Aquarium - The Sakala
ଆକ୍ବାରିୟମ୍‌ ରଖିଲେ କେବଳ ଘରର ସୌନ୍ଦର୍ଯ୍ୟ ବଢ଼ିଥାଏ ତାହା ନୁହେଁ, ଏହାଦ୍ୱାରା ଐଶ୍ୱର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଆକ୍ୱାରିୟମ୍‌ ରଖିବାକୁ ନେଇ କେଉଁ ସବୁ ନିୟମ ରହିଛି ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଡ୍ରଇଂ ରୁମ୍‌ର ଦକ୍ଷିଣ-ପୂର୍ବ ଦିଗରେ ଆକ୍ବାରିୟମ୍‌ ରଖିବା ଶୁଭ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ବାସ ରହିଛି।
ଆକ୍ବାରିୟମ୍‌କୁ କେବେ ବି ଡ୍ରଇଂ ରୁମ୍‌ ମଝିରେ ରଖନ୍ତୁ ନାହିଁ। ଏହାଦ୍ୱାରା ଖର୍ଚ୍ଚ ଅଧିକ ହୋଇଥାଏ।
ଘରେ ରଖିଥିବା ଆକ୍ବାରିୟମ୍‌ରୁ ସମୟ ସମୟରେ ପାଣି ବଦଳାଇବା ଉଚିତ। ଏପରି କରିବା ଦ୍ବାରା ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ।
ଆକ୍ବାରିୟମ୍‌କୁ ବେଡ୍‌ରୁମ୍‌ରେ ରଖିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ଦୁଃସ୍ବପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି।
ଆକ୍ବାରିୟମ୍‌ରେ ସର୍ବଦା ୯ଟି ମାଛ ରଖିବା ଶୁଭଙ୍କର। ଆଉ ସେହି ୯ଟି ମାଛ ମଧ୍ୟରୁ ୮ଟି ଗୋଲ୍ଡ ଫିଶ୍‌ ଓ ଗୋଟିଏ କଳା ମାଛ ରହିବା ଦ୍ବାରା ଅଧିକ ଶୁଭଫଳ ପ୍ରଦାନ କରିଥାଏ।
ଗୋଲ୍ଡ ଫିଶ୍‌କୁ ଧନର ପ୍ରତୀକ ବୋଲି କୁହାଯାଏ। ଅନ୍ୟପକ୍ଷେ କଳାମାଛ ସୁରକ୍ଷାର ପ୍ରତୀକ ଭାବେ ବିବେଚନା କରାଯାଇଛି।