Mu Biju Babu Pari Hebi - The Sakala
ଭୁବନେଶ୍ୱର : ଆଜି ରିଲିଜ୍‍ ହୋଇଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’। ଏହି ଗୀତରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି। ଗୀତଟିକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱ, ଆଦର୍ଶ ଓ ସାହସିକତାକୁ ସଙ୍ଗୀତରେ ଦର୍ଶାଯାଇଛି।
ଝଡ଼ର ଇଗଲଙ୍କୁ ନେଇ ପ୍ରସ୍ତୁତ ସଂଗୀତ ଓଡ଼ିଶାବାସୀଙ୍କ ମନକୁ ଛୁଇଁବ ବୋଲି ଗୀତିକାର ତପୁ ନାୟକ କହିଛନ୍ତି। ପ୍ରତିଟି ଓଡ଼ିଆଙ୍କର ଗର୍ବ ଓ ଗୌରବ ବିଜୁ ବାବୁଙ୍କୁ ନେଇ କରାଯାଇଥିବା ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ।  ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାର କାନ୍ତି ବେହେରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ରଜ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ନଜରକୁ ଆସିବେ। ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଗାୟକ ଋତୁରାଜ ମହାନ୍ତି। ଉତ୍କଳ ଦିବସରେ ରିଲିଜ ହେବାକୁ ଥିବା ଏହି ଗୀତର ଟିଜର ସୋସିଆଲ ମିଡିଆରେ ବେଶ୍‍ ପ୍ରଶଂସା ସାଉଁଟି ଥିବା ବେଳେ ଗୀତଟି ମଧ୍ୟ ରିଲିଜ୍‌ ହେବା ମାତ୍ରେ ଦର୍ଶକଙ୍କ ଆଦୃତ ହେଉଥିବା ଦେଖାଯାଇଛି।
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ । ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । ଗୀତଟିକୁ ଗୀତିକାର ତପୁନାୟକ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ରଚାଯାଇଛି ସଂଗୀତ । ବିଜୁ ବାବୁଙ୍କର ବୀରତ୍ୱ, ଆଦର୍ଶ ଓ ସାହାସିକତାକୁ ସଂଗୀତରେ ଦିଆଯାଇଛି ସ୍ଥାନ ।
ସଂକଳ୍ପର ସାତ ସୂରରେ ସଂଗୀତ, ମୁଁ ବିଜୁ ବାବୁ ପରି ହେବି । ଝଡ଼ର ଇଗଲଙ୍କୁ ନେଇ ପ୍ରସ୍ତୁତ ସଂଗୀତ ଓଡ଼ିଶାବାସୀଙ୍କୁ ବେଶ ପସନ୍ଦ ଲାଗିବ ବୋଲି କହିଛନ୍ତି ଗୀତିକାର ତପୁ ନାୟକ । ପ୍ରତିଟି ଓଡ଼ିଆଙ୍କର ଗର୍ବ ଓ ଗୌରବ ବିଜୁ ବାବୁଙ୍କୁ ନେଇ କରାଯାଇଥିବା ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହି, ତୁଷାର କାନ୍ତି ବେହାରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲୀ, ବ୍ରଜ ପ୍ରଧାନ ଅଭିନୟ କରିଛନ୍ତି । ଏହାସହିତ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି । ସଂଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଗାୟକ ଋତୁରାଜ ମହାନ୍ତି । ଗୀତଟି ଆସନ୍ତା ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ରିଲିଜ ହେବାକୁ ଥିବା ବେଳେ ଏହାର ଟିଜରକୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଛି ।