Rajasthan Royals vs Chennai Super Kings - The Sakala

ଆଇପିଏଲ ୨୦୨୩: ଚେନ୍ନାଇ ସୁପର କିଙ୍ଗସକୁ ୨୦୩ ରନର ଟାର୍ଗେଟ ଦେଲା ରାଜସ୍ଥାନ ରୟାଲ୍ସ
ଜୟପୁର: ଆଜି ସନ୍ଧ୍ୟାରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ୩୭ତମ ମ୍ୟାଚ୍ ଖେଳାଯାଉଛି । ଘରୋଇ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହୋଇଛନ୍ତି । ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ରୟାଲ୍ସ୨୦ ଓଭରରେ ୫ ୱିକେଟ ହରାଇ ୨୦୨ ରନ କରିଛି।  ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗସକୁ ୨୦୩ ରନର ଆବଶ୍ୟକତା ରହିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୪୩ ବଲରେ ୭୭ ରନ କରି ଆଉଟ ହୋଇଥିଲେ। ପରେ ଜୋସ ବଟଲର ୨୧ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ପରେ ସଞ୍ଜୁ ସାମସନ ୧୭ ବଲରେ ୧୭ ରନ କରି ଆଉଟ ହୋଇଥିଲେ।  ପରେ ସିମରନ ହେଟମାୟର ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ପାଡ଼ିକଲ ଓଧ୍ରୁବ ଜୁରେଲ ସମ୍ଭାଳିଥିଲେ। ଓଧ୍ରୁବ ଜୁରେଲ ୧୫ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ପାଡ଼ିକଲ ୧୩ ବଲରେ ୨୩ ରନ କରି ଅପରାଜିତର ରହିଥିଲେ।

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ଟି ୱିକେଟ ନେଇଥିବା ବେଳେ ମହେଶ ଥିକଶାନା ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।