Utkal University - The Sakala
ଭୁବନେଶ୍ୱର:ଏନ୍‌‌ଆଇଆର୍‌‌ଏଫ୍‌‌ ରାଙ୍କିଙ୍ଗ୍‌‌ରେ ତଳକୁ ତଳକୁ ଖସୁଛି ରାଜ୍ୟର ପ୍ରଥମ ଓ ସର୍ବପୁରାତନ ବିଶ୍ୱବିଦ୍ୟାଳୟ ‘ଉତ୍କଳ’। ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଆଉ ସ୍ଥାନ ପାଉନାହିଁ। ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ୨୦୨୨ ମସିହାରେ ୮୮ତମ ସ୍ଥାନରେ ରହିଥିଲା। ୨୦୨୩ ମସିହାରେ ଆଉ ୫ଟି ସ୍ଥାନ ତଳକୁ ଖସି ୯୩ରେ ପହଞ୍ଚିଥିଲା। ୨୦୨୪ରେ ଶ୍ରେଷ୍ଠ ୧୦୦ରୁ ବାଦ୍‌‌ ପଡ଼ିବା ସହ ୧୦୧ରୁ ୧୫୦ ତମ ସ୍ଥାନ (ରାଙ୍କ୍‌‌ ବ୍ୟାଣ୍ଡ) ମଧ୍ୟରେ ରହିଛି। ଚଳିତ ବର୍ଷ ମଧ୍ୟ ରାଙ୍କିଙ୍ଗ୍‌‌ରେ କୌଣସି ସୁଧାର ଆସିପାରି ନାହିଁ। ପୂର୍ବବର୍ଷ ପରି ୧୦୧ରୁ ୧୫୦ ତମ ରାଙ୍କ୍‌‌ ବ୍ୟାଣ୍ଡ ମଧ୍ୟରେ ସ୍ଥାନ ପାଇବା ସହ ତାଲିକାର ତଳଆଡୁ ଚତୁର୍ଥ ସ୍ଥାନରେ ରହିଛି। ଅନୁରୂପ ଭାବେ କେବଳ ସରକାରୀ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌‌ରେ ମଧ୍ୟ ତଳକୁ ଖସିଛି। ଦ୍ୱିତୀୟ ଥର ପାଇଁ ପ୍ରକାଶିତ ଏହି ବର୍ଗରେ ୨୦୨୪ରେ ୪୨ ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ଆଉ ୬ଟି ସ୍ଥାନ ତଳକୁ ଖସି ୪୮ତମ ସ୍ଥାନରେ ପହଞ୍ଚିଛି।
କ୍ରମାଗତ ଭାବେ ମାନ୍ୟତାରେ ହ୍ରାସ ପାଉଥିବାରୁ ଶିକ୍ଷାବିତ୍‌‌ ଓ ପୁରାତନ ଛାତ୍ରଛାତ୍ରୀମାନେ ଚିନ୍ତାପ୍ରକଟ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ନିମ୍ନଗାମୀ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅର୍ଦ୍ଧାଧିକ ଅଧ୍ୟାପକ ପଦ ସହିତ ଦୁଇ ତୃତୀୟାଂଶ ଅଣଶିକ୍ଷକ ପଦ ଖାଲି ପଡ଼ିଛି। ନିୟମିତ କୁଳପତି ମଧ୍ୟ ନିଯୁକ୍ତ ହୋଇପାରି ନାହାନ୍ତି। ସେହିପରି ହଷ୍ଟେଲ୍‌‌ରେ ଛାତ୍ରଙ୍କୁ ସିଟ୍‌‌ ମିଳୁ ନ ଥିବାବେଳେ ଅଣଛାତ୍ରମାନେ ଜୋର୍‌‌ ଜବରଦସ୍ତି ହଷ୍ଟେଲ୍‌‌ କବ୍‌‌ଜା କରି ରହୁଛନ୍ତି। ଫଳରେ ଶୈକ୍ଷିକ ଉତ୍କର୍ଷ ଭରା ବାଣୀବିହାର ନିଜର ଗୌରବ ହରାଉଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଅନେକ ଦାୟୀ କରୁଛନ୍ତି। ସମୟ ଉପୋଯୋଗୀ ପଦକ୍ଷେପ ନେବାରେ କର୍ତ୍ତୃପକ୍ଷ ଅସମର୍ଥ ହେଉଥିବାରୁ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ନିମ୍ନଗାମୀ ହେଉଛି। ଏହାର ତର୍ଜମା କରିବା ସହ ଶୈକ୍ଷିକ ବାତାବରଣ ଓ ଏନ୍‌‌ଆଇଆର୍‌‌ଏଫ୍‌‌ ରାଙ୍କିଙ୍ଗ୍‌‌ର ପୂର୍ବ ମାନ୍ୟତା ଫୋରାଇ ଆଣିବାକୁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌‌ମାନେ ମତବ୍ୟକ୍ତ କରିଛନ୍ତି।
ଭୁବନେଶ୍ବର: ରାଜଧାନୀରେ ଶିଶୁ ଶ୍ରମିକ କାମ କରିବା ବେଳେ ଚଢ଼ାଉ। ରୁଚିକା ଚାଇଲଡ ଲାଇନ ପକ୍ଷରୁ ଚଢ଼ାଉ। ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚଢ଼ାଉ। ଗୋବିନ୍ଦ ସାହୁ ମାର୍କେଟ ଭିତରେ ଥିବା ଦୁଇଟି ହୋଟେଲରେ ଚଢ଼ାଉ। ନାବାଳକ ମାନଙ୍କୁ କାମ କରାଉଥିବା ନେଇ ଅଭିଯୋଗ ହେଉଥିଲା। ୧୦ ବର୍ଷରୁ କମ ପିଲାଙ୍କୁ ବାସନ ମଜା, ପ୍ଲେଟ ସଫା କାମରେ ନିୟୋଜିତ କରାଯିବା ନେଇ ଅଭିଯୋଗ ହୋଇଥିଲା  ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ରୁଚିକା ଚାଇଲଡ ଲାଇନ କର୍ମକର୍ତ୍ତା। ଶିଶୁ ଶ୍ରମିକ ପ୍ରଥା ଲୋପ କରିବା ପାଇଁ ବିଭିନ୍ନ ମହଲରୁ ସଚେତନ କରାଯାଉଛି। ତଥାପି ଯିଏ ନିୟମ ଅବମାନନା କରୁଛି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ରୁଚିକା ଚାଇଲଡ ଲାଇନ ପକ୍ଷରୁ କୁହାଯାଇଛି।
ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟର ଭିସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଭିସି (ଭାଇସ୍ ଚାନ୍ସେଲର) ନିଯୁକ୍ତି ପାଇଁ ଓଡ଼ିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ କମ୍ ବୟସର ଯୋଗ୍ୟ ଆବେଦନକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯିବ”।
ଆବେଦନକାରୀଙ୍କ ପ୍ରମାଣିତ ଶିକ୍ଷାଗତ ଏବଂ ଆଡମିନିଷ୍ଟ୍ରେଟିଭ ଏକ୍ସଲେନ୍ସି, ପ୍ରତିଷ୍ଠିତ ଶିକ୍ଷାବିତ୍ ଏବଂ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ ସର୍ବନିମ୍ନ ୧୦ ବର୍ଷର ଅଭିଜ୍ଞତା କିମ୍ବା ପ୍ରତିଷ୍ଠିତ ଗବେଷଣା କିମ୍ବା ଶିକ୍ଷାଗତ ସଂଗଠନରେ ସମକକ୍ଷ ପଦବୀରେ ୧୦ ବର୍ଷର ଅଭିଜ୍ଞତା ରହିଥିବ।
ତେବେ ଏହି ୧୩ଟି ବିଶ୍ୱବିଦ୍ୟାଳୟରେ ଭିସି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ମଧ୍ୟରେ-
-ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
-ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
-ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜାଦେଓ ବିଶ୍ୱବିଦ୍ୟାଳୟ
-ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର
-ଫକିର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
-ଖଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
-ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ
-ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
-ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର
-ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର
-ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର
-ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, କଟକ
-ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି
ଭୁବନେଶ୍ୱର: ନିକଟରେ କ୍ୟାମ୍ପସ୍‌‌ ପରିସରରୁ ସୌରଭ ଟୁଡୁ ଓ ଭବାନୀ ଶଙ୍କର ଗୋଚ୍ଛାୟତ ନାମକ ଦୁଇଜଣ ବ୍ରାଉନସୁଗାର ବେପାରୀ ଧରାପଡ଼ିବା ଓ ଜଣେ କ୍ୟାମ୍ପସ୍‌‌ରେ ରହୁଥିବା ଜଣାପଡ଼ିବା ପରେ ଉତ୍କଳ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଏସବୁରେ ରୋକ୍‌‌ ଲଗାଇବା ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ପୁଲିସ୍‌‌ ସହାୟତା ଲୋଡ଼ିଛନ୍ତି।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ୍‌‌ ମହାନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟ ପରିସରରେ କିଛି ବାହାର ଲୋକ ଅନଧିକୃତ ଭାବେ ଜବରଦଖଲ କରିଛନ୍ତି। ଯାହା ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଦଖଲକାରୀମାନେ ବିଭିନ୍ନ ସମୟରେ ଗୁରୁତ୍ୱହୀନ ପ୍ରସଙ୍ଗରେ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସେମାନଙ୍କ ଉପସ୍ଥିତି ଯୋଗୁଁଁ କ୍ୟାମ୍ପସ ଭିତରେ ଏବଂ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଥିପାଇଁ ଜବରଦଖଲ ଉଚ୍ଛେଦ ଅନିବାର୍ଯ୍ୟ ହୋଇପଡ଼ିଛି। ଉଚ୍ଛେଦ ସମୟରେ ଅସାମାଜିକ ବ୍ୟକ୍ତିମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ଯାହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ। ଏଣୁ ପୁଲିସ୍‌‌ ସହାୟତା କରିବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ବ୍ରାଉନ୍‌‌ସୁଗାର ବେପାରୀ କ୍ୟାମ୍ପସ୍‌‌ରେ ରହୁଥିବା ପଦାକୁ ଆସିବା ପରେ କୁଳପତିଙ୍କୁ ଗଣମାଧ୍ୟର ପରତିନିଧିମାନେ ପ୍ରଶ୍ନ କରିଥିଲେ। ହେଲେ କୁଳପତି ନିଜର ଅସହାୟତା ପ୍ରକାଶ କରି ଏତେବଡ଼ କ୍ୟାମ୍ପସ୍‌‌ରେ କେଉଁଠି କଣ ହେଉଛି ସେ କେମିତି ଜାଣିବେ ବୋଲି କହିଥିଲେ। ଯାହା ବିବାଦ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀମାନେ ନିଜର ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ଅଭିଯୋଗ କରିଥିଲେ। ଆନ୍ଦୋଳନ ପାଇଁ ବିଭିନ୍ନ ଛାତ୍ରସଂଗଠନ ପ୍ରସ୍ତୁତ ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ବିଶ୍ଵବିଦ୍ୟାଳୟର ମଧୁସୂଦନ ଛାତ୍ରାବାସରେ ଘଟିଛି ଏହି ମୃତ୍ୟୁ । ଘଟଣସ୍ଥାଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସହିଦ ନଗର ଥାନା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଛାତ୍ରବାସୀଙ୍କୁ ପଚରାଉଚାରା କରିବା ସହ ଛାତ୍ର ଜଣକ ରହୁଥିବା ରୁମ୍କୁ ଯାଇ ମଧ୍ୟ ଯାଞ୍ଚ କରୁଛି । ଛାତ୍ର ଜଣକ ଫିଲୋସପି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଏବଂ ତାଙ୍କ ନାଁ ତାପସ ରଞ୍ଜନ ନାୟକ ବୋଲି ଜଣା ପଡ଼ିଛି । ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହୋଇଛି ତା’ର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ଗତକାଲି ରାତିରେ ସେ ସୁସ୍ଥ ଥିଲେ ଓ ସାଙ୍ଗ ମାନଙ୍କ ସହ ଭଲରେ କଥା ହୋଇଥିଲେ ବୋଲି ସାଙ୍ଗମାନେ କହିଛନ୍ତି ।
‘ଉତ୍କଳ’ରେ ନାମଲେଖା ଜାଲିଆତି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପଟ୍‌‌ ନାମଲେଖାରେ ଜାଲିଆତି ଅଭିଯୋଗରେ ଆଜି ଛାତ୍ର କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରିଛି। ପ୍ରତିବାଦ ସହ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ଦେବା ପାଇଁ ଦାବି ରଖିଛି ଛାତ୍ର କଂଗ୍ରେସ ।
ସୂଚନା ଅନୁଯାୟୀ, ଲାଇବ୍ରେରୀ ଆଣ୍ଡ ଇନ୍‌‌ଫର୍‌‌ମେସନ୍‌‌ ସାଇନ୍ସ ବିଭାଗରେ ସ୍ପଟ୍‌‌ ନାମଲେଖା ପାଇଁ ୯ମ ସ୍ଥାନରେ ଥିବା ବିଜୟ କୁମାର ସାହୁଙ୍କୁ ବାଦ୍‌‌ ଦେଇ ୧୧ତମ ସ୍ଥାନରେ ଥିବା ଅନ୍ୟଜଣେ ଛାତ୍ରଙ୍କ ନାମଲେଖାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ସହ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ। ଏପରିକି କୁଳପତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ପରେ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଭେଟିଥିଲା ରାଜ୍ୟ ଛାତ୍ର କଂଗ୍ରେସ । ହେଲେ କୌଣସି ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ସମ୍ପୃକ୍ତ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତ ଛାତ୍ରଙ୍କ ତୁରନ୍ତ ନାମ ଲେଖାଇବାକୁ ଛାତ୍ର କଂଗ୍ରେସ ଦାବି କରିଛି।
+୩ ପ୍ରଥମ ବର୍ଷ ପାଠପଢ଼ାରେ ସରକାର ବାଧକ, ନୂତନ ଜାତୀୟ ଶିକ୍ଷାନୀତି ନେଇ ସ୍ପଷ୍ଟୀକରଣ ମାଗିଲା ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: +୩ ପ୍ରଥମ ବର୍ଷ ପାଠପଢ଼ାରେ ସରକାର ସାଜିଛନ୍ତି ବାଧକ। ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌‌ଇପି) ଲାଗୁ କରିବା ପାଇଁ କୌଣସି ବିଜ୍ଞପ୍ତି ବା ନିର୍ଦ୍ଦେଶନାମା ଦେଉନାହାନ୍ତି। ଅଗଷ୍ଟ ପହିଲାରୁ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ପାଠ୍ୟକ୍ରମକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଛାତ୍ରଛାତ୍ରୀ ଏବଂ କଲେଜଗୁଡ଼ିକ ଏନ୍‌‌ଇପି ଲାଗୁ ହେବ ନା ନାହିଁ ବୋଲି ସଂଶୟ ମଧ୍ୟରେ ରହୁଛନ୍ତି। ଏନେଇ ବାରମ୍ବାର ପ୍ରଶ୍ନ କରୁଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଚାପରେ ରହୁଛନ୍ତି। ଏଣୁ ଏକାଧିକବାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗୁଛନ୍ତି। ଶନିବାର ପୁଣିଥରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭାଗକୁ ଚିଠି ଲେଖି ଏନ୍‌‌ଇପି ଲାଗୁ ସମ୍ପର୍କ‌ରେ ସ୍ପଷ୍ଟୀକରଣ ମାଗିଛି।
ଏନ୍‌‌ଇପି ଲାଗୁ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ବୋର୍ଡ ଅଫ୍‌‌ ଷ୍ଟଡିଜ୍‌‌, ଆର୍‌‌ଏସି, ଏକାଡେମିକ୍‌‌ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ହେଲେ ଏନ୍‌‌ଇପି ଲାଗୁ କରିବାକୁ ସରକାରଙ୍କ ପକ୍ଷରୁ କୌଣସି ଚିଠି ପାଇନଥିବା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଏନ୍‌‌ଇପି କେବେ ଲାଗୁ ହେବ କିମ୍ବା ହେବ ନାହିଁ; ଛାତ୍ରଛାତ୍ରୀ ଓ କଲେଜଗୁଡ଼ିକ ସଂଶୟ ମଧ୍ୟରେ ରହିଛନ୍ତି। ଏଣୁ ସହଜରେ ସିଲାବସ୍‌‌ ସାରିବାକୁ ଓ ପରୀକ୍ଷା କରିବା ପାଇଁ ଏନ୍‌‌ଇପି ଲାଗୁ ସଂପର୍କିତ ସ୍ପଷ୍ଟୀକରଣ ଦେବାକୁ ଅନୁରୋଧ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ସଚିବଙ୍କୁ ଚିଠି କରିବା ସହ ବିଭାଗୀୟ ସଚିବଙ୍କୁ ମଧ୍ୟ ଅବଗତ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି। ସେହିପରି ଏକାଧିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ସରକାରଙ୍କୁ ସ୍ପ‌ଷ୍ଟୀକରଣ ମଗାଯାଇଥିବା ଜଣାପଡ଼ିଛି।
ଏହି ଚିଠି ପରେ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ +୩ ପ୍ରଥମ ବର୍ଷରେ ଏନ୍‌‌ଇପି ଲାଗୁ କରିବାକୁ ସରକାର ଘୋଷଣା କରିଥିଲେ। ଏହାକୁ ପ୍ରାୟ ୪ ମାସ ବିତିଲାଣି, ହେଲେ କୌଣସି ବିଜ୍ଞପ୍ତି ଜାରି କରିନାହାନ୍ତି। ମନ୍ତ୍ରୀଙ୍କଠାରୁ ସଚିବ ଯାଏଁ ଏକାଧିକ ବୈଠକ କରୁଛନ୍ତି। ଚଳିତ ଶିକ୍ଷାବର୍ଷରୁ ଏନ୍‌‌ଇପି ଲାଗୁ କରିବାକୁ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମରେ ବକ୍ତବ୍ୟ ଦେଉଛନ୍ତି। ହେଲେ ପାଠପଢ଼଼ା ଆରମ୍ଭ ହେବାର ୨ ମାସ ବିତିଥିଲେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକାଙ୍କ ମଧ୍ୟରୁ ଦ୍ୱନ୍ଦ ଦୂର ହୋଇ ପାରିନି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ବାଟବଣା ହୋଇଛି। ଏନ୍‌‌ଇପି ଲାଗୁ କରିବାକୁ ମନ୍ତ୍ରୀ ଘୋଷଣା କରିବା ଏବଂ ସମସ୍ତ ପ୍ରସ୍ତୁତି ସାରିବା ପରେ ମଧ୍ୟ କାହିଁକି ସରକାର ଏନ୍‌‌ଇପି ଲାଗୁ କରିବାକୁ କାହିଁକି ଚିଠି କରୁନାହାନ୍ତି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
