MIvsSRH - The Sakala

ହାଇଦ୍ରାବାଦକୁ ୮ ଓ୍ବିକେଟରେ ହରାଇଲା ମୁମ୍ବାଇ
ମୁମ୍ବାଇ: ଆଇପିଏଲ ୨୦୨୩ର ୬୯ତମ ମ୍ୟାଚରେ ମୁମ୍ବାଇ ଆଗରେ ୨୦୧ରନର ବିଶାଳ ବିଜୟ ଲକ୍ଷ୍ୟ ଥିବାବେଳେ ମୁମ୍ବାଇ ଚମତ୍କାର ଖେଳ ପ୍ରଦର୍ଶନ କରି ମାତ୍ର ଦୁଇ ଓ୍ବିକେଟ ହରାଇ ୧୮ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ବିପକ୍ଷରେ ୮ଓ୍ବିକେଟରେ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୧୮ଓଭରରେ ୨ଓ୍ବିକେଟ ହରାଇ ୨୦୧ରନ କରିଥିଲା। ଏମଆଇ ପକ୍ଷରୁ ଇଶାନ କିଶନ ୧୪ରନ କରିଥିବାବେଳେ ରୋହିତ ଶର୍ମା ୫୬ରନ, କ୍ୟାମେରୁନ୍‌ ଗ୍ରୀନ୍‌ ଅପରାଜିତ ୧୦୦ରନ, ସୂର୍ଯ୍ୟକୁମାର ଯାଦବ ଅପରାଜିତ ୨୫ରନ କରିଥିଲେ।

ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ଏସଆରଏଚ ଦଳ ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଏସଆରଏଚ ୫ ଓ୍ବିକେଟ ହରାଇ ୨୦୦ ରନ କରିଥିଲା। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୧ ରନ ରହିଥିଲା। ଏସଆରଏଚ ପକ୍ଷରୁ ଭିବ୍ରାଣ୍ଟ ଶର୍ମା ୬୯ ରନ କରିଥିବାବେଳେ ମୟଙ୍କ ଅଗ୍ରଓ୍ବାଲ ୮୩ ରନ, ହେନରିଚ କ୍ଲାସେନ ୧୮ ରନ, ଆଡେନ ମାର୍କ୍ରାମ ୧୩ ରନ କରିଥିଲେ।