AccidentNews - The Sakala
ରାଞ୍ଚି: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଭୟାବହ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ବସ୍‌, ଯେଉଁଥିରେ କାଉଡିଆମାନେ ଯାତ୍ରା କରୁଥିଲେ। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାଟି ଦେଓଘର ଜିଲ୍ଲାର ଜାତୀୟ ରାଜପଥରେ ଘଟିଥିବା ଜଣାପଡ଼ିଛି। ବସ୍‌ଟି ଅତ୍ୟଧିକ ବେଗରେ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଯାହା ଫଳରେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଅଧିକାଂଶ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ୫୫ ନମ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଚାଲିଗଲା ମାଆ ଓ ୩ ବର୍ଷ ପୁଅର ଜୀବନ। ବାପାଙ୍କ ସହ ବାଇକରେ ଯାଉଥିବାବେଳେ ଏକ କୋଇଲା ବୋଝେଇ ଟ୍ରକ ନୁଆଁହତା ଓଭରବ୍ରିଜ ତଳେ  ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି।
ମାଲକାନାଗିରି: ତାମିଲନାଡୁରେ ଓଡିଆ ସାମ୍ବାଦିକଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୈନିକ ଖବର କାଗଜ ‘ସକାଳ’ର କାଲିମେଳା ବ୍ଲକ ପ୍ରତିନିଧି ଓ ପୋଟେରୁ ଖବର ଦାତାଙ୍କ ସହ ଅନ୍ୟ ଦୁଇଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଆହତ ମାନେ ହେଲେ ସୌରଭ ମଣ୍ଡଳ, ବିଦ୍ୟୁତ ବୈରାଗୀ, ପ୍ରଶାନ୍ତ ସାହୁ, ରାଜେଶ ଓଝା । ରାମେଶ୍ବରମ ରାମାପୁରମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ରାମନାଡ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ରହିଥିବା ଜଣାପଡିଛି । ସାହାଯ୍ୟ ପାଇଁ ସାମ୍ବାଦିକ ଓ ପରିବାର ଲୋକେ ଓଡିଶା ସରକାରଙ୍କ ସହଯୋଗ ଲୋଡିଛନ୍ତି। ତାମିଲନାଡୁକୁ ଏହି ସାମ୍ବାଦିକ ମାନେ ରାମେଶ୍ବରମ ଦର୍ଶନ ଲାଗି ସମସ୍ତ ଯାଉଥିଲେ  ତେବେ ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବା ସହ ତାମିଲନାଡୁର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଜଗା ଦର୍ଶନ ସାରି ଫେରୁଥିବାବେଳେ ଟ୍ରକ୍ ପଛରେ ପିଟିହେଲା ଅଟୋ: ଜଣେ ହବିଷିଆଳି ମୃତ, ୫ ଗୁରୁତର
ଟାଙ୍ଗୀ: ଜଗା ଦର୍ଶନ ସାରି ପୁରୀରୁ ଅଟୋ ରିକ୍ସାରେ ଫେରୁଥିଲେ ହବିଷିଆଳି। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଟ୍ରକ ପଛରେ ପିଟିହେଲା ଅଟୋ । ଘଟଣାସ୍ଥଳରେ ଜଣେ ହବିଷିଆଳିଙ୍କ ମୃତ୍ୟୁ ଘଟିଥିବାବେଳେ ଅଟୋ ଚାଳକ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ହବିଷିଆଳିଙ୍କ ନାମ ହେଲା ସ୍ନେହ ମଞ୍ଜରୀ ମିଶ୍ର । ବୟସ ୫୫ ବର୍ଷ । ଘର ଗଞ୍ଜାମ ଜିଲ୍ଲା ଖଲିକୋଟରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଗୁରୁତରଙ୍କୁ ଉଦ୍ଧାରକରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ ଚିନ୍ତା: ଆରମ୍ଭ ହେବ ଗବେଷଣା, ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ପରିବହନ ବିଭାଗ ପାଇଁ ଚିନ୍ତାର କାରଣ ହୋଇ ରହିଛି। ମୃତାହତ ସଂଖ୍ୟା ହ୍ରାସ ପାଇଁ ବିଭିନ୍ନ ଦିଗରୁ ଉଦ୍ୟମ ହେଉଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ। ଏପରିସ୍ଥଳେ ସଡ଼କ ଦୁର୍ଘଟଣା ବଢ଼଼ିବା