‘ଉତ୍କଳ’ରେ ନାମଲେଖା ଜାଲିଆତି, ଉଚ୍ଚଶିକ୍ଷା ସଚିବଙ୍କୁ ଭେଟିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପଟ୍‌‌ ନାମଲେଖାରେ ଜାଲିଆତି ଅଭିଯୋଗ କରି ସୋମବାର ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଭେଟିଛି ରାଜ୍ୟ ଛାତ୍ର କଂଗ୍ରେସ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରିବା ସହ ତଦନ୍ତ କରିବାକୁ ଦାବି କରିଛି। ଲାଇବ୍ରେରୀ ଆଣ୍ଡ ଇନ୍‌‌ଫର୍‌‌ମେସନ୍‌‌ ସାଇନ୍ସ ବିଭାଗରେ ସ୍ପଟ୍‌‌ ନାମଲେଖା ପାଇଁ ୯ମ ସ୍ଥାନରେ ଥିବା ବିଜୟ କୁମାର ସାହୁଙ୍କୁ ବାଦ୍‌‌ ଦେଇ ୧୧ତମ ସ୍ଥାନରେ ଥିବା ଅନ୍ୟଜଣେ ଛାତ୍ରଙ୍କ ନାମଲେଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ସହ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏପରିକି କୁଳପତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦେଇଛି। ହେଲେ କୌଣସି ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ସମ୍ପୃକ୍ତ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତ ଛାତ୍ରଙ୍କ ତୁରନ୍ତ ନାମ ଲେଖାଇବାକୁ ଛାତ୍ର କଂଗ୍ରେସ ଦାବି କରିଛି। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ, ସମୀୟ ବରାଳ, ରାଜେଶ ଦାସ, ପାର୍ଥସାରଥୀ ଜେନା, ଏମ୍‌‌.ଡି. ପରଭେଜ, ସ୍ପନ୍ଦନ ସ୍ୱାଇଁ, ଚଣ୍ଡିପ୍ରସାଦ ମହାପାତ୍ର ପ୍ରମୁଖ ସଚିବଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ଏକ ବିଭାଗରେ ଓ୍ବେଟିଂ ଲିଷ୍ଟର ତଳ ପିଲାଙ୍କୁ ଆଡମିସନ୍ କରିଥିବା ଅଭିଯୋଗ ହୋଇଛି। ମେରିଟ୍ ଲିଷ୍ଟ ଆଗରେ ଥିବା ଛାତ୍ରଙ୍କୁ ଆଡମିସନ୍ ମିଳି ନ ଥିବା ଅଭିଯୋଗ କରିଛନ୍ତି ଛାତ୍ର। ରାଜନୈତିକ ଚାପରେ ମେରିଟ୍ ଲିଷ୍ଟ ତଳେ ଥିବା ଛାତ୍ରଙ୍କୁ ଆଡମିସନ୍ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ବିଜୟ କୁମାର ସାହୁଙ୍କ ଡକୁମେଣ୍ଟ ନେଇ ବି  କର୍ତ୍ତୃପକ୍ଷ ଆଡମିସନ୍ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଆଡମିସନ୍ ନ ହେଲେ ଆତ୍ମାହୁତି ଦେବାକୁ ଉକ୍ତ ଛାତ୍ର ଜଣ ଚେତାବନୀ ଦେଇଛନ୍ତି ।
ଦେଶକୁ ଆଗେଇ ନେବାରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ  ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ଖୁସି ଲାଗୁଛି। ଛାତ୍ରୀମାନେ ପୂର୍ବରୁ ପଛରେ ଥିଲେ, ଏବେ ସେମାନେ ଆଗକୁ ବଢୁଛନ୍ତି। ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ମୁଁ ନିଜକୁ ଗୌରାବାନ୍ବିତ କରୁଛି। ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଭାରତରେ ନୁହେଁ। ବିଶ୍ବରେ ମଧ୍ୟ ସୁନାମ ଆଣିଛନ୍ତି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ. ପ୍ରତିଭା ରାୟ, ଭାରତ ସରକାରଙ୍କ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଏହି ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ।
ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ମତେ ଲାଗୁଛି ମୁଁ ଯେପରି ମୋର ଘର ଅଗଣାରେ ବସିଛି। ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ଆଜି ଯେଉଁ ଛାତ୍ରଛାତ୍ରୀମାନେ ଡିଗ୍ରୀ ଲାଭ କରିଛନ୍ତି, ସେମାନଙ୍କର ସଫଳତା ପଛରେ ନିଷ୍ଠା ଓ ପରିଶ୍ରମ ରହିଛି। କିନ୍ତୁ ସେମାନଙ୍କର ପିତାମାତା, ଅଭିଭାବକ ଓ ଅଧ୍ୟାପକମାନେ ମଧ୍ୟ ବହୁ ପରିଶ୍ରମ କରିଛନ୍ତି। ଗୌରବର କଥା ୧୯୫୮ ଜାନୁଆରି ୧ରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହାର ଶିଳାନ୍ୟାସ କରିଥିଲେ। ୧୯୬୩ ମସିହାରେ ତତ୍‌କାଳୀନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣ ଏହି ବିଶ୍ବବିଦ୍ୟାଳୟର ଲୋକାର୍ପଣ କରିଥିଲେ।
କୁଳପତି ପ୍ରଫେସର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ୧୬୬ଜଣଙ୍କୁ ପିଏଚ୍‌ଡି/ଡିଲିଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ୩ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ସହ ୧୦ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ସମାବର୍ତ୍ତନ ସମାରୋହରେ, ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥି ପ୍ରମୁଖ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ରାଜଭବନ ଅଭିମୁଖେ ଯିବେ।
ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି
ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁ ଆରୀ ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ , ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବ କାର୍ଯ୍ୟକ୍ରମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କୁଳଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଅନ୍ୟତମ ଅତିଥି ଭାବେ ରହିବେ। ଏହି କାର୍ଯ୍ୟକ୍ରମ ୬ଟା ୨୫ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ୧୬୬ ଜଣ ପିଏଚଡି ପାଇବେ ଏବଂ ୯୫ ସ୍ବର୍ଣ୍ଣ ପଦକ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ଭାବେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ। ଏଥର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ହିଣ୍ଡାଲକୋର ପରିଚାଳନା ନିର୍ଦେଶକ ସତୀଶ ସମ୍ମାନସୂଚକ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହେବେ।
ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା: ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି।  ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଭର୍ଚୁଆଲ ପ୍ଲାଟଫର୍ମରେ ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଇଛି।
ଏହି ୱେବସାଇଟ ହେଉଛି https://vtputkal.odisha.gov.in ।
ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ। କେବଳ ଏହି ଲିଙ୍କରେ ଗୋଟେ କ୍ଲିକ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ। ଫିଜିକ୍ସ, କେମେଷ୍ଟ୍ରି, ବୋଟନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ପରି୧୧ ଟି କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ ହୋଇଛି। ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା  ସୃଷ୍ଟି କରିବା ।