Misappropriation of Assets - The Sakala

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ। ଖୋର୍ଦ୍ଧା, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଶ୍ରୀବିହାରର ଡି. ହାବିଟାଟରେ ଥିବା ଫ୍ଲାଟ ନମ୍ବର ୩୦୪, ପଟିଆର କ୍ଷେତ୍ରବାସୀ ରେସିଡେନ୍ସି ଓ କେ. ପ୍ଲାଜା, ଚନ୍ଦ୍ରଶେଖରପୁରର ହାଉସିଂ ବୋର୍ଡ ଓ ନହରକଣ୍ଟାରେ ଥିବା ପ୍ଲଟ ନମ୍ବର ୧୭୮୨ରେ ଚଢ଼ାଉ ହୋଇଛି। ସେହିପରି ଗଞ୍ଜାମ ଭଞ୍ଜନଗରର ଭଡ଼ା ଘର ଓ କାର୍ଯ୍ୟାଳୟ ସହ ମୟୂରଭଞ୍ଜ ପାଣ୍ଡରଶିଳା ଗାଁରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ସଞ୍ଜୟ ସାହୁ ପୂର୍ବରୁ କାମାକ୍ଷାନଗରର ସହକାରୀ ଯୋଗାଣ ଅଧିକାରୀ ଥିଲେ। ଚଢ଼ାଉରେ ୫ ଜଣ ଡିଏସପି, ୧୨ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।