Blast in Dairy Farm - The Sakala

ଆମେରିକାର ଏକ ଡାଏରୀ ଫାର୍ମରେ ବିସ୍ଫୋରଣ, ନିଆଁରେ ଜଳି ପାଉଁଶ ହୋଇଗଲେ ୧୮ ହଜାର ଗାଈ
ୱାଶିଂଟନ: ଆମେରିକାର ଟେକ୍ସାସରେ ଥିବା ଏକ ଡାଏରୀ ଫାର୍ମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁରେ ପୋଡି ହୋଇ ପ୍ରାୟ ୧୮,୦୦୦ ଗାଈଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ୧୮ହଜାର ଗାଈଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଫାର୍ମରେ ବ୍ଲାଷ୍ଟ ହୋଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଚାରିଆଡ଼ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଓ ଧୂଆଁରେ ୧୮ହଜାର ଗୋରୁଙ୍କର ମୃତ୍ୟୁ ହୋଇଛି । ଡାଏରୀ ଫାର୍ମ ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।