JEE Advanced - The Sakala

ଜୁନ୍‌‌ ୪ରେ ଜେଇ ଆଡ୍‌ଭାନ୍ସଡ ପରୀକ୍ଷା
ଭୁବନେଶ୍ୱର: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌‌ ପରୀକ୍ଷା ଆସନ୍ତା ଜୁନ୍‌‌ ୪ ତାରିଖରେ ଅନୁଷ୍ଠିତ ହେବ। ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରବେଶିକା ପାଇଁ ଆଡମିଟ୍‌‌ କାର୍ଡ଼ ଅନଲାଇନରେ ଉପଲବ୍ଧ ହୋଇଛି। ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌‌ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି।

ଖୁବ୍‌‌ଶୀଘ୍ର ପ୍ରକାଶ ପାଇବ ଜେଇଇ ମେନ୍‌‌ ରେଜଲ୍ଟ, ଜୁନ୍‌‌ ୪ରେ ଜେଇଇ ଆଡଭାନ୍ସଡ୍‌‌
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ରେଜଲ୍ଟ ଖୁବଶୀଘ୍ର ପ୍ରକାଶ ପାଇବ। ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌‌ ଏପ୍ରିଲ ୬ ତାରିଖଠୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ପ୍ରାୟ ୮ଲକ୍ଷ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା ମିଳିଛି। ଜେଇଇ ମେନ୍‌‌ ଫଳ ପ୍ରକାଶ ପାଇବା ପରେ ମେ’ ୫ ତାରିଖ ସୁଦ୍ଧା ମେଧାବୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌‌ ପାଇଁ ପଞ୍ଜୀକରଣ କରିବେ। ଜୁନ୍‌‌ ୪ ତାରିଖରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌‌ ପରୀକ୍ଷା ଅନୁଷ୍ଠିତ ହେବ।