OTP Sharing Scam - The Sakala

ଓଟିପି ସେୟାରିଂ ମାମଲା: STF ହାତରେ ଲାଗିଲା ସାଙ୍ଘାତିକ ତଥ୍ୟ, ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ
ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ STF ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ମିଳିଛି ସୁରାକ । ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ ।  ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ କହିଛି ଅଭିଯୁକ୍ତ ।

ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା ୮୫ ଲକ୍ଷ ।  ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଥିଲା ଏହି ଟଙ୍କା ।  STF ହାତରେ ଲାଗିଛି ଅଭିଯୁକ୍ତର ସିଡ଼ିଆର ରିପୋର୍ଟ ।  ଦିନକୁ ୧୦ ଥରରୁ ଉର୍ଦ୍ଧ ପାକିସ୍ତାନକୁ କଲ କରୁଥିଲା ଅଭିଯୁକ୍ତ ।  ଏହି କଲ ପାଇଁ ନୀତିଦିନ ଫୋନ ଓ ସିମ ବଦଳାଉଥିଲା । ଇକବାଲ ହୁସେନ ଘର ଆସମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା ।  ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ଲିଙ୍କ ନେଇ ସନ୍ଦେହ ।  ଗିରଫ ଭୟରେ ପ୍ରତେକ ଦିନ ସିମ ଓ ମୋବାଇଲ ବଦଳାଉଥିଲା ଅଭିଯୁକ୍ତ ।  ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଅନ୍ୟତ୍ର ଫେରାର ହୋଇଯାଇଥିଲା ଇକବାଲ ।

ଓଟିପି ସେୟାରିଂ ସ୍କାମ୍‌: ପାକିସ୍ତାନ ଲିଙ୍କ୍ ମାମଲାରେ ଆସାମରୁ ଆଉ ଜଣକୁ ଗିରଫ କଲା STF
ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ ବଡ଼ ସଫଳତା ମିଳିଛି। ଆସାମରୁ ଆଉ ଜଣକୁ ଗିରଫ କରିଛି ଏସ୍‌ଟିଏଫ ଟିମ୍ । ଅଭିଯୁକ୍ତ ଜଣକ ହେଲେ ଇକ୍‌ବାଲ ହୁସେନ୍ । ଏସ୍‌ଟିଏଫ ଆସାମର ସ୍ଥାନୀୟ କୋର୍ଟରେ ଇକ୍‌ବାଲ୍‌କୁ ହଜାର କରି ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି। ଇକ୍‌ବାଲ୍‌ ନିକଟରୁ ଏକାଧିକ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌‌, ମୋବାଇଲ୍‌‌ ଫୋନ୍‌‌, ଲାପ୍‌‌ଟପ ଏବଂ ହାର୍ଡଡିସ୍କ ଜବତ ହୋଇଛି। ତା’ ମୋବାଇଲ୍‌‌ରୁ ଏସ୍‌ଟିଏଫ୍‌କୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଇକ୍‌‌ବାଲ ଭାରତରୁ ବହୁ ଗୁପ୍ତ ତଥ୍ୟ ପାକିସ୍ତାନ ଗୁଇନ୍ଦାକୁ ଦେଇଛି। ଏହା ବଦଳରେ ତା’‌ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସିଛି। ତେଣୁ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇଛି, ତାକୁ ଜେରା ପରେ ଜଣାପଡ଼ିବ ବୋଲି ଏସ୍‌‌ଟିଏଫ ଏସ୍‌‌ପି କେ.କେ ପାଣିଗ୍ରାହୀ କହିଛନ୍ତି।