ପଛରେ କାରଣ ଜାଣିବା ପାଇଁ ପରିବହନ ବିଭାଗ ଗବେଷକଙ୍କ ସହାୟତା ନେବାକୁ ଯାଉଛି। ଏଥିରେ ବିଭିନ୍ନ ଗବେଷଣା ଅନୁଷ୍ଠାନ ଏବଂ ଯାନବାହନ ସହ ଜଡିତ ସଂସ୍ଥାର ପ୍ରତିନିଧିଙ୍କୁ ସାମିଲ କରାଯିବ। ଗବେଷଣା ଏବଂ ରିପୋର୍ଟ ପ୍ରକାଶନ ପାଇଁ ପରିବହନ ବିଭାଗ ପାଣ୍ଠି ଯୋଗାଇ ଦେବ। ଏଥିରୁ ନିସୃତ ତଥ୍ୟ ଆଧାରରେ ସଡ଼କ ଦୁର୍ଘଟଣା ଏବଂ ମୃତାହତ ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନିଆଯିବ। ଏଥିସହ ସଡ଼କ ସୁରକ୍ଷା ଦିଗରେ ଅଭିନବ ପଦକ୍ଷେପ ନେବା ଲାଗି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଯୋଜନା ହୋଇଛି। ଏକ ସ୍ୱତନ୍ତ୍ର ବିଭାଗ ସଡ଼କ ସୁରକ୍ଷା ଯୋଜନା ଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ, ପାଣ୍ଠି ଯୋଗାଣ ସୁନିଶ୍ଚିତ ହେବ।
ରାଜ୍ୟରେ ବର୍ଷକୁ ହାରାହାରି ୫୫୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ପ୍ରାୟ ଦୁଇ ଗୁଣା ଲୋକ ଆହତ ହେଉଛନ୍ତି। ଏହା ରାଜ୍ୟର ଅର୍ଥନୀତିକୁ ମଧ୍ୟ ଗୁରୁତର ପ୍ରଭାବିତ କରୁଛି। ସଡ଼କ ଗୁଡିକୁ ଦୁର୍ଘଟଣା ମୁକ୍ତ ରଖିବା ପାଇଁ ବୈଷୟିକ କୌଶଳର ଉପଯୋଗ ସହିତ ବ୍ଲାକ୍‌‌ ସ୍ପଟ୍‌‌ ମରାମତି, ସୂଚନା ଫଳକ ବ୍ୟବସ୍ଥା ହୋଇଛି। ପୁଲିସ ଓ ପରିବହନ ବିଭାଗ ମିଳିତ ଭାବେ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କିନ୍ତୁ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ଏହି ପଦକ୍ଷେପ ସେତେଟା ଉତ୍ସାହଜନକ ହୋଇପାରି ନାହିଁ। ଏପରିସ୍ଥଳେ ଆଉ ଏକ ପାଦ ଆଗକୁ ଯାଇ ଦୁର୍ଘଟଣାର ମୂଳ କାରଣ ଖୋଜି ତାହାର ପ୍ରତିକାର କରିବା ପାଇଁ ପରିବହନ ବିଭଗ ଲକ୍ଷ୍ୟ ରଖିଛି। ହସ୍ତଗତ ସୂଚନା ଅନୁସାରେ ରାଜ୍ୟର ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନର ଗବେଷକ ମାନଙ୍କୁ ନେଇ ସଡ଼କ ଦୁର୍ଘଟଣାର କାରଣ ଖୋଜାଯିବ। ସେମାନଙ୍କୁ ସହାୟତା ପାଇଁ ଇଣ୍ଡିଆନ୍‌‌ ଅଟୋମୋବାଇଲ୍‌‌ ମାନୁଫାକ୍‌‌ଚରର୍ସ (ଏସ୍‌‌ଆଇଏଏମ୍‌‌), ଅଟୋମୋବାଇଲ୍‌‌ କମ୍ପୋନେଣ୍ଟସ୍‌‌ ମାନୁଫାକ୍‌‌ଚରର୍ସ ଆସୋସିଏସନ୍‌‌ (ଏସିଏମ୍‌‌ଏ), ଅଟୋମୋବାଇଲ୍‌‌ ଟାୟାର ମାନୁଫାକ୍‌‌ଚରର୍ସ ଆସୋସିଏସନ୍‌‌ (ଏଟିଏମ୍‌‌ଏ) ଫେଡେରେସନ୍‌‌ ଅଫ୍‌‌ ଅଟୋମୋବାଇଲ୍‌‌ ଡିଲର୍ସ ଆସୋସିଏସନ୍‌‌ (ଏଫ୍‌‌ଏଡିଏ)ଙ୍କୁ ନିୟୋଜିତ କରାଯିବ। ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଆଇଡିଟିଆର) ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଉଭୟ କ୍ଷେତ୍ର ସ୍ତରୀୟ ଏବଂ ବୈଷୟିକ କୌଶଳ ସହାୟତାରେ ସଡ଼କ ଦୁର୍ଘଟଣାର କାରଣ ଖୋଜାଯିବ। ଗବେଷଣା ରିପୋର୍ଟରୁ ଯାହା ନିଷ୍କର୍ସ ବାହାରିବ ତାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ଓଡ଼ିଶା ସଡ଼କ ସୁରକ୍ଷା ପ୍ରାଧିକରଣ ଉପରେ ରହିବ। ଗବେଷଣା ରିପୋର୍ଟ ଅନୁସାରେ ଦୁର୍ଘଟଣା ଏବଂ ମୃତାହତ ହାର କମାଇବା ପାଇଁ ପଦକ୍ଷେପ ନିଆଯିବ। ରାଜ୍ୟସ୍ତରରେ ହୋଇଥିବା ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ କ୍ଷମତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍, ୨ମୃତ
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡାରେ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ । ଫଳରେ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଆଦିତ୍ୟ ପାଢ଼ୀ ଓ ଶୁଭରଞ୍ଜନ ସେନାପତି। ସେମାନଙ୍କ ଘର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗାଁରେ ବୋଲି ଜଣାପଡ଼ିଛି।
ଖବର ଅନୁଯାୟୀ, ଆଜି ସକାଳେ ଏକ ବାଇକ୍‌ରେ ୨ଜଣ ବାଇକ୍ ଆରୋହୀ ଯିବା ବେଳେ ଭଣ୍ଡାରିଦଣ୍ଡାରେ ଗାଁ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀ ଦୁଇ ଜଣ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
କାର୍- ବସ୍ ମୁହାଁମୁହିଁ ଧକ୍କା, ୬ ମୃତ
ଚେନ୍ନାଇ: ତାମିଲନାଡୁର ଅନ୍ଧାନୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସରକାରୀ ବସ୍‌ ଓ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଏକ ଟାଟା ସୁମୋରେ ୧୦ ଜଣ ଲୋକ ଥିରୁଭନ୍ନାମଲାଇରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲେ । ଏହି ସମୟରେ ସେଙ୍ଗମ ନିକଟରେ ଏକ ସରକାରୀ ବସ୍‌ ସହିତ ଧକ୍କା ହୋଇଥିଲା ।  କାର୍‌ରେ ଥିବା ୬ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ବାକି ୪ ଜଣଙ୍କ ଆହତ ହୋଇଥିଲେ । ଏହାପରେ ଆହତଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ବସ୍‌ରେ ଥିବା ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେଙ୍ଗମ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧା: ଖୋର୍ଦ୍ଧା ନୂଆବସ ଷ୍ଟାଣ୍ଡ ନିକଟ ଭାଲିଆବାଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ସହ ମାଲବାହୀ ଟ୍ରକ ଧକ୍କାରେ ମାଆ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ବିନାୟକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆହତ ହୋଇଥିବା ମାଆ ଜଣଙ୍କ ହେଉଛନ୍ତି ଗାନ୍ଧି ପଡିଆର ବୈଜୟନ୍ତୀ ଦାସ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନାବାଳକ ମୃତଦେହକୁ ଟାଉନ ପୁଲିସ ଜବତ କରିଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଛକରେ ହମ୍ପସ ନିର୍ମାଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ରାଜପଥ ଉଭୟ ପଟ ଯାନବାହାନ ଚଳାଚଳ ବନ୍ଦ ରହିଛି। ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଘଟଣା ସ୍ଥାନରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କ ସହ ଆଲୋଚନା ସତ୍ତ୍ବେ ଆନ୍ଦୋଳନକାରୀ ଜିଦରେ ଅଟଳ ରହିଛନ୍ତି। ଲୋକେ ଟ୍ରକ ସହ ଡ୍ରାଇଭର ହେଲପରଙ୍କୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି।
ପ୍ରକାଶ ଯେ, ବିନାୟକ ବିଡିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲରେ ଏଲକେଜିର ଛାତ୍ର। ଆଜି ପରୀକ୍ଷା ସାରି ବୈଜୟନ୍ତି ସ୍କୁଟିରେ ପୁଅ ବିନାୟକକୁ ଧରି ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ବୈଜୟନ୍ତି ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ବିନାୟକ ତଳେ ପଡି ଯାଇଥିଲେ। ଟ୍ରକ ତାଙ୍କ ପେଟ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଟ୍ରକ ଚାଳକ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟଲୋକେ ଗୋଡାଇ ନୂଆ ବସଷ୍ଟାଣ୍ଡ ଛକରେ ଧରିଥିଲେ।
