Cuttack High Court - The Sakala

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ପ୍ରସଙ୍ଗ: ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ୍‌
କଟକ: ତାରକା-ଦମ୍ପତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ହାଇକୋର୍ଟରେ ପହଞ୍ଚିଛି। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ ଗତ ସେପ୍ଟେମ୍ବର ୨୨ ତାରିଖରେ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତଳ କୋର୍ଟର ରାୟ ବିରୁଦ୍ଧରେ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ।  ପ୍ରତିପକ୍ଷ ବର୍ଷାଙ୍କୁ ନୋଟିସ୍ ହୋଇଛି। ପରିବାର ଅଦାଲତକୁ ମଧ୍ୟ ରେକର୍ଡ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ।

ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଣୁ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ପ୍ରତି ଶନିବାର ସାଧାରଣ ଲୋକଙ୍କ ପାଇଁ ଖୋଲାରହିବ ହାଇକୋର୍ଟ
କଟକ: ଓଡ଼ିଶା ହାଇକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛି। ହାଇକୋର୍ଟକୁ ସ୍କୁଲ କଲେଜ ପିଲାମାନେ ପରିଦର୍ଶନ କରି ବିଭିନ୍ନ ଅଦାଲତି ପ୍ରକ୍ରିୟା ସମ୍ପର୍କରେ ଅବଗତ ହେବାର ସୌଭାଗ୍ୟ ଲାଭ କରିଆସୁଛନ୍ତି। ଏବେ ସାଧାରଣ ଲୋକେ ମଧ୍ୟ ହାଇକୋର୍ଟ ପରିଦର୍ଶନ କରିବା ପାଇଁ ଗାଇଡେଡ୍‌‌ ଟୁର୍‌‌ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି। ଆସନ୍ତା ୫ ତାରିଖ ଶନିବାରଠାରୁ ଏହା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରତି ଶନିବାର (ଘୋଷିତ ଛୁଟିଦିବସ ବ୍ୟତୀତ) ସାଧାରଣ ଲୋକେ ଦୁଇଟି ସିଫ୍ଟରେ ପରିଦର୍ଶନ କରିବାର ବ୍ୟବସ୍ଥା ହୋଇଛି। ପ୍ରତି ଟୁର୍‌‌ ବା ସିଫ୍ଟରେ ମାତ୍ର ୪୦ ଜଣ ଏକକାଳୀନ ପରିଦର୍ଶନ କରିପାରିବେ। ପ୍ରଥମ ସିଫ୍ଟ ଦିନ ୧୦ଟାରୁ ସାଢ଼େ ୧୧ଟା ଓ ଦ୍ୱିତୀୟ ସିଫ୍ଟ ସାଢ଼େ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରହିବ। ଉପରୋକ୍ତ ସମୟ ଭିତରେ ପରିଦର୍ଶନ ସମ୍ପନ୍ନ ହେବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି। ଏହି ଟୁର୍‌‌ ବା ପରିଦର୍ଶନ ହାଇକୋର୍ଟର ପ୍ରାଧିକୃତ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯିବ।

ସାଧାରଣ ଲୋକେ ହାଇକୋର୍ଟର ବିଭିନ୍ନ ବିଲ୍‌‌ଡିଂ, ମାମଲା ପରିଚାଳନା ପ୍ରକୋଷ୍ଠ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଅଦାଲତ କାର୍ଯ୍ୟ ପରିଚାଳନା ସମ୍ପର୍କରେ ଅବଗତ ହୋଇପାରିବେ। ଆଜିଠାରୁ ଏହାର ପଞ୍ଜୀକରଣ ଆରମ୍ଭ ହୋଇଛି। ଭିଜିଟର ବା ପରିଦର୍ଶକଙ୍କ ପଞ୍ଜୀକରଣ ଓ ପାସ୍‌‌ ପ୍ରଦାନ ନିମନ୍ତେ ହାଇକୋର୍ଟ କପି ସେକ୍ସନ ନିକଟରେ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି। ପ୍ରତି କାର୍ଯ୍ୟ ଦିବସର ଦିନ ୨ଟାରୁ ୫ଟା ମଧ୍ୟରେ ଏହି ପଞ୍ଜୀକରଣ ହେବା ସହ ପାସ୍‌‌ ପ୍ରଦାନ କରାଯିବ। ତେବେ ଏଥିପାଇଁ ଖୁବ୍‌‌ଶୀଘ୍ର ଅନ୍‌‌ଲାଇନ ବୁକିଂ ବ୍ୟବସ୍ଥା ପ୍ରଚଳନ ହେବ। ଯାହାଦ୍ୱାରା ଇଚ୍ଛୁକ ବ୍ୟକ୍ତି ଅନ୍‌‌ଲାଇନରେ ହାଇକୋର୍ଟ ପରିଦର୍ଶନ ପାଇଁ ସ୍ଲଟ୍‌‌ ବୁକିଂ କରିପାରିବେ। ସାଧାରଣ ଲୋକଙ୍କୁ ନ୍ୟାୟାଳୟର ନିକଟତର କରାଇବା ଓ ଅଦାଲତ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ଏଭଳି ଅଭିନବ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଛାତ୍ରଛାତ୍ରୀ ମାନେ ହାଇକୋର୍ଟ ପରିଦର୍ଶନ କରିବା ସମୟରେ ଆଇନଜୀବୀ ସେମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି। ଏପରିକି ବିଚାରପତିଙ୍କ ସହ ଛାତ୍ରଛାତ୍ରୀ ମାନେ ଭାବ ବିନିମୟ କରିଆସୁଛନ୍ତି।

ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ
କଟକ: ଓଡିଶା ସିଭିଲ ସର୍ଭିସ ୨୦୨୧ ର ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

‘ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ’ ସମ୍ମିଳନୀକୁ ଉଦଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି
କଟକ: ଜୁଡିସିଆଲ ଏକାଡେମିରେ ଅନୁଷ୍ଠିତ ‘ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ’ ସମ୍ମିଳନୀକୁ ଉଦଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଓଡ଼ିଶା ହାଇକୋର୍ଟ ଆନୁକୂଲ୍ୟରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରରେ ଚାଲିଛି ଜାତୀୟ ସମ୍ମିଳନୀ । ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦାଲ ପ୍ରମୁଖ ଅତିଥି ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ରାଜ୍ୟର ହାଇକୋର୍ଟ ବିଚାରପତି ସାମିଲ ହୋଇଛନ୍ତି । ଡିଜିଟାଇଜେସନ ଓ ପେପର ଲେସ୍ କୋର୍ଟକୁ କାର୍ଯ୍ୟକାରି କରିବାରେ ଓଡ଼ିଶା ଏବେ ସାରା ଦେଶରେ ରୋଲ୍ ମଡେଲ ସାଜିଛି । ଏ ସଂପର୍କରେ ଦୁଇ ଦିନରେ ବିସ୍ତୃତ ଭାବେ ଆଲୋଚନା କରାଯିବ।