MOBUS - The Sakala
ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ, ବିଏମ୍ସି ଓ କ୍ରୁଟ୍‌‌ ପକ୍ଷରୁ ଇ-ବସ ଓ ଇ-ରିକ୍ସାରେ ମାଗଣା ଯାତ୍ରା ସୁବିଧା
ଭୁବନେଶ୍ବର: ଗୁରୁବାର ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ । ବିଏମ୍ସି ଓ କ୍ରୁଟ ପକ୍ଷରୁ ଅଭିନବ ସଚେତନତା କରାଯାଉଛି । ଇ-ବସ ଏବଂ ଇ-ରିକ୍ସା ରେ ଦିନକ ପାଇଁ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ଯାତ୍ରୀମାନେ ବିନା ମୂଲ୍ୟରେ ଗନ୍ତବ୍ୟସ୍ତଳକୁ ଯାଇପାରିବେ। ଭୁବନେଶ୍ୱର ରେ ଚାଲୁଛି ୫୦ ଇ-ବସ୍ ଓ ୫୦ ଟି ଇ-ରିକ୍ସା ୧୦ ଟି ରୁଟରେ ଚାଲିଛି ଇଲେକ୍ଟ୍ରି ଭେଇକିଲ୍ । ରାଜଧାନୀରେ ପ୍ରଦୂଷଣ କମାଇବାକୁ ଯୋଜନା କରାଯାଇଛି । ସେପ୍ଟେମ୍ବର ୭ ହେଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ । ମିଳିତ ଜାତିସଂଘ ସାଧାରଣ ସଭାରେ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଥିମରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବର୍ଷର ଥିମ ଥିଲା, ‘ସ୍ୱଚ୍ଛ ବାୟୁ ପାଇଁ ଏକାଠି ହେବା ।’
ଆଜିଠୁ ରାଜଧାନୀରେ ଚାଲିବ ଇ-ବସ୍‍: ମୁଖ୍ୟମନ୍ତ୍ରୀ କରିବେ ଉଦ୍‍ଘାଟନ, ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୦ ଇ-ବସ୍‍
ଭୁବନେଶ୍ୱର: ଆଜି ଠାରୁ ରାଜଧାନୀରେ ଇ-ବସ୍‍ ସେବା ଆରମ୍ଭ ହେବ। ‘ମୋ ବସ୍‍’ର ସଫଳତା ପରେ ରାଜ୍ୟରେ ପ୍ରଥମଥର ପାଇଁ ରାଜଧାନୀରେ ଇ-ବସ୍‍ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍‍ ଚଳାଚଳ କରିବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଉଦ୍‍ଘାଟନ କରିବେ। ଇ-ବସ୍‍ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ପକ୍ଷରୁ କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଚାଲିବାକୁ ଥିବା ୧୦ଟି ଇ-ବସ୍‍ ୨ ମାସ ହେବ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଟ୍ରାଏଲ୍‍ ରନ୍‍ ଜାରି ରହିଥିଲା। ଏହି ୧୦ଟି ଏସି ବସ୍‍ର ଚାଳନା ପାଇଁ ‘ମୋ ବସ୍‍’ର ସ୍ୱତନ୍ତ୍ର କ୍ୟାପଟେନ୍‍ଙ୍କୁ ଚୟନ କରାଯାଇ ତାଲିମ ପ୍ରଦାନ କରାଯାଉଥିଲା।ବର୍ତ୍ତମାନ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ଜାରି ରହିଥିବା ‘ମୋ ବସ’କୁ ବହୁ ପରିମାଣରେ ଆଦୃତି ମିଳିଛି। ରାଜଧାନୀ ସମେତ ଅନ୍ୟ କିଛି ସହରାଞ୍ଚଳରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଓ ଆରାମଦାୟକ ହୋଇପାରିଛି। ସହରୀ ଯାତାୟାତ ସେବାରେ ସଂସ୍କାର ଆଣିଥିବା ଏହି ସେବା ଜାତୀୟ ସ୍ତରରେ ମଡେଲ୍‍ ହୋଇପାରିଛି।