ଦେବଗଡ଼ରେ ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା, ୩ ମୃତ
ଦେବଗଡ଼: ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ପୃଥକପୃଥକ ସ୍ଥାନରେ ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।  କଂସର ଫାଣ୍ଡି ଅନ୍ତର୍ଗତ ଅଘରିଆପଡ଼ା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପିକଅପ ଭ୍ୟାନକୁ ପଛ ପଟୁ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ଦୁଇଜଣ ହେଲେ ଭାଲୁମୁଣ୍ଡା ଗ୍ରାମର ଚନ୍ଦନ ପଲେଇ ଓ ବଳମ ଗ୍ରାମର ସଂଜୀବ ରାଉ ।
ସେହିପରି ବାରକୋଟ ଥାନା ଅନ୍ତର୍ଗତ କତ୍ରାପାଲି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ବାଇକକୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।  ମୃତ ଯୁବକ କତ୍ରାପାଲି ଗ୍ରାମର କୁଶ ନାୟକ ବୋଲି ଜଣାପଡ଼ିଛ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଟୋ- ଟ୍ରକ୍ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୩ ମୃତ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାପା, ପୁଅ ଓ ପୁତୁରା ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହସଖୁସିରେ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୁଳ- ରାମପୁର ଥାନା ଅନ୍ତର୍ଗତ କାଠକୁରା ଗାଁର ପଦୁସର ନାଏକ ତାଙ୍କ ପରିବାର ଲୋକଙ୍କ ସହ ଧର୍ମଗଡ଼ ଥାନା ଛିଲପା ଗାଁରେ ଥିବା ସମ୍ପର୍କୀୟଙ୍କ ଘରକୁ ଏକ ଅଟୋରେ ଯାଉଥିଲେ। ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟ ବୁଲାଣିରେ ଅଟୋକୁ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋଟି ଓଲଟି ପଡ଼ିଥିବା ବେଳେ ପଦୁସର ନାଏକ, ପୁଅ କୃଷ୍ଣ ନାଏକ ଓ ପୁତୁରା ଅମୃତସର ନାଏକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ୬ ଜଣ ଆହତଙ୍କୁ ଓଡ୍ରାଫ ଓ ପୁଲିସ କର୍ମଚାରୀ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
କାଉଡିଆଙ୍କ ଉପରେ ମାଡ଼ିଗଲା କାର୍: ୨ ମୃତ, ୧୧ ଆହତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଇ – ଭେଜିପୁଟ ମଝି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଧକ୍କାରେ ପାଣି ଭାର ନେଇ ଯାଉଥିବା ୨ଜଣ କାଉଡିଆଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଅରଖପୁର ଗାଁର ମୁକୁନା ବେହେରା ଓ ଅନିତା କୁମାରୀ ଜେନା ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୭ ଜଣିଆ କାଉଡିଆ ଦଳ ଅରଖପୁର ଗାଁରେ ଥିବା ତାଡ଼କେଶ୍ୱର ମନ୍ଦିରକୁ ପାଣିଭାର ନେଇ ଯାଉଥିଲେ। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।
ଖାଇକୁ ଖସିଲା ଯାତ୍ରୀବାହୀ ବସ୍: ୮ ମୃତ, ୨୭ ଆହତ
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍  ଖାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ଭର୍ତ୍ତି ଏହି ବସ୍ ଗଙ୍ଗୋତ୍ରୀରୁ ଫେରୁଥିବା ବେଳେ ବାଟରେ ଥିବା ଏକ ପାହାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।