Malappuram - The Sakala

କେରଳରେ ଡଙ୍ଗାବୁଡ଼ି, ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି
ମଲପ୍ପୁରମ: କେରଳ ମଲପ୍ପୁରମରେ ଅଘଟଣ। ଡ଼ଙ୍ଗା ଓଲଟି ୨୧ଜଣଙ୍କର ମୃତ୍ୟୁ ହୋଇଛି। ମଲପ୍ପୁର ଜିଲ୍ଲା ତନୁର ନିକଟରେ ଏକ ପର୍ଯ୍ୟଟକ ଡ଼ଙ୍ଗା ଓଲଟିପଡ଼ିବାରୁ ୨୧ ପାର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା। ସକାଳୁ ମଧ୍ୟ ପାଣିରେ ଚାଲିଛି ଜୀବନ ଖୋଜା। ଆଜି କେରଳର ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଘଟଣାସ୍ଥଳ ପରିଦର୍ଶନ କରିବେ। ସେପଟେ ଆଜି କେରଳରେ ସବୁ ସରକାରୀ କାର୍ଯ୍ୟ ରଦ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକଟ କରିବା ସହ ମୃତକଙ୍କ ପରିବାରକୁ ପିଏମ ରିଲିଫ୍ ଫଣ୍ଡରୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।