Dr. Arun Kumar Sahoo - The Sakala
ରାଜ୍ୟ ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି: ବିଧାୟକ ଅରୁଣ ସାହୁ
ଭୁବନେଶ୍ବର: ସରକାରଙ୍କୁ ରାଜନୈତିକ ପକ୍ଷାଘାତ ହୋଇଛି। ଦୁଇମାସ ତଳେ ସରକାର ଗୋଟିଏ ନିଷ୍ପତ୍ତି ନେଇ, କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ଛୁଟି ଘୋଷଣା କରିଥିଲେ । ହଠାତ୍ ଦୁଇଦିନ ତଳେ ସେହି ଛୁଟିକୁ ପୁଣି ବାତିଲ କରିଛନ୍ତି। ରାଜ୍ୟ ସରକାରଙ୍କ ବାଚଳାମିକୁ ତୀବ୍ର ସମାଲୋଚନା କରିଛନ୍ତି ବିଧାୟକ ଅରୁଣ ସାହୁ। ଗୋଟିଏ ସରକାର ଦୁଇ ଦୁଇଟି ନିଷ୍ପତ୍ତି କେମିତି ନେଉଛନ୍ତି। ଏହା କେବଳ ରାଜନୈତିକ ପକ୍ଷାଘାତ ବୋଲି କହିଛନ୍ତି ଅରୁଣ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ବିଜୁ ଜୟନ୍ତୀ ପାଳନ କରିବା ଅବସରରେ ଏହା କହିଛନ୍ତି ଅରୁଣ ସାହୁ। ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ କରି ଆସୁଥିଲେ। ହେଲେ ବିଜେପି ସରକାର ଏହାକୁ ବନ୍ଦ କରିଦେଇଛନ୍ତି। ଏ ସରକାରଙ୍କୁ ପକ୍ଷାଘାତ ରୋଗ ଆକ୍ରାନ୍ତ କରିଛି ବୋଲି ନୟାଗଡ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।
ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିବା ଦୀର୍ଘ ସାଢେ ୩ ଘଣ୍ଟାକ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକ ସମାପ୍ତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ବୈଠକରେ ନିର୍ବାଚନର ସବୁ ଦିଗ ଉପରେ ଆଲୋଚନା ହୋଇଥିବା କହିଛନ୍ତି ଦେବୀ ମିଶ୍ର। ଓଡିଶା ଆଜି ସବୁ କ୍ଷେତ୍ରରେ ସଫଳତା ପାଇ ଚାଲିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ବିକାଶର ଶୀର୍ଷ ଛୁଇଁଛି। ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି ଏବଂ ଆଗକୁ ମଧ୍ୟ ଲୋକଙ୍କ ସ୍ୱାର୍ଥ ପାଇଁ ଦଳ କାମ କରିବ। ଆସନ୍ତା ୧୨ ବର୍ଷ ପରେ ଓଡିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ମାଇଲଷ୍ଟୋନ ପୂରଣ ପାଇଁ ଯାହା ଆବଶ୍ୟକ ପଡିବ ନିଷ୍ପତି ନିଆଯିବ। ରାଜ୍ୟର ସ୍ୱାର୍ଥ ପାଇଁ ଦଳର ସଭାପତି ଯାହା ନିଷ୍ପତି ନେବ ତାହା ଆମେ ମାନିବୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।
ବିରୋଧୀଙ୍କୁ କଡ଼ା ଜବାବ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ
ଭୁବନେଶ୍ବର: କ୍ୟାବିନେଟ ନିଷ୍ପତ୍ତି ପରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି। ବିଜେପି ଓ କଂଗ୍ରେସ ଏପରି ଡ୍ରାମା କରି ଦେଶରୁ ସଫା ହୋଇଯିବେ। ଆଦିବାସୀଙ୍କ ପାଇଁ କିଛି ନକରି କଂଗ୍ରେସ ଦେଶରେ ସଫା ହୋଇଛି । ବିଜେପି ମଧ୍ୟ ଏଥର ସଫା ହୋଇଯିବ ବୋଲି ଅରୁଣ ସାହୁ କହିଛନ୍ତି। ବିଭିନ୍ନ ଫୋରମରେ ଆଲୋଚନା ହେଉଛି ଅନ୍ୟ ଜାତିମାନେ ସୁବିଧା ପାଉଛନ୍ତି, ଜନଜାତି ମାନେ ସବୁ ସୁବିଧା ପାଇବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ଆଦିବାସୀ ମାନେ ଯେମିତି କୌଣସି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସିଛନ୍ତି । ବିଜେପି ସଦସ୍ୟ ମାନେ ନିଜର ମତାମତ ଦେବା ପାଇଁ କ୍ୟାବିନେଟ୍ ବ୍ୟବସ୍ଥା କରିଛି । ତେଣୁ ଗୃହରେ ବିଜେପି ଗପ ନ କହି କ୍ୟାବିନେଟକୁ ଧନ୍ୟବାଦ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।
ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାରେ ଡ୍ରାମା ନକରି ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ । ବିଜେପିକୁ ବିଜେଡିର ପ୍ରଶ୍ନ । କାହିଁକି କେବିକେ ଯୋଜନା କାଟିଲ । ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଅର୍ଥ ଦେଉନାହ। ୧୯୭୦ ମସିହାରୁ ୧୬୯ଟି ଜାତି ଅଛନ୍ତି। ତାହାକୁ ଜନଜାତିର ମାନ୍ୟତା କାହିଁକି ମିଳୁନି । ବାରମ୍ବାର ରାଜ୍ୟ ଦାବି କରୁଛନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀ ଓ ୯ ଜଣ ସାଂସଦ କାହିଁକି ୯ବର୍ଷ ଧରି ସଂସଦରେ ପଦେଟିଏ ବି କହିନାହାନ୍ତି ବୋଲି ବିଜେଡ଼ି ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିିଛି।
ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି: ଅରୁଣ ସାହୁ
ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ୩ୟ ଦିନ ।  ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ ହୋଇଛି। ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ  ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିବା ପରେ ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ । ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି । ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଏହି ପ୍ରସଙ୍ଗ ଉଠାଉଛନ୍ତି । ଅଧ୍ୟାଦେଶରେ ଯେଉଁ କଥା ରହିଛି ତାହା ବିଜେପି ଓ କଂଗ୍ରେସର ସଦସ୍ୟମାନେ ହିଁ ଦାବି ରଖିଥିଲେ । ସରକାର ସେ ଦିଗରେ ପଦକ୍ଷେପ ନେବା ପରେ ବିରୋଧୀ ପୁଣି ଓଲଟା କଥା କହୁଛନ୍ତି । ସବୁ ପରେ ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି ।
ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାକୁ ବନ୍ଦ କରିବା ଓ ରାଜଭବନ ଯାଏ ପଦଯାତ୍ରା କରି ଯିବା ଅପେକ୍ଷା ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ  ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।
ସେହିପରି  ବିଧାୟ ଶଶୀ ବେହେରା କହିଛନ୍ତି ଯେ,  ବିରୋଧୀ ମାନେ ଗୃହ ଚଳାଇଦେଉନାହାନ୍ତି। ଫଳରେ ଅନେକ ପ୍ରସଙ୍ଗ ଆଲୋଚନା ହେବ କଥା ହୋଇପାରୁନାହିଁ। ଅନେକ ପ୍ରସଙ୍ଗ ରିହିଛି ବିରୋଧୀ ଜାଣିଶୁଣି ଆଲୋକଚନା କରାଇ ଦେଉନାହାନ୍ତି।  ଆଦିବାସୀଙ୍କ ସହିତ ସରକାର ଅଛନ୍ତି। ଆଦିବାସୀଙ୍କ ବିକାଶ କରୁଛନ୍ତି ସରକାର। କ୍ୟାବିନେଟ ନିଷ୍ପତି ସରକାର ସ୍ଥଗିତ ରଖିଛନ୍ତି। ମନ୍ତ୍ରୀ ମଧ୍ୟ ସ୍ପଟିକାରଣ ଦେଇସାରିଛନ୍ତି। ଅଯଥା ଗୃହରେ ହଟ୍ଟଗୋଳ ସୃଷ୍ଟି କରୁଛନ୍ତି। ଗୃହ ଚଳାଇ ଦେଉନାହାନ୍ତି ବୋଲି ବିଧାୟକ ଶଶୀ ବେହେରା କହିଛନ୍ତି।
କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର କଡ଼ା ଜବାବ
ଭୁବନେଶ୍ବର: କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରର। କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି। ତାଙ୍କର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ୮ ଜଣ ସାଂସଦ ବି ଅଛନ୍ତି । କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏ କଥା କେତେଥର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ବୋଲି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି। ।
ସେହିପରି, ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ନରସିଂହ ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ଓ ପୂର୍ବତନ ମନ୍ତ୍ରୀ ଫଟୋ ମୁଖ୍ୟ ଅଭିଯୁକ୍ତ ସହ ଥିବା ଅଭିଯୋଗ କରିଥିଲେ। ତାଙ୍କୁ ବିଧାୟ ଅରୁଣ ସାହୁ କାଉଣ୍ଟର କରି ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ମିଶ୍ରଙ୍କ ଫଟୋ ଦେଖାଇଥିଲେ। କହିଥିଲେ ଏ ଫଟୋ କାହାର। ଏତେ ତଳକୁ ଆପଣ କାହିଁକି ଖସି ଯାଉଛନ୍ତି, ଫଟୋ ରାଜନୀତି ନ କରିବାକୁ ଅରୁଣ କହିଥିଲେ। ଅରୁଣଙ୍କ ବିବୃତି ପରେ ପୁଣି ନରସିଂହ ମିଶ୍ର କାଉଣ୍ଟର କରିଥିଲେ । କହିଥିଲେ ମୋର କୌଣସି ଫଟୋ ଯଦି ଅଛି ମୁଁ ତଦନ୍ତ କୁ ସ୍ୱାଗତ କରୁଛି ।
ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ବରକନ୍ୟା ଝରଣା, ନୟାଗଡ଼ରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ନୟାଗଡ଼ : ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ। ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି। କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା। ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ଆଜି ସକାଳୁ ସକାଳୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପହଞ୍ଚିଥିଲେ।
କୁଳୁକୁଳୁ ଝରଣାକୁ ସମସ୍ତେ ବେଶ ଉପଭୋଗ କରିଥିଲେ। ଏହି ଝରଣାକୁ ଦେଖି ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ଦାସ ପ୍ରଶଂସା କରିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯିବ ବୋଲି କହିଥିଲେ। ଏହି ଗସ୍ତରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ କହଁର, ସରୋଜ ରଣସିଂହ, ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଗସ୍ତ କରିଥିଲେ।
ଅନ୍ଧାରିମୂଲକରୁ ଉଦ୍ଧାର କେବେ: ଜିଲ୍ଲାର ୩୦ ଗାଁକୁ ଯାଇନି ବିଦ୍ୟୁତ୍‍
ନୟାଗଡ଼: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁ ବିଦ୍ୟୁତ୍‍ ସଂଯୋଗ ପାଇବାରୁ ବଞ୍ଚିତ ହୋଇଛି। ଏହି ଗାଁଗୁଡ଼ିକରେ ବିଦ୍ୟୁତ୍‍ ଆଲୋକ ଦେଖାଇବା ପାଇଁ ସୋଲାର ପ୍ରକଳ୍ପ ମାଧ୍ୟମରେ କରାଯାଇଥିବା ପ୍ରୟାସ ଫେଲ୍‍ ମାରିଛି। ଅନ୍ଧାରି ମୂଲକରେ ରହୁଥିବା ପରିବାରଗୁଡ଼ିକ ସୋଲାର ପ୍ରକଳ୍ପକୁ ଦେଖି ଡିବିରି ଜାଳୁଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଓଡ଼ଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକର ୩୦ରୁ ଊର୍ଦ୍ଧ୍ବ ଗାଁକୁ ଏବେ ବି ବିଦ୍ୟୁତ୍‍ ସଂଯୋଗ ନ ଥିବା ଜଣାଯାଇଛି।
