Namibian cheetah - The Sakala

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର: ୩ ଶାବକଙ୍କୁ ଜନ୍ମ ଦେଲା ନାମିବ୍ୟାରୁ ଅଣାଯାଇଥିବା ଚିତା ଆଶା
ନୂଆଦିଲ୍ଲୀ: ନୂଆବର୍ଷରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଖୁସି ଖବର। କୁନୋରେ ମାଈ ଚିତା ଆଶା ତିନି ଶାବକ ଜନ୍ମ ଦେଇଛି। ବର୍ତ୍ତମାନ ଏହି ତିନି ଶାବକ ସୁସ୍ଥ ଅଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହ କୁନୋ ନାସନାଲ ପାର୍କରେ ଜନ୍ମିତ ଚିତାଙ୍କ ତିନି ଶାବକଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ତିନି ଶାବକ ସୁସ୍ଥ ନଜର ଆସିଛନ୍ତି।

ସୂଚନାଥାଉକି, କୁନୋ ନାସନାଲ ପାର୍କକୁ ୨୦୨୨ ସେପ୍ଟେମ୍ବର ୧୭ରେ ୮ ଚିତା ଅଣାଯାଇଥିଲା। ଏହି ସବୁ ଚିତା ନାମିବ୍ୟାରୁ ଅଣାଯାଇଥିଲା। ଏହି ଗ୍ରୁପ୍‌ରେ ରହିଥିଲା ମାଈ ଚିତା ଆଶା। ତେବେ ଏହି ନୂଆ ଶାବକଙ୍କ ସହ ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ୧୮ରେ ପହଞ୍ଚିଛି।

ଭାରତରେ ଚିତା ପ୍ରୋଜେକ୍ଟ ଅନୁଯାୟୀ, ପର୍ଯ୍ୟାୟକ୍ରମେ ନାମିବ୍ୟାରୁ ୮ ଏବଂ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଅଣାଯାଇଥିଲା। ତେବେ କୁନୋରେ ୬ ଚିତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏବେ ତିନି ଶାବକଙ୍କ ଜନ୍ମ ପରେ କୁନୋରେ ଚିତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ, ରାଜସ୍ଥାନକୁ ସ୍ଥାନାନ୍ତର ଲାଗି କେନ୍ଦ୍ରକୁ ପରାମର୍ଶ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ନାମିୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ତିନି ଚିତାଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଗୁରୁତର ଭାବେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାସହିତ ଅତିଥି ଚିତାମାନଙ୍କୁ ରାଜସ୍ଥାନକୁ ସ୍ଥାନାନ୍ତର କରିବା ଲାଗି କେନ୍ଦ୍ର ସରକାରଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟକ ଚିତାଙ୍କ ଲାଗି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ତେଣୁ ସେମାନଙ୍କୁ ଅନ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି । ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି ଏବଂ ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଛି ବୋଲି କହିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି ।

କିଡନୀ ଖରାପ କାରଣରୁ ଗତ ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ସାସା ନାମ୍ନୀ ଚିତାଙ୍କ ମୃତ୍ୟୁ ଘଟିଥିଲା । ହୃଦରୋଗ ଓ ଶ୍ବାସକ୍ରିୟାଜନିତ ସମସ୍ୟାରୁ ଗତ ଏପ୍ରିଲ ୨୩ରେ ସାଉଥ ଆଫ୍ରିକାରୁ ଆସିଥିବା ଉଦୟର ମୃତ୍ୟୁ ଘଟିଥିଲା । ହିଂସ୍ର ସଂଘର୍ଷରୁ ଗତ ମେ ୯ ତାରିଖରେ ସାଉଥ ଆଫ୍ରିକାର ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଥିଲା । ଭାରତରେ ୧୯୪୭-୪୮ ମସିହାରୁ ବିଲୁପ୍ତ ହୋଇଯାଇଥିଲେ ଚିତା । ମାର୍ଚ୍ଚ ୨୭ରେ ପ୍ରଥମ ଚିତାର ମୃତ୍ୟୁ ଘଟିବା ପରେ ୨୮ ତାରିଖରେ ଚିତା ଟାସ୍କ ଫୋର୍ସର ବିଶେଷଜ୍ଞଙ୍କଠାରୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ୨୦୨୨ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିବାବେଳେ ଗତ ଫେବ୍ରୁଆରୀ ୧୮ ତାରିଖରେ ସାଉଥ ଆଫ୍ରିକାରୁ ଅଣାଯାଇଥିଲା ୧୨ ଚିତା । ସେମାନଙ୍କ ମଧ୍ୟରେ ଥିଲେ ୭ଟି ମାଈ ଓ ୫ଟି ଅଣ୍ଡିରା ।

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ନାମିବ୍ୟା ଚିତା
ଭୋପାଳ: ବଢ଼ିଲା ଚିତାଙ୍କ ବଂଶ। ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ସିୟାୟା ନାମକ ଏକ ଚିତା ଜନ୍ମଦେଇଛି ୪ ଛୁଆ । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି । ଏନେଇ ପରିବେଶ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି।

Congratulations 🇮🇳

A momentous event in our wildlife conservation history during Amrit Kaal!

I am delighted to share that four cubs have been born to one of the cheetahs translocated to India on 17th September 2022, under the visionary leadership of PM Shri @narendramodi ji. pic.twitter.com/a1YXqi7kTt

— Bhupender Yadav (@byadavbjp) March 29, 2023

ଗତବର୍ଷ ସେପ୍ଟେମ୍ବର ୧୭ରେ ଚିତା ପ୍ରୋଜେକ୍ଟ ଜରିଆରେ ୮ଟି ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ୫ଟି ମାଈ ଓ ୩ଟି ଅଣ୍ଡିରା । ପାର୍କର ପ୍ରିନିସିପାଲ ଚିଫ କଞ୍ଜରଭେଟର ଜେ.ଏସ. ଚୌହ୍ବାନ କହିଛନ୍ତି ୮ଟି ଚିତା ମଧ୍ୟରୁ ଜଣକର ମୃତ୍ୟୁ ହେବା ପରେ ରହିଥିବା ଅନ୍ୟ ୭ଟି ଚିତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତମାସରେ ଦ୍ବିତୀୟ ପର୍ଯ୍ଯାୟରେ ସାଉଥ ଆଫ୍ରିକାରୁ ଅଣାଯାଇଥିବା ଅନ୍ୟ ୧୨ଟି ଚିତା ଥିବା ଠିକଠାକ୍ ଥିବା ସୂଚନା ମିଳିଛି ।