JEE Main Entrance examination - The Sakala

ଆଜିଠୁ ଶେଷ ପର୍ଯ୍ୟାୟ ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ୍‍ ଆରମ୍ଭ  ହୋଇଛି। ଅଗଷ୍ଟ ୨୬,୨୭,୩୧ ଓ ସେପ୍ଟେମ୍ବର ୧ ଏବଂ ୨ ତାରିଖକୁ ମିଶାଇ ମୋଟ ୫ ଦିନରେ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ହେବ। ଜେଇଇ ମେନ୍‍ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଦେଶର ମୋଟ୍‍ ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ଦେବେ। କରୋନା କଟକଣା ମଧ୍ୟରେ ପରୀକ୍ଷା ଆୟୋଜନ କରିବାକୁ ଏନଟିଏ କଡ଼ା ନିର୍ଦ୍ଦେଶ ଦେଇଥିବାବେଳେ ପରୀକ୍ଷା ହଲରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ଆଦି ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପରାମର୍ଶ ଦେଇଛି। କରୋନାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ ଅଗଷ୍ଟ ୨୧ରୁ ଅନଲାଇନରେ ଉପଲବ୍ଧ ହୋଇଥିବାବେଳେ ପରୀକ୍ଷା ସମ୍ପର୍କିତ ସବିଶେଷ ସୂଚନା ବିଭାଗର ୱେବ ସାଇଟ୍‍ www.jeemain.nta.nic.in ମାଧ୍ୟମରେ ପାଇ ପାରିବେ ବୋଲି ଏନଟିଏ ସୂଚନା ଦେଇଛି। ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‍ ପରୀକ୍ଷା ରାଜ୍ୟରେ ପାଖାପାଖି ଏକ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଦୈନିକ ଦୁଇଟି ସିଫ୍ଟରେ ପରୀକ୍ଷା ହେବ।

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ ; କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର
ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ମାର୍ଚ୍ଚରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ମାତ୍ର ୬ ଦିନରେ ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ( ଏନଟିଏ ) ଏହି ପରୀକ୍ଷାଫଳ ପ୍ରକାଶ କରିଛି। ୧୩ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର। ଦିଲ୍ଲୀର କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ କରିଛନ୍ତି। ପ୍ରଥମ ମହିଳା ଭାବରେ ଜେଇଇ ମେନରେ ସେ ଶତ ପ୍ରତିଶତ ନମ୍ୱର ରଖିଛନ୍ତି ।୯୯ପ୍ରତିଶତ ନମ୍ୱର ସହ ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ହୋଇଛନ୍ତି ।

ମାର୍ଚ୍ଚ ୧୬ରୁ ୧୮ ଯାଏ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୩୩୪ଟି ସହରରେ ୭୯୨ଟି ପରୀକ୍ଷାକେନ୍ଦ୍ର ହୋଇଥିଲା । ଜେଇଇ ମେନ୍ ପାଇଁ ଦେଶରୁ ୬ଲକ୍ଷରୁ ୧୯ ହଜାର ପରୀକ୍ଷାର୍ଥୀ । ଓଡ଼ିଶାରେ ୭ଟି ସହରରେ ପରୀକ୍ଷା ଦେଇଥିଲେ ପାଖାପାଖି ୪୦ହଜାର ଛାତ୍ରଛାତ୍ରୀ । ଚଳିତବର୍ଷଠାରୁ ବର୍ଷକୁ ୪ଥର ଜେଇଇ ମେନ୍ ପରୀକ୍ଷା କରିବାକୁ ଏନଟିଏ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ଶେଷ ହୋଇଛି ।