ପ୍ରଥମ ପର୍ଯ୍ଯାୟରେ ଏହି ଇ–ବସ୍ ସେବା ରୁଟ ନମ୍ବର ୯, ୧୧, ୧୨ ଓ ୨୩ ରେ ଚଳାଚଳ କରିବ। ପ୍ରଥମ ୩ଦିନ ଅର୍ଥାତ ଜୁଲାଇ ୨୯, ୩୦ ଓ ୩୧ ତାରିଖରେ ଯାତ୍ରୀମାନେ ମାଗଣା ଯାତାୟାତ କରିପାରିବେ। ଏ ନେଇ ଆଜି କ୍ରୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ବର୍ତ୍ତମାନ ୩୨ଟି ରୁଟ୍‍ରେ ଚଳାଚଳ କରୁଥିବା ୨୨୫ଟି ବସ୍‍ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି। ଏହି ବସ୍‍ଗୁଡ଼ିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ୍‍ ଗଡ଼ିବାକୁ ଥିବା ବେଳେ ଖୁବ୍‍ଶୀଘ୍ର ଆଉ ୪୦ ବସ୍‍ ଏଥିରେ ଯୋଡ଼ି ହୋଇ ମୋଟ୍‍ ୫୦ଟି ଇ-ବସ୍‌ ଚାଲିବ ବୋଲି ଜଣାପଡ଼ିଛି।ଇ-ବସ୍‍ ସେବା ସହିତ ମୋ ଇ-ରାଇଡ୍‍ ମଧ୍ୟ ଆରମ୍ଭ ହେବ। ଏହି ସେବାରେ ଲୋକମାନେ ଇ-ରିକ୍ସା ଜରିଆରେ ମୋ ବସ୍‍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‍ ଧରି ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଦୀର୍ଘଦିନ ଧରି ଇ-ବସ୍‍ ସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିବା ବେଳେ କରୋନା ଏଥିରେ ବଡ଼ ଆହ୍ୱାନ ହୋଇଥିଲା। ମାତ୍ର ଧୀରେ ଧୀରେ ସ୍ଥିତି ସୁଧୁରିବା ପରେ ଏବେ ଇ-ବସ ‘ମୋ ବସ୍‍’ରେ ଯୋଡ଼ି ହେବାକୁ ଯାଉଛି। ଇତି ମଧ୍ୟରେ ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପୋ ନିର୍ମିତ କରାଯାଇଛି। ଏହି ଡିପୋରେ ଇ-ବସ୍‌ ଚାର୍ଜିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଗାଡ଼ି ଆଗକୁ ଆସି ଅଟକାଇବାରୁ ଗଣ୍ଡଗୋଳ, ଯାତ୍ରୀଙ୍କୁ ପିଟିଲେ ‘ମୋ ବସ୍‍’ କର୍ମଚାରୀ
ଭୁବନେଶ୍ୱର : ‘ମୋ ବସ୍‍’ ସମ୍ମୁଖକୁ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ଜଣେ ଯାତ୍ରୀଙ୍କୁ ବସ୍‍ର ଡ୍ରାଇଭର୍‍ ଓ ହେଲ୍‍ପର୍‍ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରେ ଗାଡ଼ିମଟର ଅଟକି ରହିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳ ନଗର ଥାନା ଅଞ୍ଚଳରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଡ଼ ଖାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ରୁଟ୍‍ ନମ୍ୱର ୧୧ବସ୍‍କୁ ଥାନାକୁ ଆଣିଥିଲା। ଫଳରେ ବସ୍‍ରେ ଥିବା ଯାତ୍ରୀମାନେ ହଇରାଣ ହେବା ସହ ଅନ୍ୟ ବସ୍‍ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଅଭିଯୋଗକାରୀ ସତ୍ୟବର୍ଦ୍ଧନ ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କର ରୋଗିଣା ମା’ଙ୍କ ସହ ଛତିଶଗଡ଼ରୁ ଟ୍ରେନ୍‍ ଯୋଗେ ଫେରି ନନ୍ଦନକାନନ ଯିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‍ ନିକଟରେ ବସ୍‍କୁ ଅପେକ୍ଷା କରିଥିଲେ।
ରାତି ହେବାରୁ ଶେଷ ଗାଡ଼ି ବୋଲି ଭାବି ରୁଟ୍‍ ନମ୍ୱର ୧୧ ‘ମୋ ବସ୍‍’କୁ ତନିସ୍କ ସୋରୁମ ପାଖରେ ଅଟକାଇଥିଲେ। ତେବେ ବସ୍‍ଟି ନ ଅଟକିବାରୁ ସେ ଗାଡ଼ିର ଆଗକୁ ଯାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବସ୍‍ଟି ବେଗ କମାଇବା ସହ ତାଙ୍କ ଉପରକୁ ଚଢ଼ାଇଦେବାକୁ ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଫଳରେ ସେ ଜୀବନ ବଞ୍ଚାଇବାକୁ ଗାଡ଼ିର ଆଗ କାଚକୁ ଠେଲି ଉଠିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ବସ୍‍ର କାଚଟି ଫାଟି ଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବସ୍‍ ଡ୍ରାଇଭର୍‍ ଓ ହେଲପର୍‍ ସହ ପଛରେ ଆସୁଥିବା କିଛି ‘ମୋ ବସ’ କର୍ମଚାରୀ ମିଶି ତାଙ୍କୁ ମାଡ଼ ମାରିଥିଲେ। ଏପରିକି ତାଙ୍କ ମା’ଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ‘ମୋ ବସ’ର ଡ୍ରାଇଭର୍‍ ଶତ୍ରୁଘ୍ନ ବେହେରା କହିଛନ୍ତି, ବସ୍‍ ଷ୍ଟପ୍‍ ନ ଥିବାରୁ ସେ ଗାଡ଼ି ଅଟକାଇ ନ ଥିଲେ। ତେବେ ଯାତ୍ରୀ ଜଣକ ହଠାତ ଗାଡ଼ି ଆଗକୁ ଆସି ଅଟକାଇବାକୁ ଚେଷ୍ଟା କରିବା ସହ କାଚକୁ ଭାଙ୍ଗି ଦେଇଥିଲେ।
କଟକର ୪ ନୂଆ ରୁଟରେ ଗଡ଼ିବ ୩୦ଟି ମୋ ବସ୍
ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇ ଆସୁଛି। ଯାହାଦ୍ବାରା ଜନସାଧାରଣଙ୍କ ଦୈନଦିନ ଯାତ୍ରାରେ ବେସ ସହାୟକ ହେଉଛି।  ଯାତ୍ରୀଙ୍କ କ୍ରମାଗତ ଅନୁରୋଧ ପରେ କଟକ ସହର ମଧ୍ୟରେ କିଛି ନୂଆ ରୁଟ୍‌ରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଣା ବସକୁ ପୁନରୁଦ୍ଧାର କରି ଉକ୍ତ ବସ ଗୁଡିକରେ ଆଧୂନିକ ସୁବିଧା ସହିତ ମୋ ବସ୍ ଭାବରେ କଟକରେ ଚାଲିବ। ଯାହାଦ୍ବାରା ରୌପ୍ଯ ସହର କଟକର ଯାତ୍ରୀମାନେ ସୁବିଧାରେ ଯାତ୍ରା କରିବେ।
