helth - The Sakala

ଅନେକ ରୋଗର ମହୌଷଧି ସନ୍ତରଣ
ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନ ୨୦ରୁ ୩୦ ମିନିଟ୍‌ ସନ୍ତରଣ କରିବା ଦ୍ବାରା ହ୍ରାସ ହୋଇଥାଏ ୪୦୪ କିଲୋ କ୍ୟାଲୋରି। କୌଣସି କାମରେ ଏମିତି ଅଧିକ ପରିମାଣର କ୍ୟାଲୋରି ଖର୍ଚ୍ଚ ହୁଏ ନାହିଁ। ତେବେ କ୍ୟାଲୋରି ହ୍ରାସ ହେବା ଫଳରେ ମୋଟାପଣ କମିବା ସହ ଆହୁରି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ।

-ସନ୍ତରଣ ବା ପହଁରିବା ଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା ପ୍ରାୟ ୪୦ ପ୍ରତିଶତ କମ୍‍ ହୋଇଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି।

-ବ୍ଲଡ୍‌ପ୍ରେସର୍‍ ଓ କୋଲେଷ୍ଟ୍ରଲ୍‍ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।

-ହାଡ଼ ମଜବୁତ୍‍ କରିବା ଏବଂ ମାଂସପେଶୀ ଜନିତ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ପହଁରା ସବୁଠାରୁ ଉତ୍ତମ ବ୍ୟାୟାମ।

ଅବସାଦ ଦୂର କରିବା କ୍ଷେତ୍ରରେ ସନ୍ତରଣ ଏକ ଭଲ ବିକଳ୍ପ।

-ଡାଇବେଟିସ୍‍ ରୋଗୀମାନଙ୍କ ପାଇଁ ମଧ୍ୟ ସୁଇମିଙ୍ଗ୍‌ କରିବା ଭଲ। ଡାକ୍ତରଙ୍କ ସହ ପରାମର୍ଶ କରି ସେମାେନ ୧୦ରୁ ୧୫ ମିନିଟ୍‌ ସୁଇମିଙ୍ଗ୍‌ କରିବା ଉଚିତ।

-ତ୍ବଚା ଜନିତ କିଛି ରୋଗ ମଧ୍ୟ ସୁଇମିଙ୍ଗ୍‌ ଦ୍ବାରା ଭଲ ହୋଇଥାଏ।

ଜାଣନ୍ତୁ ଫୁଡ୍‌ ପଏଜନିଂର ଲକ୍ଷଣ ଓ କିପରି କରିବେ ଉପଚାର
ଖରା ଓ ବର୍ଷାର ଏହି ମିଶ୍ରିତ ପରିବେଶ ଯୋଗୁଁ ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ ସମସ୍ୟା ଦେଖାଯାଏ। ସେସବୁ ସମସ୍ୟା ମଧ୍ୟରୁ ଫୁଡ୍‌ ପଏଜନିଂ ଅନ୍ୟତମ। ଫୁଡ୍‌ ପଏଜନିଂ ହେଲେ ଖାଦ୍ୟ ଖାଇବାର ୨-୩ ଘଣ୍ଟା ଭିତରେ ମୁଣ୍ଡବୁଲାଇ ବାନ୍ତି ହୋଇଥାଏ। ତେବେ ଏଭଳି ସମସ୍ୟାକୁ ଦୂର କରିବାକୁ କେତେକ ସତର୍କତା ଅବଲମ୍ବନ କରିବା ଉଚିତ।

-ବାସିଖାଦ୍ୟ ଖାଆନ୍ତୁ ନାହିଁ‌

-ରାନ୍ଧିବା ଓ ଖାଇବା ସମୟରେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।

ଥଣ୍ଡା ହୋଇଯାଇଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

-ବାହାରେ ଖାଉଥିଲେ, ଦେଖନ୍ତୁ ଯେ ଖାଦ୍ୟ ଗରମ ଏବଂ ଢ଼ାଙ୍କି ହୋଇ ରହିଛି କି ନାହିଁ।

-ବର୍ଷାଦିନରେ ପାଉଁରୁଟି ଓ କେକ୍ ଖାଇବା ପୂର୍ବରୁ ତା’ର ପ୍ରସ୍ତୁତ ତାରିଖକୁ ପରଖି ନିଅନ୍ତୁ। କାରଣ ଅଧିକ ଦିନ ରହିବା ଦ୍ବାରା ସେଥିରେ ଫିମ୍ପି ମାରିଯିବାର ସମ୍ଭାବନା ଥାଏ।

-ଖାଇବା ପୂର୍ବରୁ ହାତକୁ ସାବୁନ୍‌ରେ ଧୋଇ ସଫା କପଡ଼ାରେ ଭଲ ଭାବେ ପୋଛି ଦିଅନ୍ତୁ।

ମାଛ, ମାଂସ ଭଳି ଗରିଷ୍ଠ ଖାଦ୍ୟ କମ୍ ପରିମାଣରେ ଖାଆନ୍ତୁ।

-ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ।

-ବର୍ଷାଦିନରେ ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ।

-ବର୍ଷାଦିନରେ ଶୋଷ ଲାଗିନଥାଏ। ତଥାପି ଅଧିକ ପାଣି ପିଅନ୍ତୁ।

ମାଂସପେଶୀ ମଜବୁତ ପାଇଁ ଚତୁରଙ୍ଗ ଦଣ୍ଡାସନ
ଯୋଗାସନ ପଦ୍ଧତି: ଦୁଇ ହାତକୁ କହୁଣିର ତଳକୁ ଭରାଦେଇ ରଖନ୍ତୁ। କହୁଣି କାନ୍ଧ ତଳକୁ ହେବା ଆବଶ୍ୟକ। ନିତମ୍ବକୁ ଆଗ ଆଡ଼କୁ ଝୁକାନ୍ତୁ। ସବୁ ମାଂସପେଶୀକୁ ଶରୀର ମଝିରେ କେନ୍ଦ୍ରୀଭୂତ କରି ସ୍ଥିର ରଖନ୍ତୁ। ଏହା ଏକ ପ୍ରକାର ଦଣ୍ଡ ଲଗେଇବା ପରି ଜଣାପଡ଼େ।

ଫଳପ୍ରାପ୍ତି: ଏହି ଆସନ ଅଭ୍ୟାସ ଦ୍ବାରା ପେଟ ଉପରେ ଅତି ଉତ୍ତମ ପ୍ରଭାବ ପଡ଼େ ବୋଲି ମନେ କରାଯାଏ। ଏହାକୁ କରିବା ଦ୍ବାରା ହାତ ମଜବୁତ ହୁଏ। ଶରୀରର ଔଜ୍ଜ୍ବଲ୍ୟତା ଏବଂ ମାଂସପେଶୀକୁ ସୁଢ଼ଳ କରିବା ସହିତ ବାହୁକୁ ବଳିଷ୍ଠ କରାଏ।