ରଣପୁର ବ୍ଲକ ନୂଆଗାଁ, ଓଡ଼ଗାଁ ବ୍ଲକ ନେପାଳ, ଭୋବସର, ଗିରିଡ଼ିଆମ୍ବା ଗ୍ରାମବାସୀ ବିଦ୍ୟୁତ୍‍ ଦେଖି ନ ଥିବା ଜଣାଯାଇଛି। ସେହିଭଳି ନୂଆଗାଁ ବ୍ଲକର କିଛି ଗାଁ ଏବେ ବି ଅନ୍ଧାରରେ ରହିଥିବାବେଳେ ଦଶପଲ୍ଲାରେ ସର୍ବାଧିକ ଗାଁରେ ଅନ୍ଧାର ରାଜତ୍ୱ କରୁଛି। ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତ ପାନାବାରୀ, ତାବେଡ଼ା, ଆଶ୍ରଡ଼ା, ପେହେଲାଜୁ ଗ୍ରାମରେ ଏବେ ବି ଅନ୍ଧାରରେ ରହିଛି। ପେହେଲାଜୁ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇଥିବାବେଳେ ବିଦ୍ୟୁତ୍‍ ପହଞ୍ଚିପାରୁ ନାହିଁ। ବାଣିଗୋଚ୍ଛା ପଞ୍ଚାୟତର ରାଗୁଡ଼ା, କୁଲୁରୁକୁମ୍ପା ପଞ୍ଚାୟତର ଗମ୍ଭାରିଗଣ୍ଡା, କୁଜାମେଣ୍ଢି ପଞ୍ଚାୟତର ୩ଟି ଗ୍ରାମକୁ ଅଦ୍ୟାବଧି ବିଦ୍ୟୁତ୍‍ ସଂଯୋଗ ହୋଇପାରି ନାହିଁ। ଦଶପଲ୍ଲା ବ୍ଲକର ୧୦ରୁ ଊର୍ଦ୍ଧ୍ବ ଗ୍ରାମ ବିଦ୍ୟୁତ୍‍ ସୁବିଧା ପାଇବାରୁ ବଞ୍ଚିତ ଅଛି। ସେହିଭଳି ଭାବେ ଗଣିଆ ବ୍ଲକ ବଡ଼ଶିଲିଙ୍ଗା ପଞ୍ଚାୟତର ୯ଟି ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇଥିଲେ ମଧ୍ୟ ଅନ୍ଧକାର ପରିସ୍ଥିତି ଦୂର ହୋଇପାରି ନାହିଁ। ଓପିସିଏଲ୍‍ ଜରିଆରେ ଦୀନଦୟାଲ ଉପାଧ୍ୟାୟ ବିଦ୍ୟୁତ୍‍କରଣ ଯୋଜନାରେ ଗୁପ୍ତା କମ୍ପାନୀକୁ ଏହି ଗ୍ରାମଗୁଡ଼ିକରେ ବିଦ୍ୟୁତ୍‍ ସଂଯୋଗ କାର୍ଯ୍ୟ କରିବା ପାଇଁ ଦିଆଯାଇଥିଲା। କମ୍ପାନୀ ଦ୍ୱାରା ଏହି ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ବ ଗ୍ରାମକୁ ବିଦ୍ୟୁତ୍‍କରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କମ୍ପାନୀ ସମସ୍ତ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ କରିବା ପରେ ୯ଟି ଗ୍ରାମରେ ସମସ୍ୟା ଦେଖାଦେଇଥିଲା। ସେଥିମଧ୍ୟରୁ ଡୁଇସିଂ ଓ ବାଙ୍କଝରି ଗ୍ରାମର ଲୋକ କେବଳ ଅଧଘଣ୍ଟା ପାଇଁ ବିଦ୍ୟୁତ୍‍ ଆଲୋକ ଦେଖିଥିଲେ। ଅଧଘଣ୍ଟା ପରେ ପୁଣିଥରେ ଏହି ଗ୍ରାମବାସୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ସେହିଭଳି ଭାବେ ଉକ୍ତ ପଞ୍ଚାୟତ ଗେରେଗେଡ଼ି, ଦୁମୁଦୁମା, ଢିପିସାହି, ସେଟପଲ୍ଲୀ, ମଳାସପଦର, ଓସ୍କାମସ୍କା, ଜାନକାଝୋଲ ଗ୍ରାମବାସୀ ଗୋଟିଏ ମାସ ବିଦ୍ୟୁତ୍‍ ଆଲୋକରେ ଜୀବନ ବିତାଇଥିବା ଜଣାଯାଇଛି। ଅନ୍ୟାନ୍ୟ ଗ୍ରାମରେ ନିମ୍ନମାନର ବିଦ୍ୟୁତ୍‍ କେବୁଲ୍‍ ପାଇଁ ବାରମ୍ବାର ବିଦ୍ୟୁତ୍‍ ବିଭ୍ରାଟ ସମସ୍ୟା ଦେଖାଦେଉଛି।
ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ୨୦୧୯ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦିଶା ବୈଠକରେ ସ୍ଥାନୀୟ ଜନପ୍ରତିନିଧି ଏହି ପ୍ରସଙ୍ଗ ଉଠାଇଥିବାବେଳେ ଜିଲ୍ଲାପାଳ ଏହାକୁ ତୁରନ୍ତ ସମାଧାନ କରିବାକୁ କହିଥିଲେ। ଏପରିକି ବିଦ୍ୟୁତ୍‍ ମରାମତି କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ କମ୍ପାନୀ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଉଛନ୍ତି। ବୈଠକବେଳେ ଜିଲ୍ଲା ପ୍ରଶାସନ ଏ ଅନ୍ଧାରିମୂଲକ ସମସ୍ୟା ବିଷୟରେ ଆଲୋଚନା କରୁଥିବାବେଳେ ପରମୁହୂର୍ତ୍ତରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଦେଖାଯାଇଛି। ଫଳରେ ଅନ୍ଧାରିମୂଲକରୁ ଏହି ଗାଁଗୁଡ଼ିକ କେବେ ଉଦ୍ଧାର ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟରେ ଆରମ୍ଭ ହେଲା ଅଣ୍ଡର୍‌ ଗ୍ରାଜୁଏଟ ପିଲାଙ୍କ ପାଇଁ ଇ-ଲେକ୍‌ଚର୍‌ ବ୍ୟବସ୍ଥା
ଭୁବନେଶ୍ୱର: ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁରୁବାକ ଇ-ଲେକ୍‌ଚର ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହାକୁ ଲୋକାର୍ପିତ କରିଛନ୍ତି । ଇ-ଲେକଚର ଦ୍ଵାରା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ନିଶୁଳ୍କ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ ।
ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍‌ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍.ଆଇ.ସି. ଦ୍ଵାରା ବିକଶିତ କରାଯାଇଥିବା ଏକ ସ୍ଵତନ୍ତ୍ର ପୋର୍ଟାଲ https://vtputkal.odisha.gov.inରେ ପ୍ରସ୍ତୁତ ଇ-ଲେକ୍‌ଚରଗୁଡ଼ିକ ସ୍ଥାନିତ କରାଯାଇଛି ।
ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ଵିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ଵ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍‌ଚର ପ୍ରସ୍ତୁତ କରାଯାଇ ୱେବ ପୋର୍ଟାଲରେ ଅପ୍‌ଲୋଡ କରାଯାଇଛି । ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ-ଲେକ୍‌ଚର ଯଥା ସମୟରେ ଅପ୍‌ଲୋଡ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍‌ଚର ପ୍ରସ୍ତୁତ କରାଯିବ ।
ରାଜ୍ଯରେ ବଢୁଛି ମାଣ୍ଡିଆ ଚାହିଦା, ମନ ଜିଣୁଛି ମିଲେଟ ମିଶନ- କୃଷି ମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪ ହଜାର କୁଇଣ୍ଟାଲ ଓ ୨୦୨୦-୨୧ ରେ ୧ଲକ୍ଷ ୯୪ ହଜାର ୪୮୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି। ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।
ଅନ୍ୟପଟେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି । ଗୃହରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଉଠାଇଥିଲେ । ଖାଇବା ତେଲ, ଡିଜେଲ ପେଟ୍ରୋଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ସଂକଳ୍ପ ନେଇ ବିଧାନସଭାରେ ଆଲୋଚନା କରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ଗୃହର ମଧ୍ୟ ଭାଗରେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ। ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଟ୍ୟାକ୍ସ କମାଇବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।