Cheligarh Irrigation Project - The Sakala

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ
ଭୁବନେଶ୍ୱର: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ । ହସିବ କ୍ଷେତ, ଦୂର ହେବ ଜଳକଷ୍ଟ । ଚୂଡ଼ାନ୍ତ ପର୍ଯ୍ୟାୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାମ । ପାହାଡ଼କୁ କାଟି ପାଣି ଆଣିବା ଛୋଟ କଥା ନୁହେଁ । ଏହା ଏକ ବୃହତ ପ୍ରକଳ୍ପ । ବଂଶଧାରା ଓ ଋଷିକୂଲ୍ୟାକୁ ସଂଯୋଗ କରିବ ୧.୩ କିଲୋମିଟରର ଟନେଲ । ପାନୀୟ ଜଳ ସୁବିଧା ସହିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାୟ ୬ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ବ୍ରହ୍ମପୁର ସହରକୁ ପ୍ରତି ସେକଣ୍ଡରେ ଏକ କ୍ୟୁବିକ ମିଟର ପିଇବା ପାଣି ଯୋଗାଇ ଦିଆଯିବ। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୯୩୬.୬୩ କୋଟି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ।

ଛେଳିଗଡ଼ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ସ୍ବାର୍ଥ ତ୍ୟାଗ କରିଛନ୍ତି। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରକଳ୍ପ ସ୍ବପ୍ନ ଶୀଘ୍ର ପୂରଣ ହେବ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଗତ ୧୦ ତାରିଖରେ ଗଜପତି ଜିଲ୍ଲା ଗସ୍ତ ବେଳେ ପ୍ରକଳ୍ପ କାମର ଅନୁଧ୍ୟାନ କରିଥିଲେ 5T ସଚିବ ।