୮୦ ନଂ ରୁଟ ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ୮୧ ନଂ ରୁଟ୍ ବାରବାଟି ଷ୍ଟାଡ଼ିୟମ୍‌ରୁ ସାଲେପୁର, ୮୨ ନଂ ରୁଟ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ଏସସିବି ମେଡିକାଲ, ୮୩ ନମ୍ବର ରୁଟ୍ ଧବଳେଶ୍ବରରୁ  କନ୍ଦରପୁର ପର୍ଯ୍ଯନ୍ତ ୪ଟି ନୂଆ ରୁଟ୍ ତିଆରି କରାଯାଇଛି। ଏହି ସେବା ଦ୍ବାରା  କଟକର ଜନସାଧାରଣ ସୁବାଧା ଓ ସହଜ ଯାତାୟାତ ପାଇଁ ଅଧିକ ସୁଯୋଗ ପାଇବେ। ପ୍ରତ୍ଯେକ ଯାତ୍ରୀ ପକେଟ ଉପଯୋଗୀ ତଥା କମ ମୂଲ୍ଯରେ ଯାତ୍ରା କରିବେ।
ପୁରୁଣା ବସ୍‌କୁ ପୁନରୁଦ୍ଧାର କରି ଆଧୁନିକ ସୁବିଧାଗୁଡ଼ିକ ସହିତ ମୋ ବସ୍ ଭାବରେ କଟକ ସହରରେ ଗଡ଼ିବ । ଏହି ସାଧାରଣ ବସ ସେବା ଜୁନ୍ ୮ ତାରିଖ ବୁଧବାର ଠାରୁ ଆରମ୍ଭ ହେବ। ଏ ନେଇ ବୋଲି କ୍ରୁଟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି ।
ସସଟେନଆବିଲିଟି ହେଉଛି କ୍ରୁଟର ମୂଳ ଲକ୍ଷ୍ଯ। ଦୀର୍ଘ ବର୍ଷ ଧରି ପଡିରହିଥିବା  ପୁରୁଣା ବସଗୁଡିକ ସଜାଡି ପୂର୍ବପରି ରୋଡରେ ଚଳାଇବା ପାଇଁ କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଯାହା ବର୍ତ୍ତମାନ ସେ ଲକ୍ଷ୍ଯରେ ସଫଳ ହୋଇଛି। କଟକରେ ଯାତ୍ରୀମାନେ ଦୈନିକ ଯାତାୟତରେ ଏହି ସେବା ଦ୍ବାରା ଲାଭାନ୍ବିତ ହେବେ ବୋଲି କ୍ରୁଟ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରତ୍ଯେକ ବସ ଯାତ୍ରା ପୂର୍ବରୁ ପ୍ରତିଥର ସାନିଟାଇଜ୍ କରାଯିବାର ବ୍ଯବସ୍ଥା ରହିଛି। କ୍ରୁଟ ସର୍ବଦା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଛି । ସମସ୍ତ ରୁଟ୍‌ ବସ୍‌ଗୁଡ଼ିକ ମୋ ବସ୍ କଟକ ଟର୍ମିନାଲ୍‌ରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିବ।
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାର ରଙ୍ଗର ପର୍ବ ହୋଲି ।  ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ‘ମୋ ବସ୍’ ଗଡ଼ିବ ନାହିଁ। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ଟ୍ବିଟ କରି ସୂଚନା ଦେଇଛନ୍ତି।
📢 𝐍𝐨𝐭𝐢𝐜𝐞
On #Holi (𝟐𝟗𝐭𝐡 𝐌𝐚𝐫𝐜𝐡,𝟐𝟎𝟐𝟏) #Mobus🚌 will remain off roads in the first half of the day.Service will resume 𝟑 𝐏𝐌 onwards with thin frequency.
Physical pass counter at Master Canteen terminal will remain closed tomorrow.
— Capital Region Urban Transport (@CRUT_BBSR) March 28, 2021
ସୋମବାର ଅପରାହ୍ନ ୩ଟା ପରେ ଯାଇ ‘ମୋ ବସ୍’ ଗଡ଼ିବ । ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ । ହୋଲିକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି।