Horosocpe - The Sakala

ବୁଧବାର ରାଶିଫଳ ( ୧୬- ୦୭- ୨୦୨୫ )
ମେଷ: ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ଘରକୁ ଅତିଥି ଆସିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବ। ଆର୍ଥିକ ସମସ୍ୟା ଦେଖା ଦେବ।

ବୃଷ: ଘରକୁ ନୂଆ ଜିନିଷ ଆଣିବେ। ଭାବିଚିନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଭଲ। ଗୁରୁଜନଙ୍କ ଆଶୀର୍ବାଦ ନେବେ। ଆର୍ଥିକ କାରବାରରେ ଲାଭ ମିଳିବ। ଅପ୍ରିୟ ସତ କହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ: ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବନି। ବାଦବିବାଦରୁ ଦୂରେଇ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପରିଶ୍ରମ କରିବେ। ଜୀବନସାଥୀଙ୍କୁ ସମୟ ଦେବେ।

କର୍କଟ: ମାଂସପେଶୀ ଯନ୍ତ୍ରଣା ଅନୁଭବ କରିବେ। ଇଷ୍ଟ ଦେବଙ୍କୁ ସ୍ମରଣ କରିବେ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ। ଜମି କିଣିବା ଯୋଗ ଅଛି।

ସିଂହ: ଦିନଟି ହସଖୁସିରେ କଟିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପ୍ରେମ ମାମଲାରେ ଦିନଟି ଭଲ। ବନ୍ଧୁଙ୍କ କଥା ଆଘାତ ଦେବ। ଗରିବ ଲୋକଙ୍କୁ ସାମର୍ଥ୍ୟ ମୁତାବକ ସାହାଯ୍ୟ କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ରୋଗମୁକ୍ତ ହେବେ। ପରିବାର ସଦସ୍ୟଙ୍କ ମନ ଜିଣିବେ। ନିଯୁକ୍ତିକୁ ନେଇ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରାଜନେତାଙ୍କ ପାଇଁ ଦିନଟି ଭଲ।

ତୁଳା: ବ୍ୟବସାୟରେ ଲାଭ ହେବ। ପାରିବାରିକ ବିବାଦ ଦେଖା ଦେବ। ଜୀବନସାଥୀଙ୍କ ସହ ନୂଆ ସ୍ଥାନ ବୁଲିବାକୁ ଯିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ପୁରୁଣା ନିବେଶରୁ ଲାଭ ମିଳିବ।

ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ। ବନ୍ଧୁମିଳନ ଯୋଗ ଅଛି। ମାଲିମକଦ୍ଦମା ଲାଗି ସମୟ ଅନୁକୂଳ ନୁହେଁ।

ଧନୁ: ଯୋଜନାମୁତାବକ ସମସ୍ତ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମୟର ସଠିକ ଉପଯୋଗ କରିବେ। ସମ୍ପର୍କୀୟଙ୍କ ସହଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଉତ୍ତମ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ।

କୁମ୍ଭ: ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ କାର୍ଯ୍ୟଭାର କମ୍ ହେବ। ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ମିଳନ ଯୋଗ ଅଛି। ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଅଧିକ ଖର୍ଚ୍ଚାନ୍ତ ହେବେ।

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ତିନି ରାଶିଙ୍କ ହେବ ଭାଗ୍ୟୋଦୟ
ରାହୁ-କେତୁ ଦେଢ଼ ବର୍ଷ ପରେ ରାଶି ପରିବର୍ତ୍ତନ କରନ୍ତି। ଏଣୁ ସେମାନଙ୍କର ଶୁଭ ଓ ଅଶୁଭ ଫଳ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଜୁଲାଇ ୮ରୁ କେତୁ ହସ୍ତ ନକ୍ଷତ୍ରର ତୃତୀୟ ଚରଣରୁ ବାହାରି ଦ୍ବିତୀୟ ଚରଣରେ ପ୍ରବେଶ କରିବେ। କେତୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ବିଶେଷକରି ଏହି ତିନି ରାଶିଙ୍କର ଭାଗ୍ୟୋଦୟ ହେବ।

ମେଷ: କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ନିବେଶ ପାଇଁ ଉତ୍ତମ ସମୟ।

ବୃଷ: ଆୟରେ ଉନ୍ନତି ହେବ। ଚାକିରିରେ ପଦୋନ୍ନତି ହେବ। ନୂଆ ଯାନବାହନ ନଚେତ୍‌ ଜମିବାଡ଼ି କିଣିବେ। ବ୍ୟବସାୟରେ ଉନ୍ନତି ଘଟିବ।

ମକର: ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ। ନିବେଶରୁ ଲାଭ ମିଳିବ।

ଶୁକ୍ରବାର ରାଶିଫଳ (୧୧-୦୮-୨୦୨୩)
ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସ୍‌ରେ କାର୍ଯ୍ୟ ଚାପ ରହିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଯୋଜନା କରିବେ। ଗୁରୁଜନଙ୍କ କଥା ମାନି ଚଳିଲେ ସମସ୍ୟା ଦୂର ହେବ।

ବୃଷ: ପରିବାର ଲୋକଙ୍କ ସହ ମଜାମସ୍ତି କରିବେ। କାର୍ଯ୍ୟରେ ଅନ୍ୟମନସ୍କ ରହିପାରନ୍ତି। ବନ୍ଧୁଙ୍କଠାରୁ ପ୍ରତାରିତ ହୋଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ଲୋଡ଼ିବେ।

ମିଥୁନ: ବ୍ୟସ୍ତତା ଭିତରେ ଦିନ ବିତିବ। ନୂତନ ସାମଗ୍ରୀ କ୍ରୟ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ। ଧାର୍ମିକ ସମାବେଶରେ ସମୟ ବିତିବ।

କର୍କଟ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଭଲ ସମୟ। ସନ୍ତାନଙ୍କ ଶିକ୍ଷା କଥାକୁ ନେଇ ଚିନ୍ତାରେ ରହିବେ। ସଫଳତା ପାଇବାକୁ ଅଧିକ ପରିଶ୍ରମ କରିବେ।

ସିଂହ: କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ପାଇବେ। ଝାମେଲାରେ ମୁଣ୍ଡ ପୂରାଇବା ଅନୁଚିତ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ହେବ। ଘରର ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।

କନ୍ୟା: ଅଚାନକ ଖୁସି ଖବର ପାଇପାରନ୍ତି। ପେଟ ସମ୍ବନ୍ଧୀୟ ସମସ୍ୟା ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମନ ଅଶାନ୍ତ ରହିବ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ତୁଳା: ଅକସ୍ମାତ୍‌ ଧନ ଯୋଗ ରହିଛି। ଆୟ ଅନୁସାରେ ବ୍ୟୟ ହେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ପ୍ରେମ ସମ୍ପର୍କରେ ସଫଳ ହେବେ। ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ।

ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଖର୍ଚ୍ଚ ବଢ଼ିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ଧନୁ: ଗୁରୁଜନଙ୍କ ପରାମର୍ଶରେ କାମ କରନ୍ତୁ। ଆଶା କରିଥିବା ଦିଗରୁ ଶୁଭ ସଙ୍କେତ ପାଇବେ। ବ୍ୟବସାୟରେ ଲାଭବାନ ହେବେ। ଘରର କୌଣସି ସଦସ୍ୟଙ୍କ ପାଇଁ ବ୍ୟସ୍ତ ହୋଇପଡ଼ିବେ। ପୂଜାର୍ଚ୍ଚନାରେ ସମୟ ବିତାନ୍ତୁ।

ମକର: ସନ୍ତାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। କଟୁକଥା କୁହନ୍ତୁନି। ବ୍ୟବସାୟରେ କ୍ଷତି ସହିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଉଧାର ଟଙ୍କା ଫେରିପାଇବାରେ ସମସ୍ୟା ଦେଖାଦେବ।

କୁମ୍ଭ: ମହିଳାମାନେ ଧାର୍ମିକ କାର୍ଯ୍ୟକ୍ରମରେ ସମୟ ବିତାଇବେ। ପ୍ରିୟଜନଙ୍କ ସହ ଦୂରସ୍ଥାନ ଯାତ୍ରା କରିବେ। ସୃଜନାତ୍ମକ ଦକ୍ଷତାରେ ବିକାଶ ଘଟିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ।

