Sriharikota - The Sakala
ଇସ୍ରୋର ମିଶନ PSLV-C62ରେ ଯାନ୍ତ୍ରିକ ତ୍ରୁଟି, ଦିଗହରା ହେଲା DRDO ଦ୍ବାରା ବିକଶିତ ଉପଗ୍ରହ 'ଅନ୍ବେଷା'
ନୂଆଦିଲ୍ଲୀ: ଇସ୍ରୋର ମିଶନ PSLV-C62ରେ ଯାନ୍ତ୍ରିକ ତ୍ରୁଟି । ଗତିପଥ ବଦଳାଇଦେଲା ‘ଅନ୍ୱେଷା’ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ମିଶନ ଭାବରେ ସୋମବାର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ର (SDSC-SHAR)ରୁ PSLV-C62 ର ସଫଳ ଉତକ୍ଷେପଣ କରାଯାଇଥିଲା। ତେବେ ଏହି ଉତକ୍ଷେପଣ ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ଏକ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି, ଯାହା ଇସ୍ରୋ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।
ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରକେଟର PS3 ଷ୍ଟେଜ୍ ବା ତୃତୀୟ ପର୍ଯ୍ୟାୟ ଶେଷ ହେବା ସମୟରେ ଏହି ଅନିୟମିତତା (Anomaly) ଦେଖାଦେଇଥିଲା। ଏହି ଘଟଣା ପରେ ଇସ୍ରୋ ପକ୍ଷରୁ ତୁରନ୍ତ ଏକ ବିସ୍ତୃତ ବିଶ୍ଳେଷଣ ଏବଂ ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୈଜ୍ଞାନିକମାନେ ତ୍ରୁଟିର କାରଣ ଖୋଜିବା ପାଇଁ ତଥ୍ୟ ଯାଞ୍ଚ କରୁଛନ୍ତି।
ଏହି ମିଶନ ଜରିଆରେ ମୁଖ୍ୟ ଉପଗ୍ରହ ଭାବରେ ‘ଅନ୍ୱେଷା’ (EOS-N1) ଏବଂ ଅନ୍ୟ ୧୫ଟି ଉପଗ୍ରହକୁ ସୂର୍ଯ୍ୟ-ସମକାଳୀନ ପୋଲାର ଅର୍ବିଟ (SSO)କୁ ପଠାଯାଇଥିଲା। ‘ଅନ୍ୱେଷା’ ଉପଗ୍ରହଟି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ହୋଇଛି। ଏହା ଭାରତର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
DRDO ଦ୍ୱାରା ନିର୍ମିତ ଏହି ଆର୍ଥ ଅବଜରଭେସନ ସାଟେଲାଇଟ୍ ବା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହରେ ଅତ୍ୟାଧୁନିକ ଇମେଜିଙ୍ଗ୍ କ୍ଷମତା ରହିଛି। ଏହା ଶତ୍ରୁପକ୍ଷର ସ୍ଥିତି ଏବଂ ଗତିବିଧି ଉପରେ ସଠିକ୍ ଏବଂ ସୂକ୍ଷ୍ମ ନଜର ରଖିବାରେ ଭାରତୀୟ ସେନାକୁ ସାହାଯ୍ୟ କରିବ। ତେବେ ମିଶନରେ ଦେଖାଦେଇଥିବା ତ୍ରୁଟି ଯୋଗୁଁ ଏହାର କାର୍ଯ୍ୟକାରିତା ଉପରେ କି ପ୍ରଭାବ ପଡ଼ିବ, ସେ ନେଇ ଇସ୍ରୋର ପରବର୍ତ୍ତୀ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ନୂଆଦିଲ୍ଲୀ: ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ । GSLV-F16 ଜରିଆରେ ମହାକାଶ ପଠାଗଲା NISAR। ISRO ଏବଂ NASAର ମିଳିତ ବିକଶିତ NISAR। ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ହେବ ସହାୟକ ହେବ।
ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ନିସାର ।  ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ । ଆଉ ଏତିକି ସମୟ ଭିତରେ ଭୂପୃଷ୍ଠର ପ୍ରତ୍ୟେକ ଇଞ୍ଚର ମ୍ୟାପ୍ ପ୍ରସ୍ତୁତ କରି ତଥ୍ୟ ପଠାଇବ । ପାରମ୍ପରିକ ସାଟେଲାଇଟ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ‘ନିସାର ‘।  ପୃଥିବୀରେ ଦ୍ରୁତ ଗତିରେ ହେଉଥିବା ପାଣିପାଗ ପରିବର୍ତ୍ତନକୁ ବୁଝିବା ପାଇଁ ସକ୍ଷମ ନୁହେଁ ପାରମ୍ପରିକ ସାଟେଲାଇଟ୍ । ଆଉ ଏହାକୁ ଦୃଷ୍ଟିରେ ରଖି ‘ନିସାର’କୁ ବିକଶିତ କରିଛନ୍ତି ବୈଜ୍ଞାନିକ ।
ଇସ୍ରୋର ଆଉ ଏକ ଇତିହାସ: ଆର୍ଥ ଅବଜରଭେସନ୍‌ ସାଟେଲାଇଟ୍‌ EOS-08ର ସଫଳ ଉତ୍‌କ୍ଷେପଣ
ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ଇତିହାସ । ଆର୍ଥ ଅବଜରଭେସନ୍‌ ସାଟେଲାଇଟ୍‌ EOS-08ର ସଫଳ ଉତ୍‌କ୍ଷେପଣ ହୋଇଛି । ଏହା  ପରିବେଶ ପାଣିପାଗ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହେବ ସହାୟକ।
ଆଜି ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ନୂତନ ରକେଟ୍ SSLV D3 ଲଞ୍ଚ କରାଯାଇଛି। ଏହାସହ ଏକ ନୂତନ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-08 ମିଶନ୍ ଭାବରେ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ବିପର୍ଯ୍ୟୟ ବିଷୟରେ ସତର୍କ ସୂଚନା ଦେବ। ଏହା SSLV ର ଶେଷ ପ୍ରଦର୍ଶନ ବିମାନ ହେବ।
EOS-08 ର ବିଶେଷତା କ’ଣ?
ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ (EOS-08) କେବଳ ପୃଥିବୀ ଉପରେ ନଜର ରଖିବ ନାହିଁ ବରଂ ବିପର୍ଯ୍ୟୟ ବିଷୟରେ ସୂଚନା ମଧ୍ୟ ଦେବ। ସୂଚନା ଅନୁଯାୟୀ, ଏହାର ଓଜନ ପ୍ରାୟ ୧୭୫.୫ କିଲୋଗ୍ରାମ ଅଟେ। ଏଥିରେ ତିନୋଟି ଅତ୍ୟାଧୁନିକ ପେଲୋଡ୍ ଅଛି। ଗୋଟିଏ ହେଉଛି ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (EOIR), ଦ୍ୱିତୀୟଟି ହେଉଛି ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (GNSS-R) ଏବଂ ତୃତୀୟଟି ହେଉଛି SIC UV ଡୋସିମିଟର।
ଇଲେକ୍ଟ୍ରୋ-ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ ମଧ୍ୟମ ତରଙ୍ଗ ଆଇଆର ଏବଂ ଲମ୍ବା ତରଙ୍ଗ ଆଇଆର ବ୍ୟାଣ୍ଡରେ ଦିନରାତି ଫଟୋ କ୍ୟାପଚର କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି କାରଣରୁ, ଏହା ଆମକୁ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଅଗ୍ନି ଏବଂ ଆଗ୍ନେୟଗିରି ପର୍ଯ୍ୟନ୍ତ ସୂଚନା ସଂଗ୍ରହ କରିବାକୁ ସକ୍ଷମ କରିବ। ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ ମଧ୍ୟ ସମୁଦ୍ର ପୃଷ୍ଠର ପବନ, ମୃତ୍ତିକାର ଆର୍ଦ୍ରତା ଏବଂ ବନ୍ୟା ଚିହ୍ନଟ କରିବା ପାଇଁ ରିମୋଟ ସେନ୍ସିଙ୍ଗ କ୍ଷମତା ପ୍ରଦର୍ଶନ କରିବ। ISRO କହିଛି ଯେ ଏହାର ଏକ ବର୍ଷର ମିଶନ ଲାଇଫ ସହ, EOS-08 ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ପ୍ରସ୍ତୁତ। SSLV D3 ଲଞ୍ଚ ହେବା ପରେ SSLV ଅପରେସନ୍ ରକେଟ୍ ସ୍ଥିତି ପାଇବ।
ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ବ୍ରଡବ୍ୟାଣ୍ଡ ସେବା, ମହାକାଶକୁ ଏକା ସାଙ୍ଗରେ ୩୬ଟି ଉପଗ୍ରହ ପଠାଇଲା ଇସ୍ରୋ
ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରବିବାର ଦିନ ଚଳିତ ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିସନରେ ସଫଳତା ହାସଲ କରିଛି। ଇସ୍ରୋର ସବୁଠାରୁ ଭାରୀ ରକେଟ୍ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ୩୬ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୯ଟାରେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀର ଉତକ୍ଷେପଣ କରାଯାଇଥିଲା।
ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ଉତ୍‌କ୍ଷେପଣ ହୋଇଥିବା ଉପଗ୍ରହଗୁଡ଼ିକ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ବ୍ରିଟିସ ଷ୍ଟାର୍ଟଅପ୍ ‘ୱାନୱେବ’ର ୩୬ଟି ଉପଗ୍ରହକୁ ଏହି ମିସନରେ ସାମିଲ କରାଯାଇଥିଲା। ୱାନ୍‌ୱେବ୍‌ ହେଉଛି ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନି। ଭାରତୀୟ କମ୍ପାନି ଭାରତୀ ଏଣ୍ଟରପ୍ରାଇଜେସ୍ ୱାନୱେବର ପ୍ରମୁଖ ନିବେଶକ ଏବଂ ଅଂଶୀଦାର ଅଟେ। ଏହି ସଫଳ ଉତ୍‌କ୍ଷେପଣ ସହିତ ଇସ୍ରୋ ବାଣିଜ୍ୟିକ ବଜାରରେ ନିଜର ପୂର୍ବ ପ୍ରଭାବ କାଏମ ରଖିବାରେ ସମର୍ଥ ରହିଛି।
LVM3-M3🚀/OneWeb 🛰 India-2 mission:
The countdown has commenced.
The launch can be watched LIVE
from 8:30 am IST on March 26, 2023https://t.co/osrHMk7MZLhttps://t.co/zugXQAYy1y https://t.co/WpMdDz03Qy @DDNational @NSIL_India @INSPACeIND@OneWeb
— ISRO (@isro) March 25, 2023
ଏହାଦ୍ୱାରା ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ଜଗତରେ ଅନେକ ନବୀକରଣ ଆସିବ ବୋଲି ଇସ୍ରୋ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା । ଇସ୍ରୋର ଏହି ମିସନର ଲକ୍ଷ୍ୟ ହେଉଛି ୬୦୦ ରୁ ଅଧିକ ଉପଗ୍ରହକୁ ମହାକାଶକୁ ପଠାଇ ଏକ ମଜବୁତ୍ ଗ୍ରୁପ୍ ବନାଇବା । ଏହା ପୂର୍ବରୁ ମଧ୍ୟ ଇସ୍ରୋ ତରଫରୁ ୨୦୨୨ ଅକ୍ଟୋବର ୨୩ ତାରିଖରେ ୩୬ ଟି ଉପଗ୍ରହକୁ ସଫଳତାପୂର୍ବକ ରୂପରେ ପୃଥିବୀର ୬୦୦ କିଲୋମିଟର ନିମ୍ନ କକ୍ଷପଥ ମଧ୍ୟରେ ଲଞ୍ଚ କରାଯାଇଥିଲା।
ଇସ୍ରୋର ଅଧ୍ୟକ୍ଷ ବୈଜ୍ଞାନିକ ଏସ ସୋମନାଥ କହିଛନ୍ତି ଯେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ରେ ୩୬ଟି ୱାନୱେବ ଉପଗ୍ରହ ଅଛି । ଉଡ଼ାଣ ଭରିବାର ୧୯ ମିନିଟ ଭିତରେ ଏହା ୱାନୱେବ ୩୬ ଟି ଛୋଟ ବ୍ରଡ଼ବ୍ରାଣ୍ଡ ସଞ୍ଚାର ଉପଗ୍ରହ ସହ ଯୋଡିହୋଇଛି। ଏହା ହେଉଛି ପ୍ରାୟ ୪୩.୫ ମିଟର ଲମ୍ବା ରକେଟର ଉତକ୍ଷେପଣ। ୮ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ଥିବା ଏହାକୁ ସବୁଠାରୁ ଭାରୀ ଉପଗ୍ରହ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି।