PCCF - The Sakala

ନଭେମ୍ବର ୧୪-୧୫ରେ ହାତୀ ଗଣନା, ଡିସେମ୍ବର ୨୫ରୁ ଚିଲିକା ନଳବଣରେ ହେବ ପକ୍ଷୀ ଗଣନା: ପିସିସିଏଫ୍
ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁ ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦଙ୍କ ପ୍ରତିକ୍ରିୟା। ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ। ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି।

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି ଯେ, ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ। କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ୍ ୨୧ ଶହ ହାତୀ ଅଛନ୍ତି । ସେଇଥିପାଇଁ ଖାଦ୍ୟ ଅନ୍ୱେଷଣ ରେ ଜନବସତିମୁହାଁ ହେଉଛନ୍ତି ହାତୀ । ହାତୀ- ମଣିଷ ଲଢ଼େଇ ବଢ଼ୁଛି । ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ଛୁଆ ହାତୀ, ରୋଗିଣା ହାତୀ ଅଧିକ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି । ଏହାବାଦ ବିଦ୍ୟୁତ୍ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି। ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଥିଲା । ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବ ।

ଏବେ ରାଜ୍ୟକୁ ଆସୁଛନ୍ତି ଝାଡ଼ଖଣ୍ଡି ଓ ଛତିଶଗଡି ହାତୀ । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିବ ହାତୀ ଗଣନା । ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ ।

ନରସିଂହପୁରରେ ତୀର ମାଡ଼ରେ ଆହତ ହାତୀ ଏବେ ସୁସ୍ଥ ଅଛି । ହାତୀ ଶରୀରରେ ୪ଟି ତୀର ଲାଗିଥିଲା । ଶିକାର ଉଦ୍ଦେଶ୍ୟରେ ନୁହେଁ, ଫସଲ ବଞ୍ଚାଇବାକୁ ତୀର ମାରି ହାତୀ ଘଉଡ଼ାଇଥିଲେ ସ୍ଥାନୀୟ ଲୋକେ ।  ସେହିପରି ଚିଲିକା ନଳବଣକୁ ଆସିଲେଣି ବିଦେଶୀ ପକ୍ଷୀ । ଡିସେମ୍ବର ୨୫ରୁ ଚିଲିକା ନଳବଣରେ ହେବ ପକ୍ଷୀ ଗଣନା କରାଯିବି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।

୫ ବର୍ଷର ବାଘ ହଜାରେ କି.ମି ଦୂରରୁ ଆସିଛି: ପିସିସିଏଫ
ଦିଗପହଣ୍ଡି: ଦିଗପହଣ୍ଡିରେ ମହାବଳ ବାଘ ପ୍ରସଙ୍ଗ । ସ୍ଥାନୀୟ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ। ୫ ବର୍ଷର ବାଘ ହଜାରେ କିଲୋମିଟର ଦୂରରୁ ଆସିଛି। ଜନବସତି ମୁହାଁ ହେବ ନାହିଁ। ବାଘର ଗତିବିଧି ଉପରେ ବନ ବିଭାଗ ନଜର ରଖିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଓଡିଶା ମୁହାଁ ଅନ୍ୟ ରାଜ୍ୟର ବାଘ ରାଜ୍ୟ ପାଇଁ ଶୁଭ ସଙ୍କେତ।  ଗାଈ ଗୋରୁ ଶିକାର କଲେ କ୍ଷତିପୂରଣ ବ୍ୟବସ୍ଥା ରହିଛି। ଲୋକେ ଡରିବାର କୌଣସି କାରଣ ନାହିଁ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି।

ନିହତ ବନରକ୍ଷୀ ପରିବାରଙ୍କ ପାଖରେ ପହଞ୍ଚିଲେ ପିସିସିଏଫ
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଶିକାରୀ ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ପିସିସିଏଫ ୱାର୍ଲଡ଼ ଲାଇଫ ସୁଶିଲ କୁମାର ପୋପଲି। ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ସେନେଇ ଦେଇଛନ୍ତି ପ୍ରତିଶୃତି। ସ୍ୱର୍ଗତ ବିମଳ ଜେନାଙ୍କ ପରିବାର ଲୋକେ ପିସିସିଏଫଙ୍କ ନିକଟରେ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ। ମୃତକଙ୍କ ସ୍ତ୍ରୀ ଲିପିନା ସ୍ୱାଇଁ ମଧ୍ୟ ସେହି ଶିମିଳିପାଳ ଅଭୟାରଣ୍ୟରେ ବନରକ୍ଷୀ ଭାବେ କାର୍ଯ୍ୟରତ। ସ୍ୱର୍ଗତ ବିମଳ ଜେନା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଲିପିନା ସ୍ୱାଇଁଙ୍କର ବାପାଙ୍କ ପରିବାରରେ କେହି ନଥିବା କାରଣରୁ ଲିପିକାଙ୍କୁ ଜଙ୍ଗଲରେ ଡ୍ୟୁଟି ନଦେଇ ବାରିପଦାର ଭଞ୍ଜପୁର ଠାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିୟୋଜିତ କରିବାକୁ ନିବେଦନ କରିଥିଲେ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ନିକଟରେ ଏହି ବଦଳି କରିସାରିଛନ୍ତି। ଅପରପକ୍ଷରେ ଏକମାତ୍ର ୬ ବର୍ଷର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ। ସେହିପରି ସ୍ୱର୍ଗତ ବିମଳ ଜେନାଙ୍କ ସମସ୍ତ ସରକାରୀ ପ୍ରାପ୍ୟ ସହିତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପିସିସିଏଫଙ୍କ ଠାରେ ନିବେଦନ ପରିବାର ଲୋକେ କରିଥିଲେ। ସ୍ୱର୍ଗତ ବିମଳ ଜେନାଙ୍କ ମୃତ୍ୟୁ ରାଜ୍ୟ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେଵେ ବ୍ୟର୍ଥ ଯିବନି। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ସମସ୍ତ ପ୍ରକାର ସରକାରୀ ପ୍ରାପ୍ୟ ସହିତ ଶିମିଳିପାଳ ଫାଉଣ୍ଡେସନ ତରଫରୁ ଏବଂ ନେସନାଲ ଟାଇଗର କନଜରଭେସନ ଅଥରିଟି (ଏନଟିସିଏ) ତରଫରୁ ମଧ୍ୟ ଯାହା ଅଧିକ ସହାୟତା କରାଯାଇପାରିବ, ଆମେ ତାହା ଦେଖୁଛୁ ବୋଲି ପିସିସିଏଫ କହିଛନ୍ତି।

ଅପରପକ୍ଷରେ ଏହି ଘଟଣାରେ ଜଡ଼ିତ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ମୟୂରଭଞ୍ଜ ପୁଲିସ ସହାୟତାରେ ଗିରଫ କରାଯିବ ବୋଲି କହିଥିଲେ ଏବଂ ଶିମିଳିପାଳ ପାଦଦେଶରେ କୁମ୍ବିଂ ଅପରେସନ ଜୋରଦାର କରି ସେମାନେ ବ୍ୟବହାର କରୁଥିବା ଦେଶୀ ବନ୍ଧୁକ ଜବତ କରିବା ସହିତ ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ, ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସାଇକିରଣ ଓ ସମ୍ରାଟ ଗୌଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହା ପରେ ପରେ ପିସିସିଏଫ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