Benefits of Ajwain Water - The Sakala
ଜୁଆଣୀ ଖାଇବା ପେଟ ପାଇଁ ବହୁତ ଭଲ ବୋଲି କୁହାଯାଏ। ଜୁଆଣୀ ପାଣି ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍, ହଜମଜନିତ ସମସ୍ୟା, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇପାରିବ। ଜୁଆଣୀ ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ। ଜୁଆଣୀ ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହେ। ଜୁଆଣୀରେ ଥିବା ପ୍ରୋଟିନ୍, ଫ୍ୟାଟ୍, ମିନେରାଲ୍ସ, ଫାଇବର୍‌ ଏବଂ କାର୍ବୋହାଇଡ୍ରେଟ୍ ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ।
ଜୁଆଣୀ ପାଣି ପିଇବା ଦ୍ବାରା ମେଦବହୁଳତା ହ୍ରାସ ହୁଏ। ସକାଳେ ଖାଲି ପେଟରେ ଜୁଆଣୀ ପାଣି ପିଇ ଓଜନକୁ ନିୟନ୍ତ୍ରଣରେ ରଖିବା ସହଜ।
ଅସନ୍ତୁଳିତ ଜୀବନଶୈଳୀ ଏବଂ ଜଙ୍କଫୁଡ୍‌ର ଅତ୍ୟଧିକ ବ୍ୟବହାର ହେତୁ ଏବେ ପେଟରେ ଗ୍ୟାସ୍ ସମସ୍ୟା ବଢ଼ିଚାଲିଛି। ତେଣୁ ଜୁଆଣୀ ପାଣି ଗ୍ୟାଷ୍ଟ୍ରିକ୍‌ ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
ପିରିୟଡ୍‌ ସମୟରେ ଯେଉଁ ମହିଳାମାନେ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି ସେମାନଙ୍କ ପାଇଁ ଜୁଆଣୀ ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଜୁଆଣୀ ପାଣି ଦ୍ବାରା ଯନ୍ତ୍ରଣା କମିଯାଏ।
ଜୁଆଣୀ ପାଣି, କାଶରୁ ମୁକ୍ତି ଦେବା ସହିତ କଫ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଜୁଆଣୀରେ ଆଣ୍ଟି-ହାଇପର୍‌ଲିପିଡେମିକ୍ ଉପାଦାନ ଥାଏ। ତେଣୁ ଜୁଆଣୀ ପାଣି ପିଇବା ଦ୍ୱାରା ଶରୀରର କୋଲେଷ୍ଟ୍ରଲ୍‌, ଏଲ୍‌ଡିଏଲ୍‌ କୋଲେଷ୍ଟ୍ରଲ୍‌, ଟ୍ରାଇଗ୍ଲିସ୍‌ରାଇଡ୍ସ କମିଯାଏ। ଏହା ଦ୍ବାରା ହୃଦୟ ସୁସ୍ଥ ରହେ।