ଦ୍ୱାରା ତାଲିକା ସମ୍ପର୍କରେ ପଚାରୁଛନ୍ତି। ତେଣୁ ଏବେ ଅନେକ ଅପରାଧି ଭୟରେ ସହର ଛାଡ଼ି ଦେଇଥିବା ଜଣାପଡ଼ିଛି। ପୂର୍ବପାର୍ବଣ, ନୂଆବର୍ଷ ଏବଂ ନିର୍ବାଚନ ପୂର୍ବରୁ ଏହି ହାର୍ଡକୋର ସହର ଛାଡ଼ି ପଳାଉଛନ୍ତି। ଏହି ସବୁ ସମୟ ଗଢି ଯିବା ପରେ ପୁଣି ଆସୁଛନ୍ତି। ତେଣୁ ପୁଲିସ ଏବେ ଅପରାଧି ଫେରାର ହେଲେ ମଧ୍ୟ ତାଲିକାରେ ନାଁ ଥିଲେ ଯେଉଁଠି ବି ଲୁଚିଲେ ପୁଲିସ ଚଢଉ କରି ଗିରଫ କରିବ।

ରାତିଅଧିଆ ଚଢ଼ଉକୁ ଗୁରୁତ୍ୱ

ଫେରାର ଥିବା ହାର୍ଡକୋର ଅପରାଧୀଙ୍କୁ ଧରିବା ପାଇଁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଥାନାରେ ଏକ ଟିମ୍‌‌ ଗଠନ କରାଯାଇଛି। ଏହି ଟିମ୍‌‌ ରାତି ଅଧିଆ ଅପରାଧୀଙ୍କ ଘରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବ। ଯଦି ସେମାନେ ଫେରାର ରହିଥିବେ ତେବେ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇ ଗିରଫ କରିବା ପାଇଁ ଉଦ୍ୟମ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ଟିମ୍‌‌ରେ ପିଓପିଡି ଟିମ୍‌‌ର ଅଧିକାରୀମାନେ ସାମିଲ୍‌‌ ହେବେ ବୋଲି ଜଣାପଡ଼ିଛି। ଏଭଳି ହେବା ଦ୍ୱାରା ଅପରାଧୀ କ୍ଲିନ୍‌‌ ରାଜଧାନୀ ହେବ ବୋଲି ପୁଲିସ ଆଶା ରଖିଛି।

୩୦ ସେକେଣ୍ଡରେ କାବୁ ହେବେ ଲୁଟେରା
ଭୁବନେଶ୍ବର: ଲୁଟେରାଙ୍କୁ ୩୦ ସେକେଣ୍ଡରେ ଧରିବ ହ୍ୟାଣ୍ଡ ହେଲ୍ଡ ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟ ରିଡର୍। କ୍ରାଇମ ମିଟିଂରେ ଥାନା ଅଧିକାରୀଙ୍କୁ ମେସିନ ପ୍ରଦାନ କରିଛନ୍ତି ଡିସିପି। ଲୁଟ ହେବା ମାତ୍ରେ କାବୁ ହେବେ ଲୁଟେରା । ଏହି ମେସିନ ବ୍ୟବହାର ଫଳରେ ଅପରାଧୀଙ୍କ ଟ୍ରାକ ରେକର୍ଡ ମଧ୍ୟ ବହାରିପାରିବ। ଗତ କିଛି ଦିନ ଧରି ଭୁବନେଶ୍ୱର ସହରରେ ବଢୁଥିବା ଲୁଟକୁ ଆଖି ଆଗରେ ରଖି ଏଭଲି ନୂଆ ପ୍ଲାନ କରିଛି କମିଶନରେଟ ପୁଲିସ। ନୂଆବର୍ଷ ଓ ବଡ଼ଦିନକୁ ଦୃଷ୍ଟିରେ ରଖି କ୍ରାଇମ ଡିଟେକ୍ସନକୁ ବ୍ୟାପକ କରାଯାଇଛି। ସହରରେ ବଂଜାରା ବୁଲୁଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ସେହିପରି ଆପାର୍ଟମେଣ୍ଟ ମାନଙ୍କୁ ଯାଇ ସୁରକ୍ଷା ସମ୍ପର୍କରେ ଆଲର୍ଟ କରିବ ନିକଟସ୍ଥ ଥାନା ପୁଲିସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

କମିସନରେଟ ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ, ୪ ଗିରଫ
ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସୁନ୍ଦରୀ ଲେଡିର ସାତିର ଦିମାଗ । ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡିକୁଇନ୍ ମୁସ୍କାନ ଓରଫ ସରିଫା ଖାତୁନ । ମୁଷ୍କାନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଷ୍ଟେସନ ନିକଟରେ ଓ ବସ ଷ୍ଟାଣ୍ଡରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ଠାରୁ ବିଭିନ୍ନ ନିଶା ବଟିକା, କ୍ଲୋରୋଫୋର କାର୍ବନ ଜବତ କରାଯାଇଛି ।

ଏହି ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଆର୍ମି ଯବାନ । ଯବାନମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରେ ମୁସ୍କାନ । ପରେ ଚା’ ପିଇବା କହି ସେଥିରେ ନିଶା ବଟିକା ଦେଇ ଅଚେତ୍ କରି ଦେଉଥିଲା । ତା’ପରେ ସେମାନଙ୍କୁ ଲୁଟିବା ପରେ ଷ୍ଟେସନ ନିକଟ କୌଣସି ଗଳିରେ ଫୋପାଡି ଦେଇ ଚାଲି ଯାଉଥିଲା । ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ନାମରେ ଏକାଧିକ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଏମାନଙ୍କୁ ତଡି ପାର କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ ।

ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ, ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ
ଭୁବନେଶ୍ୱର: ବାୱରିଆ ଗ୍ୟାଙ୍ଗର କଳା ଚିଠା ଖୋଲିବ କମିଶନରେଟ ପୋଲିସ। ୭ ଦିନିଆ ରିମାଣ୍ଡରେ ଆଣିବାକୁ ସୋମବାର ହେବ ଆବେଦନ। ରାଜ୍ୟ ବାହାରକୁ ଯିବା ପାଇଁ ୨ ଟି ଟିମ ଗଠନ। ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ ସ୍ପେଶାଲ ଟିମ। ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ତଥ୍ୟ ନେବ ପୋଲିସ। ୟୁପିରୁ ଆସି ରାଜ୍ୟ ସାରା ଲୁଟି ପୁରୀରେ ଅୟସ କରୁଥିଲେ ଲୁଟେରା। ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ। ସେମାନଙ୍କ ନାଁ ରେ ୨୮ଟି କେସ ଓଡ଼ିଶାରେ ରହିଛି। ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ। ୟୁପି ସାମଲି ଜିଲ୍ଲାର ସମସ୍ତ ଅଭିଯୁକ୍ତଙ୍କ ଘର।