Shirdi Sai Baba temple - The Sakala

ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ଗ୍ରାମବାସୀଙ୍କ ବିରୋଧ: ମଇ ୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡି ସାଇ ମନ୍ଦିର
ଶିରଡି: ମହାରାଷ୍ଟ୍ରର ଅହମ୍ମଦନଗର-ମନମାଡ଼ ଜାତୀୟ ରାଜମାର୍ଗ ଶିରିଡିରେ ପ୍ରସିଦ୍ଧ ସାଇ ବାବାଙ୍କ ମନ୍ଦିର ରହିଛି। ସାଇ ବାବାଙ୍କ ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହି ଘଟଣାକୁ କେନ୍ଦ୍ର କରି ଶିରିଡିର ସାଇ ବାବା ମନ୍ଦିର ଆସନ୍ତା ମଇ ୧ ତାରିଖରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହି ବନ୍ଦ ଡାକରା ମଇ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସୂଚନା ମିଳିଛି।

ଏହି ବନ୍ଦ ଘୋଷଣା ଶ୍ରଦ୍ଧାଳୁଙ୍କୁ ଅସୁବିଧାରେ ପକାଇବା ସମ୍ଭାବନା ରହିଛି। ସାଇବାବାଙ୍କ ମନ୍ଦିରର ସୁରକ୍ଷା ପାଇଁ ସିଆଇଏସଏଫ ମୁତୟନ ନିମନ୍ତେ ସରକାରଙ୍କ ନିଷ୍ପତ୍ତିକୁ ଶିରିଡି ଗ୍ରାମବାସୀ ବିରୋଧ କରୁଛନ୍ତି।  ଏହା ବିରୋଧରେ ଏହି ଅନିର୍ଦ୍ଧିଷ୍ଟ କାଳୀନ ବନ୍ଦ ଘୋଷଣା କରାଯାଇଛି। ଏଣୁ ଏହି ସମୟରେ ଶିରିଡି ଆସୁଥିବା ଶ୍ରଦ୍ଧାଳୁ ଅସୁବିଧାରେ ପଡିପାରନ୍ତି ବୋଲି ଅନୁମାନ କରାଯାଉଛି। ଏଥିରେ ସାଇ ଭକ୍ତଙ୍କୁ ସହଯୋଗ କରିବା ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି।

ଦୈନିକ ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ସାଇଙ୍କ ଦର୍ଶନ ନିମନ୍ତେ ଶିରଡି ପହଞ୍ଚନ୍ତି। ଏଣୁ ବାର୍ଷିକ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏଠାରେ ସାଇ ଦର୍ଶନ କରିଥାନ୍ତି। ଦେଶରେ ସିଆଇଏସଏଫ ସବୁ ଔଦ୍ୟୋଗିକ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ ଓ ଏୟାରପୋର୍ଟ ସୁରକ୍ଷା ନିମନ୍ତେ ମୁତୟନ ଅଛନ୍ତି। ଏଥିରେ ସରକାର ଶିରଡିରେ ସାଇଙ୍କ ମନ୍ଦିର ସୁରକ୍ଷା ନିମନ୍ତେ ପ୍ରଥମ କରି ସିଆଇଏସଏଫ ମୁତୟନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ତେବେ ଗ୍ରାମବାସୀ ମନ୍ଦିରର ସୁରକ୍ଷା ନିମନ୍ତେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।