ମୀନ: ନିଜ ଲୋକଙ୍କଠାରୁ ଆଘାତ ପାଇପାରନ୍ତି। କଠିନ ସମସ୍ୟାରେ ଧୈର୍ଯ୍ୟହରା ହୁଅନ୍ତୁନି। ଅତିଥି ଚର୍ଚ୍ଚା କରିବେ। କ୍ୟାରିୟରକୁ ନେଇ ପିଲାମାନେ ଯୋଜନା କରିବେ। ବ୍ୟବସାୟରେ ଲାଭ ମିଳିବ।

ମଙ୍ଗଳବାର ରାଶିଫଳ ( ୦୮-୦୮-୨୦୨୩ )
ମେଷ: ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଆୟ ବଢ଼ିବ। ବିଦେଶ ଯାତ୍ରା କରିପାରନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ବୃଷ: ସମସ୍ତଙ୍କ ସହ ନମ୍ର ବ୍ୟବହାର କରନ୍ତୁ। ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସମ୍ପର୍କ ବିସ୍ତାର ହେବ। ପାଠପଢ଼ାରେ ବିଦ୍ୟାର୍ଥୀଙ୍କ ମନ ଲାଗିବନି। ପତି-ପତ୍ନୀଙ୍କ ସମ୍ପର୍କ ଅଧିକ ମଜଭୁତ୍‌ ହେବ।

ମିଥୁନ: ପରିବାରର କୌଣସି ସଦସ୍ୟଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ବ୍ୟବସାୟରେ ଲାଭ ମିଳିବ। ଅଧିକ ଖର୍ଚ୍ଚାନ୍ତ ହେବାର ଆଶଙ୍କା ରହିଛି। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ଧ୍ୟାନ ଦେବେ।

କର୍କଟ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ମାନସିକ ଅଶାନ୍ତି ଲାଗି ରହିବ। ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।

ସିଂହ: ଆଜି ଗମ୍ଭୀରତା ଏବଂ ବିବେକଶୀଳତାରେ କାମ କରିବେ। ଗୁରୁଜନଙ୍କ ପରାମର୍ଶ ନେଇ କାମ କରିବେ। ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।

କନ୍ୟା: ଅଚାନକ କୌଣସି ଖୁସି ଖବର ପାଇବେ। କଠିନ କାର୍ଯ୍ୟ ପୂରା କରିବେ। ବ୍ୟବସାୟରେ କ୍ଷତି ସହିବେ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ପରିବାରର ହସଖୁସି ପାଇଁ ଆପଣଙ୍କ ପ୍ରୟାସ ପ୍ରଶଂସନୀୟ ହେବ। ଅଚିହ୍ନା ବ୍ୟକ୍ତିଙ୍କ ସହାୟତରେ ସମସ୍ୟାର ସମାଧାନ ହେବ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସନ୍ତାନଙ୍କ ଉନ୍ନତି ଘଟିବ।

ବିଛା: ଆର୍ଥିକ ମାମଲାରେ ସୁଧାର ଆସିବ। ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ: ଲକ୍ଷ୍ୟ ପୂରା କରିବାକୁ କଠିନ ପରିଶ୍ରମ କରିବେ। ଭୁଲ୍‌ ସୁଧାରିବାକୁ ମଉକା ଖୋଜିବେ। ଉଚିତ ନିବେଶ କରିବାରେ ସକ୍ଷମ ହେବେ। ଅଫିସ୍‌ କାର୍ଯ୍ୟ ଯୋଗୁଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସମସ୍ୟାରେ ପଡ଼ିପାରନ୍ତି। ଅଫିସରେ ସମସ୍ତଙ୍କ ସହ ସମାନ ଆଚରଣ ଦେଖାନ୍ତୁ। ପରିବାର ସଦସ୍ୟଙ୍କ ସହ ସମୟ ବିତାନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କୁମ୍ଭ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ଅଫିସରେ କାର୍ଯ୍ୟ କରିପାରନ୍ତି। ଆର୍ଥିକ ବସ୍ଥା କମ୍‌ଜୋର ରହିବ। ପ୍ରେମ ବ୍ୟାପାରରେ ଅଧିକ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁନି।

ମୀନ: ଜମିଜମା ମାମଲାରୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ବ ବଢ଼ିଯିବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।

ଶନିବାର ରାଶିଫଳ (୦୮-୦୭-୨୦୨୩)
ମେଷ: ପରିବାରରେ ହସଖୁସି ଲାଗିରହିବ। ପିଲାଙ୍କ କ୍ୟାରିୟରକୁ ନେଇ ଅଭିଭାବକ ବ୍ୟସ୍ତ ରହିବେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଉପଯୁକ୍ତ ସମୟ। ଦିନଟି ସକାରାତ୍ମରେ ବିତିବ। ଦୂରସ୍ଥାନ ଯାତ୍ରା କରିପାରନ୍ତି।

ବୃଷ: ଅଟକି ରହିଥିବା ଦିଗରୁ ଧନପ୍ରାନ୍ତି ହେବ। ବନ୍ଧୁଙ୍କ ସହଯୋଗ ପାଇ କାର୍ଯ୍ୟ ପୂରା ହେବ। ପତି-ପତ୍ନୀଙ୍କ ଭିତରେ ବୁଝାମଣା ରହିବ। ଆୟ ଅନୁସାରେ ବ୍ୟୟ କରନ୍ତୁ।

ମିଥୁନ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। କଳା, ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଅନ୍ତୁ। ପରିବାରଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି।

କର୍କଟ: ପରିବାରରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ। ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁମିଳନ ହୋଇପାରେ।

ସିଂହ: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ସ୍ବଭାବରେ ଚିଡ଼ାପଣ ଦେଖାଦେବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

କନ୍ୟା: କଥା କହିବା ସମୟରେ ସଂଯମତା ରଖା କରନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପରିବାର ଲୋକଙ୍କ ସହ ମତଭେଦ ହୋଇପାରେ। ମନ ଅଶାନ୍ତ ରହିବ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।

ତୁଳା: ପରିବାର ଦାୟିତ୍ବ ବଢ଼ିବ। ମାନସମ୍ମାନ ପାଇବେ। ଯାନବାହନ କ୍ରୟ କରିପାରନ୍ତି। ବାଣିଜ୍ୟରେ ଭଲ ଲାଭ ପାଇବେ। ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ।

ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ସହିବେ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ପରିବାରଲୋକଙ୍କ ସହଯୋଗ ମିଳିବ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ମକର: ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ଅଯଥା ଖର୍ଚ୍ଚ ବଢ଼ିବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ଅନୁପାତରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।

ମୀନ: ଆୟରେ ବୃଦ୍ଧି ଘଟିବ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

ବୁଧବାର ରାଶିଫଳ (୧୭-୦୫-୨୦୨୩)
ମେଷ: ଦିନଟି ଭଲରେ କଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ। କଥାରେ ମଧୁରତା ରଖିବେ।

ବୃଷ: ଦିନଟିରେ ମିଶ୍ରିତ ଫଳ ମିଳିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭ ଫଳ ମିଳିବ। ବ୍ୟବସାୟରେ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ: ଅବିବାହିତଙ୍କ ବିବାହ ସ୍ଥିର ହେବ। ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଧନ ବ୍ୟୟର ଯୋଗ ରହିଛି। ଭାଇ, ଭଉଣୀଙ୍କ ମନୋମାଳିନ୍ୟ ଦୂର ହେବ। ରାଜନୀତିରେ ସଫଳତା ମିଳିବ।

କର୍କଟ: ଚାକିରିଆଙ୍କୁ ଧନ ପ୍ରାପ୍ତି ଯୋଗ ଅଛି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଯାନବାହନ କିଣିପାରନ୍ତି। ମାଆ-ବାପାଙ୍କ ସହ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।

ସିଂହ: ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ବିଦେଶ ଯାତ୍ରା କରିବେ।

କନ୍ୟା: ବନ୍ଧୁଙ୍କ ସହାୟତାରେ ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପୂଜାପାଠରେ ସାମିଲ ହେବେ। ପ୍ରେମ ଜୀବନରେ ମଧୁରତା ଆସିବ। ବ୍ୟବସାୟରେ ପରିବର୍ତ୍ତନ ଆସିବ।

ତୁଳା: ଚାକିରିେର ବଦଳି ସମ୍ଭାବନା ଅଛି। ପୈତୃକ ସମ୍ପତ୍ତିରେ ବିବାଦ ଦେଖା ଦେବ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବିଛା: କାମରେ ଧୈର୍ଯ୍ୟର ଅଭାବ ରହିବ। ଆଇଟି ଓ ବ୍ୟାଙ୍କ ଚାକିରିଆଙ୍କୁ କୌଣସି ଖୁସି ଖବର ମିଳିବ। ପରିବାର ସହ କୌଣସି ସ୍ଥାନକୁ ବୁଲିବାକୁ ଯିବେ। ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ଧନୁ: ଅର୍ଥ ସଞ୍ଚୟ କରିବେ। ଭବିଷ୍ୟତର କୌଣସି ଯୋଜନାକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଅନ୍‌ଲାଇନ୍‌ କାର୍ଯ୍ୟରୁ ଲାଭ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ମକର: ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବେ। ଅଯଥା ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ଘରର ଗୁରୁଜନଙ୍କ ସହ ଆଲୋଚନା କରିବେ। ଜମି କିଣାବିକାକୁ ନେଇ ନୂଆ ଯୋଜନା କରିବେ।

କୁମ୍ଭ: ଦିନଟି ବ୍ୟସ୍ତତା ଭିତରେ ଅତିବାହିତ ହେବ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦେଖା ଦେବ।

ମୀନ: ଯୋଗାସନ ପ୍ରତି ଆଗ୍ରହ ବଢ଼ିବ। ଚାକିରିଆଙ୍କୁ ନୂଆ ନିଯୁକ୍ତି ସମ୍ଭାବନା ଅଛି। ଭଜନ, କୀର୍ତ୍ତନରେ ସାମିଲ ହେବେ। କୌଣସି କାମରେ ପରିବାରର ସହଯୋଗ ମିଳିବ। ବିରୋଧୀଙ୍କଠାରୁ ଦୂରତ୍ବ ରକ୍ଷା କରିବେ।

ମଙ୍ଗଳବାର ରାଶିଫଳ (୨୧-୦୩-୨୦୨୩)
ମେଷ: ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଫଳତା ହାସଲ କରିବେ। ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଉତ୍ସାହିତ ଅନୁଭବ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିବ।

ବୃଷ: ସମାଜରେ ସମ୍ମାନ ବୃଦ୍ଧି ପାଇବ । ଅଯଥା କାର୍ଯ୍ୟରେ ସମୟ ଅତିବାହିତ କରନ୍ତୁ ନାହିଁ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ।

ମିଥୁନ: ଏକାଧିକ ଯୋଜନା କରି ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ମହିଳାମାନେ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ।

କର୍କଟ: ଆର୍ଥିକ ସଂକଟ ଦେଖା ଦେଇପାରେ। ସନ୍ତାନସନ୍ତତିଙ୍କଠାରୁ ସାହାଯ୍ୟ ଆଶା କରିବେ। ବ୍ୟବସାୟରେ ଅଗ୍ରଗତି କରିବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ।

ସିଂହ: ଦିନଟି ମଧ୍ୟମ ଧରଣର ରହିବ। ପରିବାରରେ ଦାୟିତ୍ବଭାର ବୃଦ୍ଧି ପାଇବ। କୌଣସି କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିପାରନ୍ତି।

କନ୍ୟା: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ମହିଳାମାନେ କର୍ମତତ୍ପର ହେବେ। ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ତୁଳା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ବିବାଦ ଦେଖା ଦେବ। ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। ପରିବାରଠାରୁ ସାହାଯ୍ୟ ଆଶା କରିବେ।

ବିଛା: ଉଚ୍ଚ ଅଧିକାରୀ କାର୍ଯ୍ୟର ପ୍ରଶଂସା କରିବେ। ପରିବାରବର୍ଗଙ୍କ ସହ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।

ଧନୁ: ଆନନ୍ଦ ଉଲ୍ଲାସ ସହ କାର୍ଯ୍ୟ କରିବେ। ସମସ୍ୟା ସମାଧାନ ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତରରେ ରହିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ମକର: କାର୍ଯ୍ୟ ବିଳମ୍ବ ହେବାରୁ ମନସ୍ତାପ କରିବେ। କର୍ମକ୍ଷେତ୍ରରେ ଅସହଯୋଗ ଓ ସହକର୍ମୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା ରହିବ। ବ୍ୟବସାୟରେ ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ।

କୁମ୍ଭ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ଜନସେବାରେ ଆତ୍ମସନ୍ତୋଷ ମିଳିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରିବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ମୀନ: କର୍ମକ୍ଷେତ୍ରରେ ସକ୍ରିୟ ରହିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।