ଇକ୍‌‌ବାଲ ଘର ଆସାମ ନଗାଁଓ ଜିଲ୍ଲା ବଟାଦ୍ରବା ଥାନାର ଗେଣ୍ଡୁଆ ପୋଥାର ଗାଁରେ। ସେ ଦୀର୍ଘ ଦିନ ଧରି ବେଙ୍ଗାଲୁରୁରେ ରହୁଥିଲା। କିଛି ଦିନ ତଳେ ଘରକୁ ଫେରିଥିଲା। ସେ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟ ଅବଦୁଲ ହଲିମ୍‌‌ ସହ ୨ ବର୍ଷ ହେଲା ସମ୍ପର୍କରେ ଥିଲା। ତାକୁ ବିଭିନ୍ନ ଓଟିପି ସେୟାରିଂ କରିବା ସହ ଅନ୍ୟ ଗୁପ୍ତ ତଥ୍ୟ ଯୋଗାଉଥିଲା। ଓଟିପି ସେୟାରିଂ ପାଇଁ ଖୋଲାଯାଇଥିବା ‘ଅଲ୍‌‌ ସେଭିଂ ଆକାଉଣ୍ଟ ଆଭେଲେବଲ’ ଟେଲିଗ୍ରାମ ଗ୍ରୁପ୍‌‌ରେ ମଧ୍ୟ ଇକ୍‌‌ବାଲ ସଦସ୍ୟ ଥିବା ଏସ୍‌‌ଟିଏଫ ଜାଣିବାକୁ ପାଇଛି। ନୟାଗଡ଼ରୁ ଗିରଫ ହୋଇଥିବା ପଠାଣି ସାମନ୍ତ ଲେଙ୍କା ସିଲିଗୁଡ଼ି ଥାନାର ମୋଷ୍ଟୱାଣ୍ଟେଡ୍‌ ଅପରାଧୀ ଥିଲା। ସେଠାକାର ପୁଲିସ ଗତ ମେ’ ୨ ତାରିଖରେ ପଠାଣି ସାମନ୍ତକୁ ଖୋଜିବାକୁ ନୟାଗଡ଼ ଆସିଥିଲା। କିନ୍ତୁ ପଠାଣି ଫେରାର୍‌ ଥିବାରୁ ସିଲିଗୁଡ଼ି ପୁଲିସ ଖାଲି ହାତରେ ଫେରିଥିଲା।

ବେଙ୍ଗାଲୁରୁ ବିସ୍ଫୋରଣରେ ସମ୍ପୃକ୍ତ ଥିବା ଗୁଡୁ ମୁସ୍‌‌ଲିମ୍‌‌ ସହ ମିଶି ପଠାଣି ସାମନ୍ତ ପାକିସ୍ତାନ ଏଜେଣ୍ଟମାନଙ୍କୁ ଓଟିପି ପଠାଉଥିବା ଏସ୍‌‌ଟିଏଫ ତଦନ୍ତରୁ ଜାଣିବାକୁ ପାଇଛି। ସେହିପରି ବେଙ୍ଗାଲୁରୁ ଅଟୋ ବିସ୍ଫୋରଣ ପଛରେ ଯାଜପୁରର ପ୍ରୀତମ ମଧ୍ୟ ସଂପୃକ୍ତ ଥିଲା। ସେ ଆତଙ୍କବାଦୀମାନଙ୍କୁ ଓଟିପି ଏବଂ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌‌ ଯୋଗାଇଥିଲା। ଏହା ମାଧ୍ୟମରେ ଆତଙ୍କୀମାନେ ଏତେ ବଡ଼ ବିସ୍ଫୋରଣ ଘଟାଇବାକୁ ସକ୍ଷମ ହୋଇଥିଲେ। ଆହୁରି ମଧ୍ୟ, ଗୁଡୁ ସହ ଇକ୍‌‌ବାଲର ଲିଙ୍କ୍‌‌ ରହିଛି କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ। କିନ୍ତୁ ପାକିସ୍ତାନରୁ ଟଙ୍କା ଆସିବା ଏକପ୍ରକାର ସ୍ପଷ୍ଟ ହେବା ପରେ ତାକୁ ଏସ୍‌‌ଟିଏଫ ଗିରଫ କରିଛି।

