OSSC EXAM - The Sakala

ଜୁଲାଇ ୩୦ରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର: ପୁଣି ଥରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା । ଜୁଲାଇ ୩୦ରେ ହେବ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା । ଗୋଟିଏ ସିଟିଂରେ OMRମୋଡ୍‌ରେ ହେବ ପରୀକ୍ଷା । ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ OSSC ପକ୍ଷରୁ ବିଜ୍ଞପ୍ତି ।

ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପରୀକ୍ଷା ବାତିଲ୍ ହୋଇଥିଲା । ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢି ବୁଝିବାରେ ସମ୍ଭବପର ହୋଇନଥିଲା । ଏନେଇ ଅଭିଯୋଗ ପରେ ପରୀକ୍ଷା ବାତିଲ୍ କରିଥିଲା OSSC । ଗତ ୨୩ ତାରିଖରେ ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଏମଆର ମାଧ୍ୟମରେ ପିଲାଙ୍କର ପରୀକ୍ଷା ଆୟୋଜିତ ହୋଇଥିଲା ।