BHIM UPI - The Sakala

ଭୀମ୍‌ ଆପ୍‌ କ’ଣ? କେମିତି କରିବେ ବ୍ୟବହାର
ଭୀମ ଆପ୍ ଅତି ସରଳ ଓ ବ୍ୟବହାର ଉପଯୋଗୀ ହୋଇଥିବାରୁ ଏହାର ଲୋକପ୍ରିୟତା ଦିନକୁଦିନ ବଢ଼ିବାରେ ଲାଗିଛି। ଭାରତର କୋଟିଏରୁ ଊର୍ଦ୍ଧ୍ବ ଲୋକ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି। ନ୍ୟାସନାଲ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ଏବଂ ୟୁପିଆଇ ଆଧାରିତ ପେମେଣ୍ଟ ପ୍ଲାଟ୍‌ଫର୍ମ ହେଉଛି ଭୀମ୍‌ ଆପ୍‌ । ୟୁପିଆଇ ହେଉଛି ଏକ ପେମେଣ୍ଟ ସିଷ୍ଟମ ଯାହା ମାଧ୍ୟମରେ ଆପଣ ନିଜ ଫୋନରୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରିବେ କିମ୍ବା ଗ୍ରହଣ କରିପାରିବେ। ଏହି ଆପକୁ ବିନା ଇଣ୍ଟରନେଟ୍‌ରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏଥିରେ ଆପଣଙ୍କୁ ଟଙ୍କା ଟ୍ରାନ୍ସଫର୍ ପାଇଁ ବାରମ୍ବାର ଆକାଉଣ୍ଟ ନମ୍ବର ଦେବାକୁ ପଡ଼ିବ ନାହିଁ।

କେମିତି କରିବେ ବ୍ୟବହାର

ଷ୍ଟେପ୍‌-୧: ପ୍ରଥମେ ଆପ୍‌ ଷ୍ଟୋରରୁ କିମ୍ବା ପ୍ଲେ’ ଷ୍ଟୋର୍‌ରୁ ଭୀମ୍‌ ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ।

ଷ୍ଟେପ୍‌-୨: ଏହାପରେ ଏହାକୁ ଓପନ୍‌ କରି ଭାଷା ଚୟନ କରନ୍ତୁ। ସୁବିଧା ଅନୁସାରେ ଇଂରାଜୀ କିମ୍ବା ହିନ୍ଦୀ ଭାଷା ଚୟନ କରିପାରିବେ।

ଷ୍ଟେପ୍‌-୩: ଏବେ ଆପଣଙ୍କୁ ଏକ ୱେଲ୍‌କମ୍‌ ସ୍କ୍ରିନ୍‌ ଦେଖାଯିବ। ଏହି ସ୍କ୍ରିନ୍‌ର ଡାହାଣ କୋଣରେ ଏକ ନେକ୍ସଷ୍ଟ ଅପସନ୍‌ ଆପଣଙ୍କୁ ଦେଖିବାକୁ ମିଳିବ। ଏଠାରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍‌-୪: ପରବର୍ତ୍ତୀ ସ୍କ୍ରିନ୍‌ରେ ଆପଣଙ୍କୁ ସୂଚନା ଦିଆଯିବ ଯେ, ଆପଣ କ’ଣ କ’ଣ କରିପାରିବେ ଏବଂ ଏହାର ଲାଭ କ’ଣ। ଏହି ସ୍କ୍ରିନ୍‌ରେ ମଧ୍ୟ ଡାହାଣ ପାର୍ଶ୍ବରେ ନେକ୍ସଷ୍ଟ ଅପ୍‌ସନ୍‌ ଦେଖିପାରିେବ। ଏହି ଅପ୍‌ସନ୍‌କୁ କ୍ଲିକ୍‌ କରି ଆଗକୁ ବଢନ୍ତୁ।

ଷ୍ଟେପ୍‌ ୫: ଏହାପରେ ଆପଣଙ୍କୁ ମୋବାଇଲ ନମ୍ବର ଭେରିଫାଏ କରିବା ପାଇଁ ‘ଲେଟ୍ସ ଗେଟ୍‌ ଷ୍ଟାର୍ଟଡେ’ ଅପସନ୍‌ ମିଳିବ। ଏଠାରେ ଆପଣଙ୍କୁ କ୍ଲିକ୍‌ କରିବାକୁ ପଡ଼ିବ।

ଷ୍ଟେପ୍‌-୬: ପରବର୍ତ୍ତୀ ସ୍କ୍ରିନ୍‌ରେ ନମ୍ବର ଭେରିଫାଇ କରିବାକୁ ଏକ ଅପସନ୍‌ ଆସିବ। ଏହା ଉପରେ ଏକ ସତର୍କ ସୂଚନା ଦିଆଯାଇଥିବ। ଆପଣ ଗୋଟିଏ ଫୋନ୍‌ରେ ଦୁଇଟି ସିମ୍‌ ବ୍ୟବହାର କରୁଥିଲେ ବ୍ୟାଙ୍କ ସହ ସଂଯୋଗ ନମ୍ବରଟିକୁ ପ୍ରାଇମେରୀ ଅପସନ୍‌ରେ ରଖନ୍ତୁ। ଆପଣ ଅନ୍ୟ ନମ୍ବରକୁ ବନ୍ଦ କରିଦେବା ଉଚିତ, ଯାହାଦ୍ବାରା ମେସେଜ୍‌ ପ୍ରାଇମେରୀ ନମ୍ବରରୁ ଯିବ। ଏହାପରେ ଆପଣ ନେକ୍ସଷ୍ଟ ଉପରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍ ୭: ଏବେ ଆପଣଙ୍କ ନମ୍ବରରୁ ଏକ ମେସେଜ୍‌ ସେଣ୍ଡ ହେବ ଏବଂ ଏହାଦ୍ବାରା ସ୍ୱୟଂ ଆପଣଙ୍କ ନମ୍ବର ଭେରିଫାଇ ହୋଇଯିବ।

ଏବେ ଆପଣ ବ୍ୟାଙ୍କ ବାଛିବା ପରେ, ଆପଣଙ୍କର ସମସ୍ତ ବିବରଣୀ ପୂରଣ କରନ୍ତୁ ଏବଂ ଏହାପରେ ଆପଣ ଭୀମ୍‌ ଆପ୍‌ ବ୍ୟବହାର କରିପାରିବେ।