ଓଟିପି ସେୟାରିଂ ମାମଲା: ଅଭିଯୁକ୍ତ ପଠାଣିସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସ୍‌‌ଟିଏଫ
ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆସନ୍ତା କାଲିଠାରୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସ୍‌‌ଟିଏଫ । ପଠାଣିର ସିଲିଗୁଡ଼ି ଥାନାରେ ଥିବା ମାମଲା ସମ୍ପର୍କରେ ଖୋଳତାଡ଼ କରାଯିବା ସହ ଗୁଡୁ ମୁସ୍‌‌ଲିମ୍‌‌ ଲିଙ୍କ୍‌‌ ନେଇ ମଧ୍ୟ ପଚରାଉଚରା କରାଯିବ। ଆହୁରି ମଧ୍ୟ ପଠାଣିସାମନ୍ତଙ୍କୁ ପଶ୍ଚିମବଙ୍ଗରେ ସିମ୍‌‌ ଦେଉଥିବା ଅନ୍ୟ ଜଣେ ଅଭିଯୁକ୍ତି ଧରାପଡ଼ିଛି। ତାଙ୍କୁ ଟ୍ରାଞ୍ଜିଟ୍‌‌ ରିମାଣ୍ଡରେ ଆଣି ପଚରାଉଚରା କରିବ। ଉକ୍ତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ଭିନ୍ନଭିନ୍ନ ବ୍ୟକ୍ତିଙ୍କ ପରିଚୟ ପତ୍ରରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ କାଢୁଥିଲେ। ଏହି ସିମ୍‌‌କୁ ଓଡ଼ିଶାର ପଠାଣିସାମନ୍ତ ଏବଂ ସାଇବର୍‌‌ ଠକଙ୍କୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି। ପ୍ରତି ସିମ୍‌‌ ପିଛା ୨ହଜାର ଟଙ୍କା ନେବା ସହ ଓଟିପି ପିଛା ୩ହଜାର ନେଉଥିଲା। ତେଣୁ ତାଙ୍କ ଠାରୁ ତଥ୍ୟ ବାହାର କରିବା ପାଇଁ ଏସ୍‌‌ଟିଏଫ ଲାଗିପଡ଼ିଛି। ଅଭିଯୁକ୍ତ ସଞ୍ଜୟ ପ୍ରତିମାସରେ ପାକିସ୍ତାନର ୩୦ ଗୁଇନ୍ଦା ଏଜେଣ୍ଟଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟ ଫ୍ରିଜ୍‌‌ କରିଛି। ଯେଉଁଥିରେ ଓଡ଼ିଶାରେ ୧୫ଟି ଆକାଉଣ୍ଟ ରହିଛି। ଆହୁରି ଠାବ ହୋଇଥିବା ଆକାଉଣ୍ଟକୁ ଫ୍ରିଜ୍‌‌ କରିବା ପାଇଁ ଏସ୍‌‌ଟିଏଫ ପକ୍ରିୟା ଆରମ୍ଭ କରିଛି।

ଓଡ଼ିଶାରେ ଥିବା ୧୫ଜଣ ପାକିସ୍ତାନ ଏଜେଣ୍ଟଙ୍କ ମଧ୍ୟରୁ ୬ଜଣଙ୍କୁ ଚିହ୍ନଟ କାରି ସାରିଲେଣି ଏସ୍‌‌ଟିଏଫ ଅଧିକାରୀ। ସେମାନଙ୍କୁ ଗିରଫ କରିବା ପାଇଁ ପକ୍ରିୟା ଆରମ୍ଭ କରିଦେଇଛନ୍ତି ଏସ୍‌‌ଟିଏଫ। ସେମାନଙ୍କୁ ଠାବ କରିବା ପାଇଁ ସୋସିଆଲ ମିଡିଆର ଏବଂ ସିଡିଆରର ସାହାରା ନେଇଛି ଏସ୍‌‌ଟିଏଫ।

ଅନ୍ୟପଟେ ଆତଙ୍କବାଦୀଙ୍କ ସହ ଲିଙ୍କ୍‌‌ ଅଭିଯୋଗରେ ଅଭିଜିତ୍‌‌ ସଞ୍ଜୟ ଜାମ୍ବୁର ବିଦେଶ ଲିଙ୍କ୍‌‌ ମିଳିବା ପରେ ଏନ୍‌‌ଆଇଏ ଏହାକୁ ଗୁରୁତର ସହ ନେଇଛି। ତେଣୁ ଏହି ମାମଲାରେ ପଠାଣିସାମନ୍ତର ସମ୍ପୃକ୍ତି ଥିବାରୁ ଏନ୍‌‌ଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଚାହୁଁଛି। ପଠାଣିସାମନ୍ତର ପଶ୍ଚିମବଙ୍ଗର ଗୁୁଡୁ ମୁସ୍‌‌ଲିମ୍‌‌ ଏବଂ ରାଜସ୍ଥାନର ନୁର ଫତିମା ଲିଙ୍କ୍‌‌ରେ ରହିଥିବା ଜଣାପଡ଼ିଛି। ତେଣୁ ହନିଟ୍ରାପ୍‌‌ ଏବଂ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପଠାଣିସାମନ୍ତଙ୍କୁ ପଚରାଉଚରା କରିବ ଏନ୍‌‌ଆଇଏ। ପଚରାଉଚରା ବେଳେ ପଠାଣିସାମନ୍ତ ସହ ଅଭିଜିତ୍‌‌ ସଞ୍ଜୟକୁ ମଧ୍ୟ ମୁହାଁମୁହିଁ ଜେରା କରାଯିବ। ଏନେଇ ଏନ୍‌‌ଆଇଏ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି।

ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା: ନିଜକୁ ନିର୍ଦ୍ଦୋଷ ବୋଲି କହିଲା ଅଭିଯୁକ୍ତ ଅଭିଜିତ
ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମରେ ପାକିସ୍ତାନ ଲିଙ୍କ ମାମଲାରେ ଚାଲିଛି ତନାଘନା । ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି । ଅଭିଯୁକ୍ତ ଅଭିଜିତର ପ୍ରତିକ୍ରିୟା ଅନୁସାରେ ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା କହିଛି। ସେ କହିଛି କି, ‘ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ, କୋର୍ଟରେ ସବୁ ପ୍ରମାଣିତ ହେବ । ଡାନିଶ କିଏ ମୁଁ ଜାଣିନି ।’

ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ବୀକାର କରିଛି। ତେବେ isi କିମ୍ବା ପାକିସ୍ତାନ army intelligence ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ ସଂପର୍କରେ ସେ କିଛି କହିନି। ସେମାନଙ୍କ ପ୍ରରୋଚନାରେ ପଡ଼ି କେତେ ଟଙ୍କା, କେତେ ଥର ଦେଇଛି ସେ ବାବଦରେ ମଧ୍ୟ ମୁହଁ ଖୋଲିନି। ଡାନିସ ଓ ଖୁରାମଙ୍କୁ ସେ ଜାଣିନଥିବା କି ଆଇଏସଆଇ ଏଜେଣ୍ଟଙ୍କ ସହ କଥା ହୋଇନଥିବା କହିଛି। ସତ ଖୋଜିବାକୁ ଆଜି ଜାମ୍ବୁରେକୁ ଜେରା କରିବାକୁ ଭୁବନେଶ୍ବରରେ ପହଞ୍ଚିଛି ଏନଆଇଏ।

ରିମାଣ୍ଡର ତୃତୀୟ ଦିନରେ ଅଭିଜିତକୁ ମିଳିତ ଜେରା କରୁଛନ୍ତି ଏସଟିଏଫ୍, ଏଟିଏସ ଓ ଆଇବି। ଅଭିଜିତ ସ୍ଲିପର ସେଲ୍ ଭଳି କାମ କରି ଆସୁଥିଲା। ଟେରର ଫଣ୍ଡିଂ ନେଇ ମଧ୍ୟ ସତ ସନ୍ଧାନରେ ଲାଗିଛି ତଦନ୍ତକାରୀ ଟିମ୍ । ଅଭିଜିତ 5ଟି ନମ୍ବର ଭିତରୁ 3ଟି ନମ୍ବରରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିବାା ପ୍ରମାଣ ମିଳିଛି । କାହିଁକି ଫାଙ୍କୁଛି ତାର ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍ । ମୁମ୍ବାଇରେ ଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମାଗିବ ଏସଟିଏଫ୍ ।

ଇଣ୍ଟେଲିଜେନ୍ସ ୟୁନିଟକୁ ଅଭିଜିତ ସହ ଅନ୍ୟ ଅଭିଯୁକ୍ତଙ୍କ ଆର୍ଥିକ କାରବାରର ତଥ୍ୟ ମାଗିଛି ଏସଟିଏଫ୍ । କେଉଁ ସବୁ ଆକାଉଣ୍ଟରୁ କେତେ ଟଙ୍କା ଆସିଛି ତାହା ଜାଣିବା ପାଇଁ ଚାହୁଁଛି ଏସଟିଏଫ୍ । ଅଭିଜିତ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି କି ? ପାକିସ୍ତାନ ଇଣ୍ଟେଲିଜେନ୍ସଙ୍କ କଥାରେ ଆଇଏସଆଇ ଏଜେଣ୍ଟଙ୍କୁ କେତେ ଟଙ୍କା ଦେଇଥିଲେ ଅଭିଜିତ ? ଭାରତରେ କେତେ ପାକିସ୍ତାନୀ ଏଜେଣ୍ଟ ସକ୍ରିୟ ଅଛନ୍ତି ? ମେ 14ରେ ଓଟିପି ସେୟାରିଂରେ ଗିରଫ ହୋଉଥିବା ପଠାଣି ସାମନ୍ତ ଲେଙ୍କା, ସୌମ୍ୟରଞ୍ଜନ ମହାନ୍ତି, ସରୋଜ ପଟ୍ଟନାୟକଙ୍କ ସମେତ ୫ ଜଣଙ୍କ ସହ ଅଭିଜିତଙ୍କ କି ସମ୍ପର୍କ ରହିଛି । ଏସବୁ ପ୍ରଶ୍ନ ଉତ୍ତର ଜାଣିବାକୁ ଚାହୁଁଛି ତଦନ୍ତକାରୀ ଟିମ୍ ।

ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲା: ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସ୍‌ଟିଏଫ୍ ଟିମ୍
ଭୁବନେଶ୍ୱର: ପାକିସ୍ତାନ ଆଇଏସଆଇ ଏଜେଣ୍ଟକୁ ଓଡ଼ିଶାର ସିମ୍ କାର୍ଡ ଓଟିପି ସେୟାରିଂ ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବାପାଇଁ ଓଡ଼ିଶା ଏସଟିଏଫର ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଯିବ ।

ସୂଚନାଯୋଗ୍ୟ, ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍। ଏନେଇ ନିଉ ଜଲପାଇଗୁଡ଼ି ଥାନାରେ ମଧ୍ୟ ମାମଲା ହୋଇଛି । ତଦନ୍ତ ସମୟରେ ପଠାଣି ଓ ଗୁଡୁ କୁମାରର ଲିଙ୍କ ଥିବା ଜଣାପଡିଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ଏସଟିଏଫର ଦୁଇ ବରିଷ୍ଠ ସଦସ୍ୟ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଉଭୟେ ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କା ଓ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଜେରା କରିଛନ୍ତି। ଏହି ମାମଲାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ବି ଖୋଳତାଡ଼ କରୁଛି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍।

ସୂଚନାଯୋଗ୍ୟ, କୋଟି କୋଟି ଟଙ୍କା ନେଇ ପାକ୍‌ ଗୁଇନ୍ଦା ଏଜେଣ୍ଟଙ୍କୁ ଓଟିପି ସେୟାର କରିବା ଅଭିଯୋଗରେ ଓଡ଼ିଶାର ୩ ଜଣ ଗିରଫ ହୋଇଥିଲେ । ପାକିସ୍ତାନ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇକୁ ଲିଙ୍କ୍‌ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଅଟକ ରଖିଥିଲା ଏସଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିଲା।

ଓଡିଶାରୁ ପାକିସ୍ତାନ ଯାଏଁ ଲମ୍ବିଛି ଓଟିପି ସେୟାରିଙ୍ଗ ସ୍କାମର ଚେର, ୩ ଗିରଫ
ଭୁବନେଶ୍ୱର: ଓଟିପି ସେୟାରିଙ୍ଗ ସ୍କାମ ନେଇ ଏସଟିଏଫରର ବଡ଼ ଧରଣର ରେଡ । ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ATM କାର୍ଡ ଓ ୨୩ଟି ସିମ କଭର ଜବତ କରିଛି ଏସଟିଏଫର । ଓଟିପି ସେୟାରିଙ୍ଗ ସ୍କାମ କରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସ ଅଧିକାରୀ ଓ ISI ଏଜେଣ୍ଟମାନଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ମୋଟା ଅଙ୍କର ଅର୍ଥ ଦେଉଥିଲେ ।

ସୋସିଆଲ ମିଡ଼ିଆ ପ୍ଳାଟଫର୍ମ, ହ୍ୱାଟ୍ସଆପ, ଟେଲିଗ୍ରାମ, ଇନଷ୍ଟାଗ୍ରାମରେ ବିଭିନ୍ନ ଆକାଉଣ୍ଟ କରି ପାକିସ୍ଥାନୀ ଏଜେଣ୍ଟଙ୍କୁ ଲିଙ୍କ ସେୟାର କରୁଥିଲେ ଅଭିଯୁକ୍ତମାନେ । ଏହି ଲିଙ୍କ ମାଧ୍ୟମରେ ପାକିସ୍ତାନୀ ଏଜେଂଟମାନେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରୁଥିଲେ । ମାନବଚାଲାଣ, ହନି ଟ୍ର୍ରାପ ଓ ଦେଶ ବିରୋଧୀ ପ୍ର୍ରଚାର କରୁଥିଲେ ଏଜେଂଟ । ଗତ ବର୍ଷ ରାଜସ୍ଥାନରେ ହନିଟ୍ରାପ ମାମଲାରେ ଧରାଯାଇଥିବା ମହିଳା PIO ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ଏହି ୩ ଅଭିଯୁକ୍ତ ।