Lingayat - The Sakala

ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା, ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ!
ବେଙ୍ଗାଲୁରୁ: ଚାରି ଦିନର ମନ୍ଥନ ପରେ କଂଗ୍ରେସ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ କରିଛି। ଦଳ ପୁଣି ଥରେ ସିଦ୍ଦାରାମାୟାଙ୍କ ଉପରେ ବିଶ୍ୱାସ କରିଛି। ସୂତ୍ର ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସିଦ୍ଦାରାମାୟାଙ୍କ ନାମରେ ମୋହର ମାରିଛନ୍ତି। ହେଲେ ଏନେଇ ସରକାରୀ ଘୋଷଣା ହୋଇ ନ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ। ତେବେ ମୁଖ୍ୟମନ୍ତ୍ରୀ ଗୁରୁବାର ଶପଥ ଗ୍ରହଣ କରିପାରନ୍ତି। ଏଥିସହ କୁହାଯାଉଛି କି ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବ। ହେଲେ ସେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜି ନଥିବା ଜଣାପଡିଛି। ଅନ୍ୟପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଶିବକୁମାର।