Royal Challengers Bangalore vs Lucknow Super Giants - The Sakala

ଆଇପିଏଲ ୨୦୨୩: ଲକ୍ଷ୍ନୌକୁ ୨୧୩ ରନର ଟାର୍ଗେଟ ଦେଲା ବାଙ୍ଗାଲୋର
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ର ପଞ୍ଚଦଶ ମ୍ୟାଚ୍‌ରେ ସୋମବାର ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ। ଟସ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ।  ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୩ ରନର ଆବଶ୍ୟକତା ରିହିଛି।

ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୪୪ ବଲରେ ୬୧ ରନ କରି ବିରାଟ କୋହଲି ଆଉଟ ହୋଇଥିବା ବେଳେ ପାରିକୁ ମ୍ଯାକ୍ସୱେଲ୍ ଓ ଫାଫ୍ ଡୁପ୍ଲେସିସ୍ ପାରିକୁ ସମ୍ଭାଳିିଥିଲେ। ପରେ ଏକ ବିସ୍ଫରୋକ ଇଂନିସ ଖେଳି ମ୍ଯାକ୍ସୱେଲ୍ ୨୯ ବଲରେ ୫୯ ରନ କରି ଆଉଟ ହୋଇଥିଲେ। ଫାଫ୍ ଡୁପ୍ଲେସିସ୍ ୪୬ ବଲରେ ୭୯ ରନ କରି ଅପରାଜିତ ରହିଥିବା ବେଳେ ଦିନେଶ କାର୍ତ୍ତିକ ୧  ବଲରେ ୧ ରନ କରି ଅପରାଜିତ ରହିଥିଲେ।

ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପକ୍ଷରୁ ଅମିତ ମିଶ୍ରା ଓ ମାର୍କ ଉଡ୍ ଗୋଟିଏ  ଲେଖାଏଁ ୱିକେଟ ନେଇଥିଲେ।